ଜାତୀୟ

ରାଜ୍ୟ ସଭା ନିର୍ବାଚନ,ସିବଲ-ଚିଦାମ୍ବରମ୍‌ଙ୍କ ସମେତ ୪୧ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ…

ନୂଆଦିଲ୍ଲୀ, ୪।୬ : ରାଜ୍ୟସଭା ନିର୍ବାଚନ ୨୦୨୨ ପୂର୍ବରୁ, ୧୧ ଟି ରାଜ୍ୟରୁ ୪୧ ଟି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି। ୧୫ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ରାଜ୍ୟ ସଭା ଆସନ ପାଇଁ…

ବିଶ୍ୱ ପରିବେଶ ଦିବସ ଅବସରରେ ଆର୍ଟ ଅଫ ଲିଭିଙ୍ଗର ସ୍ବତନ୍ତ୍ର କାର୍ଯ୍ୟକ୍ରମ…

ନୂଆଦିଲ୍ଲୀ, ୪।୬ : ବିଶ୍ୱ ପରିବେଶ ଦିବସ ଅବସରରେ, ଆର୍ଟ ଅଫ ଲିଭିଙ୍ଗ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଉତ୍ସବର ଏକ ଅଂଶ ଭାବରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରାଯାଇଛି। ଏକ ସ୍ଥାୟୀ, ଶାନ୍ତିପୂର୍ଣ୍ଣ, ଶକ୍ତିଶାଳୀ ଏବଂ ସବୁଜ ଭାରତ…

୪ ହଜାର ମୁହାଁ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୨୬…

ନୂଆଦିଲ୍ଲୀ, ୪।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…

ମହାରାଷ୍ଟ୍ରରେ ଚିନ୍ତା ବଢ଼ାଉଛି କରୋନା: ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ମୁମ୍ବାଇ,୪।୬: ମହାରାଷ୍ଟ୍ରରେ ପୁଣି ଥରେ କରୋନା ଭାଇରସ୍‌ ସଂକ୍ରମଣ ଚିନ୍ତା ବଢ଼ାଇଛି। ବର୍ତ୍ତମାନ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ ହଜାରେରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ସରକାର…

ଅନନ୍ତନାଗରେ ଗଡ଼ିଲା ଜଣେ ଆତଙ୍କବାଦୀଙ୍କ ମୁଣ୍ଡ: ୩ଯବାନ,ଜଣେ ନାଗରିକ ଆହତ

ଅନନ୍ତନାଗ,୪।୬: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଶନିବାର ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। ପୋଲିସ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୩ଜଣ ଯବାନ ଓ ଜଣେ ନାଗରିକ ଆହତ ହୋଇଛନ୍ତି। ତେବେ ମୃତ ଆତଙ୍କବାଦୀ ଜଣକ ହିଜ୍‌ବୁଲ ମୁଜାହିଦିନ ଆତଙ୍କବାଦୀ…

ହାଇଦ୍ରାବାଦ ଗଣାବଳାତ୍କାର ମାମଲା: ଗିରଫ ହେଲେ ରାଜନେତାଙ୍କ ପୁଅ ସମେତ ୫ଅଭିଯୁକ୍ତ

ହାଇଦ୍ରାବାଦ,୪।୬: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ପବ୍‌ ପାର୍ଟିରୁ ଫେରୁଥିବା ଜଣେ ନାବାଳିକାଙ୍କୁ ମର୍ସିଡିଜ୍‌ କାର ଭିତରେ ଗଣବଳାତ୍କାର ମାମଲାରେ ସମସ୍ତ ୫ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। କୁହାଯାଇଛି, ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ଜଣ ନାବାଳକ। ଏତଦ୍‌ବ୍ୟତୀତ ଏହି ଗଣବଳାତ୍କାର ମାମଲାରେ ରାଜନୈତିକ ସଂଯୋଗ…

ଟାର୍ଗେଟ କିଲିଂ ମଧ୍ୟରେ ୧୭୭ କଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କୁ ସ୍ଥାନାନ୍ତର

