୨୭ ବର୍ଷର ରେକର୍ଡ ଭାଙ୍ଗିଲା ଚେରାପୁଞ୍ଜି
ସୋହରା,୧୮ ।୬: ଦେଶର ପୂର୍ବୋତ୍ତର ରାଜ୍ୟରେ ଗତ କିଛିଦିନ ହେବ ଲାଗି ରହିଥିବା ବର୍ଷା ଫଳରେ ସାଧାରଣ ଜନଜୀବନ ବେଶ ପ୍ରଭାବିତ ହୋଇଛି । ଇତିମଧ୍ୟରେ ମେଘାଳୟ ଚେରାପୁଞ୍ଜିର ସୋହରା ଅଞ୍ଚଳରେ ଶୁକ୍ରବାର ସବୁଠାରୁ ଅଧିକ ବର୍ଷା ହୋଇ ୨୭ ବର୍ଷର…
ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଦେଇ ନ ପାରିଲେ ପ୍ରଧାନମନ୍ତ୍ରୀ ଦେବ କିପରି: ଶିବସେନା
ମୁମ୍ବାଇ,୧୮ା୬: ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲାଗି ବିରୋଧୀ ଦଳ ଯଦି ମିଳିତ ପ୍ରାର୍ଥୀ ଦେବାରେ ଅସମର୍ଥ ହୁଏ ତେବେ ୨୦୨୪ ସାଧାରଣ ନିର୍ବାଚନ ବେଳେ ଉପଯୁକ୍ତ ପ୍ରଧାନମନ୍ତ୍ରୀ ଦେବ କିପରି ବୋଲି ଲୋକେ ପ୍ରଶ୍ନ କରିବେ। ତେଣୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ…
ଲୋକ ସଭା ଉପନିର୍ବାଚନ: ଏସ୍ପି ପାଇଁ ଅଗ୍ନିପରୀକ୍ଷା
ଲକ୍ଷ୍ନୌ,୧୮ା୬(ଆଇଏଏନ୍ଏସ୍): ଉତ୍ତରପ୍ରଦେଶର ରାମପୁର ଏବଂ ଆଜମଗଡ଼ ଲୋକ ସଭା ଆସନ ଲାଗି ହେବାକୁ ଯାଉଥିବା ଉପନିର୍ବାଚନ ବିରୋଧୀ ଦଳ ସମାଜବାଦୀ ପାର୍ଟି (ଏସ୍ପି) ପାଇଁ ଅଗ୍ନିପରୀକ୍ଷା ହେବାକୁ ଯାଉଛି। ଉଭୟ ଆସନ ଏସ୍ପି ଦଖଲରେ ଥିଲା। ଦଳକୁ ଦୁଇ ନମ୍ବର ସ୍ଥାନ…
ଶହେ ବର୍ଷରେ ହିରାବେନ, ସାଲ ଉପହାର ଦେଲେ ମୋଦି
ଗାନ୍ଧିନଗର,୧୮ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହିରାବେନ ମୋଦି ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ମୋଦି ଗାନ୍ଧିନଗରସ୍ଥିତ ତାଙ୍କ ଘରେ ପହଞ୍ଚି ମା’ଙ୍କ ଆଶୀର୍ବାଦ ନେବା ସହ ପୂଜାର୍ଚ୍ଚନା କରିଛନ୍ତି । ହିରାବେନଙ୍କ ପାଦ ଛୁଇଁ…
୭ ବର୍ଷର ବାଳକ ନାଁରେ ହତ୍ୟା ମାମଲା
ଜୟପୁର,୧୮ା୬: ରାଜସ୍ଥାନ କୋଟାରେ ଜଣେ ୧୪ ବର୍ଷୀୟ ବାଳକଙ୍କ ମୃତ୍ୟୁ ନେଇ ଆଉଜଣେ ୭ ବର୍ଷୀୟ ନାବାଳକଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ବାଳକଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇ ନାହିଁ। ତେବେ ତାଙ୍କ ଠିକ୍ ବୟସ ଜାଣିବା ପାଇଁ ଏକ…
ନୁପୂରଙ୍କୁ ଖୋଜୁଛି ମୁମ୍ବାଇ ପୋଲିସ
ନୂଆଦିଲ୍ଲୀ,୧୮ା୬: ନିଲମ୍ବିତ ଭାଜପା ମୁଖପାତ୍ର ନୁପୂର ଶର୍ମାଙ୍କୁ ମୁମ୍ବାଇ ପୋଲିସ ଖୋଜି ଖୋଜି ରାଜଧାନୀ ଦିଲ୍ଲୀରେ ଯାଇ ପହଞ୍ଚତ୍ଛି। ଇସଲାମ୍ ଧର୍ମ ପ୍ରବର୍ତ୍ତକ ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ଏକାଧିକ ସ୍ଥାନରେ ତାଙ୍କ ବିରୋଧରେ ଏଫ୍ଆଇଆର୍ କରାଯାଇଛି।…
ପୁଲୱାମାରେ ସବ୍ ଇନ୍ସପେକ୍ଟରଙ୍କୁ ହତ୍ୟା କଲେ ଆତଙ୍କବାଦୀ
