ଚିନ୍ତନ ଶିବିର ପୂର୍ବରୁ ଜି-୨୩ଙ୍କୁ ମନାଇବାକୁ ପ୍ରୟାସ
ନୂଆଦିଲ୍ଲୀ,୨୬ ।୪: ରାଜସ୍ଥାନର ଉଦୟପୁରରେ ୧୩ରୁ ୧୫ ମେ’ ମଧ୍ୟରେ ହେବାକୁ ଯାଉଥିବା କଂଗ୍ରେସର ଚିନ୍ତନ ଶିବିରକୁ ଦଳ ‘ନବ ସଂକଳ୍ପ ଚିନ୍ତନ ଶିବିର’ ନାମ ଦେଇଛି । ଏହି ଚିନ୍ତନ ଶିବିରରେ ଦଳ ମୁଖ୍ୟତଃ ୬ଟି ମୁଖ୍ୟ ବିଷୟକୁ ନେଇ…
ଚନ୍ଦ୍ରୟାନ-୩ର ଫଟୋ ଜାରି କଲା ଇସ୍ରୋ
ବେଙ୍ଗାଲୁରୁ,୨୫।୪: ପ୍ରଥମ ଥର ଇଣ୍ଡିଆନ ସ୍ପେସ୍ ରିସର୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ଚନ୍ଦ୍ରୟାନ-୩ ମିଶନର ପ୍ରଥମ ଫୋଟ ସୋସିଆଲ ମିଡିଆରେ ଶେୟାର କରିଛି। ଚନ୍ଦ୍ରୟାନ-୩ ମିଶନ ଚଳିତ ବର୍ଷ ଅଗଷ୍ଟରେ ଲଞ୍ଚ ହେବାକୁଥିବା ବେଳେ ଏହାର ସଂଚାଳକ ଶକ୍ତି ପରୀକ୍ଷଣ ଜାରିଥିବା ଇସ୍ରୋ…
ହନୁମାନ ଚାଳିଶା ବିବାଦକୁ ନେଇ ମୁହଁ ଖୋଲିଲେ ଉଦ୍ଧବ ଠାକରେ: କହିଲେ ଚଳିବ ନାହିଁ ଦାଦାଗିରି
ମୁମ୍ବାଇ,୨୫।୪: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଥମ ଥର ପାଇଁ ହନୁମାନ ଚଲିଶା ବିବାଦ ଉପରେ ମୁହଁ ଖୋଲିଛନ୍ତି। ଏଥିସହ ହନୁମାନ ଚଲିଶା ପଢ଼ିବା ନେଇ ମଧ୍ୟ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଉଦ୍ଧବ ଠାକରେ କହିଛନ୍ତି,…
ଆରଜେଡିରୁ ଇସ୍ତଫା ଦେଇପାରନ୍ତି ତେଜ ପ୍ରତାପ
ପାଟନା,୨୫।୪: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ପୁଣିଥରେ ବିବାଦ ଦେଖିବାକୁ ମିଳିଛି। ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ନିଜ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ପୁଣି ସେ ଚର୍ଚ୍ଚାର ପରିସରକୁ…
୨୦୨୪ ନିର୍ବାଚନ ପାଇଁ କମିଟି ଗଠନ କଲେ ସୋନିଆ
ନୂଆଦିଲ୍ଲୀ,୨୫।୪ : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଗ୍ରହଣ କରାଯିବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଦଳ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ନେଇପାରି ନାହିଁ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ବରିଷ୍ଠ…
୧୬ ୟୁଟ୍ୟୁବ ଚ୍ୟାନେଲ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକ, ୬ଟି ଅପରେଟ ହେଉଥିଲା ପାକିସ୍ତାନରୁ
ନୂଆଦିଲ୍ଲୀ,୨୫ ।୪: ଦେଶରେ ମିଥ୍ୟା ନ୍ୟୁଜ ପ୍ରଚାର ପ୍ରସାର କରୁଥିବା ୟୁଟ୍ୟୁବ ଚ୍ୟାନେଲକୁ ନେଇ କେନ୍ଦ୍ରର ମୋଦି ସରକାର କଠୋର ପଦକ୍ଷେପ ନେଇଛନ୍ତି । ଭାରତ ସରକାର ୧୬ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରି ଦେଇଛନ୍ତି । ଏସବୁ ୟୁଟ୍ୟୁବ ଚ୍ୟାନେଲ…