ଶ୍ରୀନଗର,୪।୬: ଜମ୍ମୁ-କଶ୍ମୀରରେ ଟାର୍ଗେଟ କିଲିଂ ମଧ୍ୟରେ ସ୍ଥାନୀୟ ସରକାରଙ୍କ ପକ୍ଷରୁ କଶ୍ମୀରୀ ପଣ୍ଡିତଙ୍କ ସୁରକ୍ଷା ପାଇଁ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ନିୟୋଜିତ ହୋଇଥିବା କଶ୍ମୀରୀ ପଣ୍ଡିତଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କିମ୍ବା ବ୍ୟବସ୍ଥିତ କରାଯାଇଥିବା…

୫ବର୍ଷ ଝିଅ ମଧ୍ୟରେ ମଙ୍କିପକ୍ସ ଲକ୍ଷଣ: ଯାଞ୍ଚ ପାଇଁ ପଠାଗଲା ନମୂନା

ଗାଜିଆବାଦ,୪।୬: କରୋନା ଭାଇରସ୍‌ ପରେ ଏବେ ମଙ୍କିପକ୍ସ ସାରା ବିଶ୍ୱର ଚିନ୍ତା ବଢ଼ାଇଛି। ଅନେକ ଦେଶରେ ମଙ୍କିପକ୍ସ ବ୍ୟାପିଥିବା ବେଳେ ଦୈନିକ ଶହ ଶହ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଇତିମଧ୍ୟମରେ ଉତ୍ତରପ୍ରଦେଶ ଗାଜିଆବାଦରେ ଜଣେ ୫ବର୍ଷର ଶିଶୁଙ୍କଠାରେ ମଙ୍କିପକ୍ସ ଲକ୍ଷଣ ଚିହ୍ନଟ…

ବଢୁଛି କରୋନା: ସତର୍କ ରହିବାକୁ ୫ ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ,୪।୬: ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ତାମିଲନାଡୁ, କେରଳ, ତେଲଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ପାଉଛି ସଂକ୍ରମଣ। ତେବେ ସଂକ୍ରମଣକୁ ରୋକିବା ଲାଗି ସତର୍କ ରହିବାକୁ…

ଦିବ୍ୟାଙ୍ଗଙ୍କୁ ନେବାକୁ ମନାକରିପାରିବେ ନାହିଁ ଏୟାରଲାଇନ୍ସ: ଡିଜିସିଏ

ନୂଆଦିଲ୍ଲୀ,୪।୬: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ନର୍ଦ୍ଦେଶ ଜାରି କରାଯାଇଛି। ଦେଶର କୌଣସି ଦିବ୍ୟାଙ୍ଗଙ୍କୁ ବିମାନରେ ଯାତ୍ରା କରିବାକୁ ଏୟାରଲାଇନ୍ସ ମନା କରିପାରିବେ ନାହିଁ ବୋଲି ଉକ୍ତ ନିର୍ଦ୍ଦେଶରେ କୁହାଯାଇଛି। ଶୁକ୍ରବାର ଡିଜିସିିଏ ନିଜ ନିୟମରେ…

ଆମେରିକା ରିପୋର୍ଟକୁ ଭାରତର ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ,୪।୬: ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଥିବା ନେଇ ଆମେରିକା ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଉପରେ ନୂଆଦିଲ୍ଲୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭୁଲ୍‌ ତଥ୍ୟ ଉପରେ ଆଧାରିତ ରିପୋର୍ଟ କହି ଆମେରିକା ରିପୋର୍ଟକୁ ଭାରତ ନିନ୍ଦା କରିଛନ୍ତି। ଅନ୍ତର୍ଜାତୀୟ…

୪୧ ପ୍ରାର୍ଥୀ ରାଜ୍ୟ ସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ

ନୂଆଦିଲ୍ଲୀ,୪।୬: ରାଜ୍ୟ ସଭା ପାଇଁ ୪୧ଜଣ ପ୍ରାର୍ଥୀଙ୍କୁ ନିର୍ଦ୍ୱନ୍ଦରେ ନିର୍ବାଚିତ କରାଯାଇଛି। ଏଥିରେ କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ଏବଂ ରାଜୀବ ଶୁକ୍ଲା, ଭାଜପାର ସୁମିତ୍ରା ବାଲ୍ମିକି ଏବଂ କବିତା ପାଟିଦାର, କଂଗ୍ରେସର ପୂର୍ବତନ ନେତା କପିଲ ସିବଲ, ରାଷ୍ଟ୍ରିୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri