ଟ୍ରକକୁ ପିଟିଲା କେଦାରନାଥ ଯାତ୍ରୀଙ୍କୁ ନେଇ ଯାଉଥିବା ସ୍କର୍ପିଓ, ଗୋଟିଏ ପରିବାରର ୫ ମୃତ
ବୁଲନ୍ଦସହର,୨୪ ।୫: ଉତ୍ତର ପ୍ରଦେଶ ବୁଲନ୍ଦସହରରେ ଏକ ବଡ ଧରଣର ଦୁର୍ଘଟଣା ହୋଇଛି । କେଦାରନାଥ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ଏକ ସ୍କର୍ପିଓ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ପିଟିବା ଫଳରେ ଗୋଟିଏ ପରିବାରର ୫ ଜଣଙ୍କର…
କେଦାରନାଥ ଯାତ୍ରା ବନ୍ଦ ଯୋଗୁ ଫସିଲେ ୧୦ ହଜାର ଶ୍ରଦ୍ଧାଳୁ
ଡେରାଡୁନ,୨୪ ।୫: କେଦାରନାଥରେ ପ୍ରବଳ ବର୍ଷା ଓ ଘନ କୁହୁଡି ଯୋଗୁ ପ୍ରଶାସନ ପକ୍ଷରୁ ତୁରନ୍ତ କେଦାରନାଥ ଯାତ୍ରାକୁ ବନ୍ଦ କରି ଦିଆଯାଇଛି । ଏହି ସମୟରେ ରୁଦ୍ରପ୍ରୟାଗରୁ ଗୁପ୍ତକାଶୀ ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ୫ ହଜାର ଯାତ୍ରୀଙ୍କୁ ଅଟକାଇ ଦିଆଯାଇଛି…
ଉଦୟନିଧିଙ୍କ ସିନେମାକୁ ନେଇ ଏଆଇଏଡିଏମ୍କେ-ଡିଏମ୍କେ ମୁହାଁମୁହିଁ
ପଣ୍ଡିଚେରି,୨୪।୫ : ଜାତି ବିରୋଧୀ ବିଷୟବସ୍ତୁକୁ ନେଇ ନିର୍ମିତ ଡିଏମ୍କେ ନେତା ଉଦୟନିଧି ଷ୍ଟାଲିନ୍ଙ୍କ ଚଳଚ୍ଚିତ୍ର ‘ନେଞ୍ଜୁକୁ ନିଧି’କୁ ଟିକସ ଛାଡ଼ ପାଇଁ ପଣ୍ଡିଚେରି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବା ପରେ ଏହାକୁ ନେଇ ପଣ୍ଡିଚେରିରେ ଡିଏମ୍କେ ଏବଂ ଏଆଇଏଡିଏମ୍କେ ମଧ୍ୟରେ ବାକ୍ଯୁଦ୍ଧ…
ହିଟ୍ଲର, ଷ୍ଟାଲିନ୍ଙ୍କଠାରୁ ଭାଜପା ଶାସନ ଖରାପ: ମମତା
କୋଲକାତା,୨୪।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହି ସରକାର କେନ୍ଦ୍ରୀୟ ସଂସ୍ଥା ସହାୟତାରେ ରାଜ୍ୟ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ସେ ଅଭିଯୋଗ କରିଛନ୍ତି। ହିଟ୍ଲର, ଷ୍ଟାଲିନ କିମ୍ବା ମୁସୋଲିନିଙ୍କ ଶାସନଠାରୁ ଭାଜପା…
ବିବାଦରେ କର୍ନାଟକର ଆଉ ଏକ ମସ୍ଜିଦ
ଦକ୍ଷିଣ କନ୍ନଡ,୨୪।୫: କର୍ନାଟକର ଶ୍ରୀରଙ୍ଗାପାଟନା ଜାମିଆ ମସ୍ଜିଦ ବିବାଦ ପରେ ଏବେ ଉକ୍ତ ରାଜ୍ୟର ଦକ୍ଷିଣ କନ୍ନଡ ଜିଲାରେ ଥିବା ମାଲାଲି ମସ୍ଜିଦକୁ ନେଇ ବିବାଦ ମୁଣ୍ଡ ଟେକିଛି। ମାଲାଲିର ଆସାୟିଦ୍ ଅବଦୁଲ୍ଲାହିଲ ମଦାନି ମସ୍ଜିଦର ନବୀକରଣ କାର୍ଯ୍ୟ ଲାଗି ଖନନ…
ଆଜି ଆସିପାରେ ଜ୍ଞାନବାପି ରାୟ
ବାରାଣସୀ,୨୪।୫:ବାରାଣସୀ ଜିଲା ଜଜ୍ ଜ୍ଞାନବାପି ମସ୍ଜିଦ ବିବାଦ ମାମଲାର ଶୁଣାଣି ସୋମବାର ଶେଷ କରିବା ସହ ରାୟ ସଂରକ୍ଷିତ ରଖିଛନ୍ତି। ମଙ୍ଗଳବାର ରାୟ ପ୍ରକାଶ ପାଇବା ଆଶା କରାଯାଉଛି। ଉକ୍ତ ମସ୍ଜିଦ ପରିସରରେ ଶ୍ରୀଙ୍ଗାର ଗୌରୀଙ୍କ ଦୈନନ୍ଦିନ ପୂଜାର୍ଚ୍ଚନା ଲାଗି ହିନ୍ଦୁ…
ଜେନେଭାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ଘେରିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଜେନେଭା/ନୂଆଦିଲ୍ଲୀ,୨୪ ।୫: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡବିୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟାଳୟ ଜେନେଭାରେ ବିଶ୍ୱ ସ୍ୱାସ୍ଥ୍ୟ ସଭାର ୭୫ତମ ଅଧିବେଶନରେ ସମ୍ବୋଧନ ଦେଇଛନ୍ତି । ମାଣ୍ଡବିୟ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
ଜାତିଭିତ୍ତିକ ଜନଗଣନା ଲାଗି ୨୭ରେ ହୋଇପାରେ ସର୍ବଦଳୀୟ ବୈଠକ
ପାଟନା,୨୩।୫: ରାଜ୍ୟଓ୍ବାରି ଜାତିଭିତ୍ତିକ ଜନଗଣନା ଲାଗି ବହୁପ୍ରତୀକ୍ଷିତ ସର୍ବଦଳୀୟ ବୈଠକ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହୋଇପାରେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନେଇ ସୋମବାର ସୂଚନା ଦେଇଛନ୍ତି। ଅଧିକାଂଶ ଦଳ ତାରିଖକୁ ନେଇ ସହମତ ଅଛନ୍ତି। ତେବେ ନିର୍ଦ୍ଦିଷ୍ଟ ତାରିଖକୁ…
ଭାଜପା ଶାସନ ହିଟ୍ଲର, ଷ୍ଟାଲିନ୍ଙ୍କଠାରୁ ଖରାପ
କୋଲକାତା,୨୩।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ସୋମବାର କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହି ସରକାର କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହାୟତାରେ ରାଜ୍ୟ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ସେ ଅଭିଯୋଗ କରିଛନ୍ତି। ଆଡଲଫ୍ ହିଟ୍ଲର,…
ରୋପ୍ଓ୍ବେରେ ୪୦ ମିନିଟ ଅଟକିଲେ ୨୮ ଭକ୍ତ
ଭୋପାଳ,୨୩।୫: ମଧ୍ୟପ୍ରଦେଶର ସତ୍ନା ଜିଲାରେ ସୋମବାର ପ୍ରବଳ ବର୍ଷା ପବନ ଯୋଗୁ ରୋପ୍ଓ୍ବେ ଅଚଳ ହୋଇଯାଇଥିଲା। ଫଳରେ ମୈହର ପାହାଡ଼ ଉପରେ ଥିବା ମା’ ସାରଦା ଦେବୀ ମନ୍ଦିରକୁ ଯାଉଥିବା ୨୮ ଜଣ ଭକ୍ତ ୭ଟି ରୋପ୍ଓ୍ବେ ଟ୍ରଲିରେ ୪୦ ମିନିଟରୁ…
୧୦ଲକ୍ଷରୁ ଉର୍ଦ୍ଧ୍ୱ ଆଶାକର୍ମୀ ସମ୍ମାନିତ
ନୂଆଦିଲ୍ଲୀ,୨୩।୫: ସ୍ବାସ୍ଥ୍ୟସେବା ନେଇ ଲୋକଙ୍କ ସହ ସମ୍ପର୍କରେ ରହିଥିବା ଭାରତର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଆଶାକର୍ମୀଙ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ଗ୍ଲୋବାଲ ହେଲ୍ଥ ଲିଡର୍ସ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି। ୭୫ତମ ବିଶ୍ୱ ସ୍ବାସ୍ଥ୍ୟ ସଭା ଅବସରରେ ଆଶା କର୍ମୀଙ୍କ…
ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କଟିଗଲା ବିଦ୍ୟୁତ୍: ଇଞ୍ଜିନିୟର ସମେତ ୩ ନିଲମ୍ବିତ
ଲକ୍ଷ୍ନୌ,୨୩।୫: ଉତ୍ତରପ୍ରଦେଶରେ ହଠାତ୍ ପାଣିପାଗର ପରିବର୍ତ୍ତନର ପ୍ରଭାବ ୩ ଅଧିକାରୀଙ୍କ ଉପରେ ପଡ଼ିଛି। ରାଜଧାନୀ ଲକ୍ଷ୍ନୌ ସ୍ଥିତ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣରେ ସମୟରେ କରେଣ୍ଟ କଟିଯାଇଥିଲା। ଏହାପରେ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଟ୍ରାନ୍ସମିସନ ସମେତ ୩ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଆଉ…
Archives