ପୁଣି ଗିରଫ ହେଲେ ଜିଗ୍ନେଶ ମେଭାନି: କିଛି ସମୟ ପୂର୍ବରୁ ମିଳିଥିଲା ଜାମିନ
ଡିସପୁର,୨୫।୪: ଗୁଜରାଟ ବିଧାୟକ ଜିଗ୍ନେଶ ମେଭାନିଙ୍କୁ ପୁଣି ଥରେ ଆସାମ ପୋଲିସ ଗିରଫ କରିଛି। ବିଧାୟକ ଜିଗ୍ନେଶ ମେଭାନିଙ୍କୁ ତାଙ୍କ ଟୁଇଟ ସହ ଜଡିତ ଏକ ମାମଲାରେ ଜାମିନ ମିଳିବା ପରେ ଆସାମର ବାରପେଟା ପୋଲିସ ପୁନର୍ବାର ତାଙ୍କୁ ଗିରଫ କରିଛି।…
ବର୍ଦ୍ଧିତ କରୋନା ମାମଲା ମଧ୍ୟରେ ଆଶ୍ୱସ୍ତିକର ଖବର: କୋଭିଡ ସଂକ୍ରମଣରୁ ମୁକ୍ତ ହେଲା ଏହି ରାଜ୍ୟ
କୋହିମା,୨୫।୪: କିଛି ସମୟର ବିରତି ପରେ ପୁଣି ଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଯାହା ସରକାର ଓ ଜନସାଧାରଣଙ୍କ ଚିନ୍ତା ଆହୁରି ବଢ଼ାଇ ଦେଇଛି। ଇତିମଧ୍ୟରେ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡରୁ ଏକ ଖୁସି ଖବର ସାମ୍ନାକୁ ଆସିଛି।…
୬୬ବର୍ଷରେ ପୁଣି ବର ସାଜିବେ ପୂର୍ବତନ କ୍ରିକେଟର
କୋଲକାତା,୨୫।୪: ଭାରତର ପୂର୍ବତନ ଓପନର ଅରୁଣ ଲାଲ ଦ୍ୱିତୀୟ ଥର ବର ସାଜିବାକୁ ଯାଉଛନ୍ତି। ୬୬ବର୍ଷ ବୟସରେ ଅରୁଣ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୩୮ବର୍ଷୀୟ ବୁଲବୁଲ ଶାହା ନାମକ ଯୁବତୀଙ୍କୁ ସେ ବିବାହ କରିବାକୁ ଯାଉଥିବା ଜଣାପଡ଼ିଛି। ବୁଲବୁଲ୍ ଅରୁଣଙ୍କଠାରୁ…
ଦିଲ୍ଲୀରେ ଭୁଷୁଡ଼ିିଲା ନିର୍ମାଣଧିନ କୋଠା
ନୂଆଦିଲ୍ଲୀ,୨୫।୪: ରାଜଧାନୀ ଦିଲ୍ଲୀରେ ସୋମବାର ଏକ ବଡ଼ ଅଘଟଣ ଘଟିଛି। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ କୋଠା ଭୁଷୁଡ଼ିପଡ଼ିଛି। ଫଳରେ ଏହି ଦୁର୍ଘଟଣାରେ ୫ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଫସିଯାଇଥିଲେ। ଘଟଣାସ୍ଥଳରେ ଏନ୍ଡିଆରଏଫ୍ ଟିମ୍ ପହଞ୍ଚି ସେମାନଙ୍କୁ ଉଦ୍ଧାର…
ପୂର୍ବତନ କେନ୍ଦ୍ର ଗୃହ ସଚିବଙ୍କ ପରଲୋକ
ନୂଆଦିଲ୍ଲୀ,୨୫।୪: ପୂର୍ବତନ କେନ୍ଦ୍ର ଗୃହ ସଚିବ ମାଧବ ଗଡବୋଲେଙ୍କର ହୃଦ୍ଘାତରେ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ୧୯୯୩ରେ ଆଇଏଏସ ଚାକିରିରୁ ସେୱଚ୍ଛାକୃତ ଅବସର ନେବା ପୂର୍ବରୁ ସେ କେନ୍ଦ୍ର ଗୃହ ବିଭାଗର ସଚିବ ଥିଲେ।…
ଉଦ୍ଧବ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଲେ ଫଡନଭୀସ
ମୁମ୍ବାଇ,୨୫।୪: ମହାରାଷ୍ଟ୍ରରେ ହନୁମାନ ଚାଳିଶା ବିବାଦକୁ ନେଇ ରାଜନୀତି ତୀବ୍ର ହୋଇଛି। ଶାସକ ଦଳର ନେତା ଏବଂ ବିରୋଧୀ ଦଳ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଛି। ଏହି କ୍ରମରେ, ସୋମବାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଦେବେନ୍ଦ୍ର ଫଡନଭୀସ…
Archives