ଜମ୍ମୁ,୧୮ ।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କୁ ମିଳିଛି ଆଉ ଏକ ସଫଳତା । ପୁଲୱାମାରେ ଆତଙ୍କବାଦୀମାନେ ଜଣେ ସବ ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି । ଘରେ ପଶି ଏମାନେ ସବ ଇନ୍ସପେକ୍ଟରଙ୍କୁ ହତ୍ୟା କରିଥିବା କୁହାଯାଉଛି ।…
ଜଷ୍ଟିସ୍ ରଞ୍ଜନା ଦେଶାଇ ପିସିଆଇ ମୁଖ୍ୟ
ନୂଆଦିଲ୍ଲୀ,୧୮ା୬: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇ ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ଅଧ୍ୟକ୍ଷା ନିଯୁକ୍ତ ହୋଇଛନ୍ତି। ଏନେଇ ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ପିସିଆଇ ଅଧ୍ୟକ୍ଷ ଜଷ୍ଟିସ୍ ଚନ୍ଦ୍ରମଉଲି କୁମାର…
ମାଆଙ୍କ ୧୦୦ତମ ଜନ୍ମଦିନରେ ଆଶୀର୍ବାଦ ନେଲେ ମୋଦି
ଗାନ୍ଧିନଗର,୧୮ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହିରାବେନ ମୋଦି ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ଶନିବାର ଅର୍ଥାତ୍ ୧୮ ଜୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଇ ପଙ୍କଜ ମୋଦିଙ୍କ ଘରେ ପହଞ୍ଚି ମାଆଙ୍କଠାରୁ ଆଶୀର୍ବାଦ…
ଜୀବନ ନେଉଛି ‘ଅଗ୍ନିପଥ’
ନୂଆଦିଲ୍ଲୀ/ହାଇଦ୍ରାବାଦ/ଭୁବନେଶ୍ୱର(ବ୍ୟୁରୋ),୧୮ା୬: ଭାରତୀୟ ସେନାରେ ଚୁକ୍ତିଭିତ୍ତିକ ନିଯୁକ୍ତି ‘ଅଗ୍ନିପଥ’ ଯୋଜନା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ମୁଣ୍ଡ ଟେକିଥିବା ଆନ୍ଦୋଳନ କ୍ରମଶଃ ହିଂସ୍ର ହେବାରେ ଲାଗିଛି। ତିନି ସଶସ୍ତ୍ର ବାହିନୀରେ ଏହି ସ୍ବଳ୍ପକାଳୀନ ନିଯୁକ୍ତିକୁ ଦେଶବ୍ୟାପୀ ବିରୋଧ କରାଯାଇଛି। ଆଶାୟୀମାନେ ନିଯୁକ୍ତି…
ବିହାରରେ ୧୯ ଜୁନ ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ
ପାଟନା,୧୮ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନାକୁ ନେଇ ବେଳକୁ ବେଳ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ବିଶେଷ କରି ଏହି ଯୋଜନାକୁ ଯୁବବର୍ଗ ଖୁବ୍ ବିରୋଧ କରୁଛନ୍ତି । ଏହାର ପ୍ରଭାବ ସାଧାରଣ ଜୀବନ ଯାତ୍ରା ଉପରେ ପଡିଛି…
ରାଜୀବ ହତ୍ୟା ମାମଲା: ନଳିନୀ, ରବିଚନ୍ଦ୍ରନଙ୍କ ଆବେଦନ ଖାରଜ
ଚେନ୍ନାଇ,୧୭।୬: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଜେଲରୁ ମୁକ୍ତି ପାଇଁ ନଳିନୀ ଶ୍ରୀହରନ ଏବଂ ରବିଚନ୍ଦ୍ରନ କରିଥିବା ଆବେଦନକୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ରାଜ୍ୟପାଳଙ୍କ ସ୍ବୀକୃତି ବିନା ସେମାନଙ୍କୁ ଜେଲରୁ ଖଲାସ ଲାଗି ନିର୍ଦ୍ଦେଶ ଦେବାକୁ…
Archives


