୩ବର୍ଷ ପାଇଁ ଜେଲ୍ ଗଲେ ଏଏପି ବିଧାୟକ
ଚଣ୍ଡିଗଡ଼,୨୩।୫: ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାରଙ୍କୁ ଏକ ବଡ଼ ଝଟ୍କା ଲାଗିଛି। ପଟିଆଲା ଗ୍ରାମୀଣ ବିଧାୟକ ଡା. ବଲବୀର ସିଂହଙ୍କୁ ରୋପର କୋର୍ଟ ୩ବର୍ଷର ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ମୁତାବକ, ଗତ ୯ବର୍ଷ ପୂର୍ବରୁ ଜମିକୁ ନେଇ ପାରିବାରିକ ଝଗଡ଼ାରେ…
ଦିଲ୍ଲୀକୁ ମିଳିଲା ନୂଆ ଉପରାଜ୍ୟପାଳ
ନୂଆଦିଲ୍ଲୀ,୨୩।୫: ଅନୀଲ ବୈଜଲ ନିଜ ପଦରୁ ଇସ୍ତଫା ଦେବା ପରେ ସୋମବାର ଦିଲ୍ଲୀକୁ ନୂଆ ଉପରାଜ୍ୟପାଳ ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିନୟ କୁମାର ସାକ୍ସେନାଙ୍କୁ ଦିଲ୍ଲୀର ନୂତନ ଉପରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ଏନେଇ ସୋମବାର ରାଷ୍ଟ୍ରପତି କାର୍ଯ୍ୟାଳୟରୁ ଏକ…
କେଦାରନାଥରେ ଅରେଞ୍ଜ ଆଲର୍ଟ: ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଅପିଲ
ଡେରାଡୁନ,୨୩।୫: ଉତ୍ତରାଖଣ୍ଡରେ ହଠାତ୍ ବଦଳୁଥିବା ପାଣିପାଗ ଯୋଗୁ ବର୍ତ୍ତମାନ ଚାରିଧାମ ଯାତ୍ରା ଉପରେ ବ୍ରେକ ଲାଗିଛି। ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି କରାଯିବା ପରେ ଏବେ କେଦାରନାଥ ଯାତ୍ରାକୁ ପ୍ରଶାସନ ବନ୍ଦ କରିଦେଇଛି। ଏଥିସହ ଭକ୍ତମାନଙ୍କୁ ନିରାପଦ…
ବ୍ଲଗର-ୟୁଟ୍ୟୁବର ଉପରେ କଟକଣା ଲଗାଇବ କେଦାରନାଥ
ଡେରାଡୁନ,୨୩।୫: ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଗୋଟିଏ ପଟେ ଶିଖରରେ ଥିବା ବେଳେ ଅନ୍ୟପଟେ କେଦାରନାଥ ଶବ୍ଦ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଟ୍ରେଣ୍ଡ କରୁଛି। କେଦାରନାଥରେ ଶ୍ରଦ୍ଧାଳୁଙ୍କ ବ୍ୟତୀତ ୟୁଟ୍ୟୁବର ଏବଂ ବ୍ଲଗରମାନଙ୍କର ମଧ୍ୟ ଭିଡ଼ ଜମୁଛି। ଯେଉଥିପାଇଁ ଅନେକ ସମସ୍ୟା…
‘ଗତ ୮ ବର୍ଷ ମଧ୍ୟରେ ଭାଜପା ସରକାର ଭାରତର ଗଣତନ୍ତ୍ରକୁ ଅଧିକ ସୁଦୃଢ କରିପାରିଛି’
ନୂଆଦିଲ୍ଲୀ,୨୩।୫: ଭାଜପା ଗତ ୮ ବର୍ଷ ମଧ୍ୟରେ ଭାରତର ଗଣତନ୍ତ୍ରକୁ ଅଧିକ ସୁଦୃଢ ଓ ମଜବୁତ କରିଛି । ଜାପାନ ଗସ୍ତରେ ଥିବା ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଥିବା ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍ବୋଧନ ଦେଇ ଏଭଳି କହିଛନ୍ତି। କ୍ୱାର୍ଡ ସମ୍ମିଳନୀ…
ଏଣିକି ରେଷ୍ଟୁରାଣ୍ଟରେ ଖାଇବା ହେବ ଶସ୍ତା
ନୂଆଦିଲ୍ଲୀ,୨୩।୫: ରେଷ୍ଟୁରାଣ୍ଟରେ ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର। ଏଣିକି ରେଷ୍ଟୁରାଣ୍ଟ ଖାଇବା ପରେ ଆଉ ଦେବାକୁ ପଡ଼ିବନି ସର୍ଭିସ ଚାର୍ଜ। ଏପରିକି ରେଷ୍ଟୁରାଣ୍ଟ ମାଲିକ ମଧ୍ୟ ଗ୍ରାହକଙ୍କୁ ସର୍ଭିସ ଚାର୍ଜ ଦେବା ପାଇଁ ବାଧ୍ୟ କରିପାରିବେ…
