ଜାତୀୟ

ବାବ୍ରି ଭଙ୍ଗ ପରବର୍ତ୍ତୀ ସ୍ଥିତି ସମାଜରେ ସୃଷ୍ଟି ନହେଉ,ପୂଜାସ୍ଥଳ ଅଧିନିୟମ ସମର୍ଥନରେ ଏସ୍‌ସିଙ୍କ ଦ୍ୱାରସ୍ଥ ହେଲେ ମୁସଲମାନ ସଂଗଠନ…

ନୂଆଦିଲ୍ଲୀ,୧୪।୭ : ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ପ୍ଲେସ ଅଫ ଓ୍ବରଶିପ୍‌ ଆକ୍ଟ (ପୂଜାସ୍ଥଳ ଅଧିନିୟମ) କୁ ସମର୍ଥନ କରି ସୁପ୍ରିମକୋର୍ଟ(ଏସ୍‌ସି)ଙ୍କ ଦ୍ୱାରସ୍ଥ ହୋଇଛି। ଜାରି ରହିଥିବ ବିବାଦ ମଧ୍ୟରେ ସୁପ୍ରିମକୋର୍ଟରେ ଆବେଦନ କରି ବୋର୍ଡ ଏହି ଆଇନକୁ…

ସଂସଦରେ ଦୁର୍ନୀତିଗ୍ରସ୍ତ-ଦେଶଦ୍ରୋହୀ ଆଦି ଶବ୍ଦ ବ୍ୟବହାର ଉପରେ ଲାଗିଲା ରୋକ…

ନୂଆଦିଲ୍ଲୀ,୧୪।୭ : ବର୍ତ୍ତମାନ ଲୋକସଭା ଏବଂ ରାଜ୍ୟସଭାରେ ଗୃହର କାର୍ଯ୍ୟ ସମୟରେ କେତେକ ଶବ୍ଦର ବ୍ୟବହାର କରିବା ଭୁଲ ଏବଂ ସଂସଦୀୟ ବିବେଚନା କରାଯିବ। କେତେକ ତାଲିକାଭୁକ୍ତ ଶବ୍ଦଗୁଡିକୁ ଗୃହ ପ୍ରକ୍ରିୟାରେ ଅନ୍ତର୍ଭୂକ୍ତ କରାଯିବ ନାହିଁ । ଲୋକ ସଭା ସଚିବାଳୟ…

୨୨ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ, ୮ ରାଜ୍ୟ ପାଇଁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୪।୭ : ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରଭାବ ହେତୁ ଗତ କିଛି ଦିନ ହେବ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି। ଲଗାତାର ବର୍ଷା ଯୋଗୁ ବିଭିନ୍ନ ନଦୀର ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି। ଏହି କ୍ରମରେ, ଜୁଲାଇ ୧୪…

କାଉଡିଆ ଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା, ୪୦୦ ସିସିଟିଭି କ୍ୟାମେରା, ୧୦ ହଜାର ପୋଲିସ, ୧୧ ଏସପି, ୩୮ ଡିଏସପିଙ୍କୁ ଦାୟିତ୍ୱ

ହରିଦ୍ୱାର,୧୪ ।୭: ଗୁରୁବାରଠାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ଏବେ ଆରମ୍ଭ ହୋଇଯାଇଛି କାଉଡିଆ ଯାତ୍ରା । ହରିଦ୍ୱାରରେ ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହରିଦ୍ୱାରରେ ହଜାର ହଜାର ଶିବଭକ୍ତ ରୁଣ୍ଡ ହେବାକୁ ଲକ୍ଷ୍ୟ କରି ଏହି…

ସୋନିଆ ଇଡିରେ ହାଜର ହେବା ଦିନ ଦେଶବ୍ୟାପି ଆନ୍ଦୋଳନ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୪ ।୭: ବହୁ ଚର୍ଚ୍ଚିତ ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ସମନ ପଠାଯିବାକୁ ବିରୋଧ କରି କଂଗ୍ରେସ ସାରା ଦେଶରେ ଆନ୍ଦୋଳନ କରିବାର ଯୋଜନା କରିଛି । ବୁଧବାର ଦଳୀୟ ବୈଠକରେ ଏହି…

ସକ୍ରିୟ ମାମଲା ଲକ୍ଷେ ୩୬ ହଜାର ଟପିଲା…

ନୂଆଦିଲ୍ଲୀ, ୧୪।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ଉଦ୍ଧବଙ୍କ ଉପରେ ଚାପ ପକାଉଛି ଭାଜପା: ଯଶୱନ୍ତ

ନୂଆଦିଲ୍ଲୀ,୧୪ ।୭: ରାଷ୍ଟ୍ରପତି ନିର୍ବାଚନର ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଶିବସେନା ସମର୍ଥନ ଦେବା ଘୋଷଣା କରିବା ପରେ ବିରୋଧି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହି ପ୍ରତିକ୍ରିୟାରେ ସେ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ବର୍ଷିଛନ୍ତି…

୯୨ ପ୍ରତିଶତ ଭାରତୀୟ ନେଇ ନାହାନ୍ତି ବୁଷ୍ଟର ଡୋଜ୍‌…

ନୂଆଦିଲ୍ଲୀ,୧୪।୭ : କରୋନା ମହାମାରୀ ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ୧୦ ହଜାରରୁ ଅଧିକ ନୂତନ ମାମଲା ରିପୋର୍ଟ କରାଯାଉଛି। ଏଥି ସହିତ ଟିକାକରଣ ବିଷୟରେ ଆଶ୍ଚର୍ଯ୍ୟଜନକ ଆକଳନ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ…

ଉଦ୍ଧବ ସାଇଡ୍‌ଲାଇନ୍‌ !, ସମର୍ଥନ ପରେ ବି ଦ୍ରୌପଦୀଙ୍କୁ ଭେଟିବାର ସୁଯୋଗ ନାହିଁ…

ମୁମ୍ବାଇ,୧୪।୭ : ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ ଘୋଷଣା କରିଥିବା ଶିବସେନାର ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଏକ ବଡ଼ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଖବର ମୁତାବକ, ଦଳ ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନା ସଦସ୍ୟମାନଙ୍କୁ ଦ୍ରୌପଦୀଙ୍କୁ ଭେଟିବାକୁ…

ବର୍ଷା ପାଇଁ କାଦୁଅରେ ଗାଧୋଇଲେ ବିଧାୟକ

ଲକ୍ଷ୍ନୌ, ୧୪।୭: ଉତ୍ତର ପ୍ରଦେଶର ମହାରାଜଗଞ୍ଜରୁ ଏକ ବିଚିତ୍ର ଘଟଣା ସାମ୍‌ନାକୁ ଆସିଛି। ଇନ୍ଦ୍ର ଦେବତାକୁ ପ୍ରସନ୍ନ କରିବା ପାଇଁ ଗ୍ରାମବାସୀ ଭାଜପା ବିଧାୟକ ଜୟ ମଙ୍ଗଲ କାନୋଜିଆ ଓ ମହାନଗର ପରିଷଦ ଅଧ୍ୟକ୍ଷ କ୍ରିଷ୍ଣା ଗୋପାଳ ଜୈସ୍ବାଲଙ୍କୁ କାଦୁଅରେ ଗାଧୋଇ…

ପହାଡଗଞ୍ଜ ହୋଟେଲରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୧୪ ।୭: ରାଜଧାନୀ ଦିଲ୍ଲୀର ପହାଡଗଞ୍ଜରେ ଥିବା ରୋମା ଡିଲକ୍ସ ହୋଟେଲରେ ଗୁରୁବାର ସକାଳ ପ୍ରାୟ ୪ଟା ସମୟରେ ନିଆଁ ଲାଗିଯାଇଛି । ଏହାର ଦ୍ୱିତୀୟ ମହଲାରେ ଥିବା ଏକ କୋଠରିରେ ନିଆ ଲାଗିଯାଇଛି । ଖବରପାଇ ଦମକଳ ବାହିନୀର ୪ଟି…

ବୈଶ୍ୱିକ ଲିଙ୍ଗଗତ ବ୍ୟବଧାନ ରିପୋର୍ଟ:୧୩୫ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ, ୧୪ା୭: ଭାରତରେ ଲିଙ୍ଗଗତ ବ୍ୟବଧାନ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ଓ୍ବାଲର୍‌ଡ ଇକୋନୋମିକ ଫୋରମ (ଡବ୍ଲ୍ୟୁଇଏଫ୍‌)ର ଜେଣ୍ଡର ଗ୍ୟାପ୍‌ ରିପୋର୍ଟ-୨୦୨୨ରେ ୧୪୬ ଦେଶ ମଧ୍ୟରୁ ଭାରତ ୧୩୫ ତମ ସ୍ଥାନରେ ରହିଛି। ୦ରୁ ୧ ସ୍କେଲରେ ଭାରତର ସ୍କୋର ୦.୬୨୯ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?