ଓ୍ବାର୍କ ଫ୍ରମ୍ ହୋମ୍ ପାଇଁ ଲୋକଙ୍କୁ ପରାମର୍ଶ
ନୂଆଦିଲ୍ଲୀ,୨୩।୫: ରାଜଧାନୀ ଦିଲ୍ଲୀ ଏବଂ ଏନ୍ସିଆରରେ ପ୍ରବଳ ବର୍ଷା ହୋଇଛି। ରାସ୍ତାଗୁଡିକ ଜଳମଗ୍ନ ହୋଇଯାଇଛି। ଫଳରେ ବ୍ୟାପକ ଟ୍ରାଫିକ୍ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ଗୁରୁଗ୍ରାମର ଅନେକ ଅଞ୍ଚଳ ଏବେ ପାଣି ଘେରରେ। ଏହାକୁ ଦୃଷ୍ଟିରେ ରଖି ଗୁରୁଗ୍ରାମର ଜିଲା ଅଧିକାରୀ…
ଜ୍ଞାନବାପି ମାମଲାର ଶୁଣାଣି ଶେଷ: ମଙ୍ଗଳବାର ଆସିବ ନିଷ୍ପତ୍ତି
ବାରାଣସୀ,୨୩।୫: ଜ୍ଞାନବାପି ମାମଲାର ଶୁଣାଣି ସୋମବାର ବାରାଣସୀ ଜିଲା ଜଜ କୋର୍ଟରେ ଶେଷ ହୋଇଛି। ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଏହି ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ଆସିପାରେ ବୋଲି ସୂଚନା ମିଳିଛି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଆସନ୍ତାକାଲି ପର୍ଯ୍ୟନ୍ତ…
ଗଙ୍ଗାରେ ବୁଡିଲା ଡଙ୍ଗା
ବାରାଣସୀ,୨୩।୫: ଉତ୍ତର ପ୍ରଦେଶର ବାରାଣସୀରେ ଏକ ଅଭାବନୀୟ ଘଟଣା ଘଟିଛି। ଗଙ୍ଗା ନଦୀର ପ୍ରଭୁ ଘାଟରେ ସୋମବାର ଏକ ଡଙ୍ଗା ବୁଡିଯାଇଛି। ଏଥିରେ ୬ ଜଣ ଲୋକ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଉପସ୍ଥିତ…
ବିଧାୟକଙ୍କ ଉପରେ କଟକଣା ଲଗାଇଲେ ନୀତିଶ
ପାଟନା,୨୩।୫: ଜେଡିୟୁ ବିଧାୟକଙ୍କ ଉପରେ କଟକଣା ଲଗାଇଛନ୍ତି ନୀତିଶ ସରକାର। ତିନି ଦିନ ଯାଏ ପାଟନା ବାହାରକୁ ନ ଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜେଡିୟୁ ବିଧାୟକ ୭୨ଘଣ୍ଟା ପାଇଁ ପାଟନା ବାହାରକୁ ନ ଯିବା ପାଇଁ ନୀତିଶ କହିଛନ୍ତି। ଆଗାମୀ…
ହସ୍ପିଟାଲରେ ସିଦ୍ଧୁ
ଚଣ୍ଡିଗଡ,୨୩।୫: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପଟିଆଲା ଜେଲ୍ରୁ ତାଙ୍କୁ ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କର ମେଡିକାଲ ଚେକଅପ ହେବ ବୋଲି ଖବର ମିଳିଛି। ସୂଚନାନୁଯାୟୀ, ସିଦ୍ଧୁ ଜେଲରେ ମିଳୁଥିବା ରୁଟି ଏବଂ…
ଭାରତରେ ଓମିକ୍ରନ୍ ସବ୍ ଭାରିଆଣ୍ଟ ଚିହ୍ନଟ ସ୍ପଷ୍ଟ: ଆକ୍ରାନ୍ତଙ୍କ ନାହିଁ ଟ୍ରାଭେଲ ହିଷ୍ଟ୍ରି
ନୂଆଦିଲ୍ଲୀ,୨୩।୫: ଭାରତର ତାମିଲନାଡୁ ଏବଂ ତେଲଙ୍ଗାନାରେ ଓମିକ୍ରନ୍ ସବ୍ ଭାରିଆଣ୍ଟ ବିଏ.୪ ଏବଂ ବିଏ.୫ ଚିହ୍ନଟ ହୋଇଥିବା ଆଇଏନ୍ଏସ୍ଏସିଓଜି ପକ୍ଷରୁ ସ୍ପଷ୍ଟ କରାଯାଇଛି। ତାମିଲନାଡୁର ଜଣେ ୧୯ ବର୍ଷୀୟା ଯୁବତୀ ବିଏ.୪ରେ ସଂକ୍ରମିତ ଥିବା ଭାରତୀୟ ସାର୍ସ-କୋଭ୍-୨ ଜିନୋମ କନ୍ସୋର୍ଟିୟମ (ଆଇଏନ୍ଏସ୍ଏସିଓଜି)…
Archives


