ହିଂସା ସ୍ଥଳ ପରିଦର୍ଶନ କରିବାକୁ ଶୁଭେନ୍ଦୁ ଅଧିକାରୀଙ୍କୁ ମନା
କୋଲକାତା,୧୨।୬: ପଶ୍ଚିମବଙ୍ଗ ହାଓ୍ବଡ଼ା ଜିଲାରେ ହିଂସାକାଣ୍ଡ ଘଟିଥିବା ଘଟଣାସ୍ଥଳ ପରିଦର୍ଶନ କରିବାକୁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ମନା କରାଯାଇଛି। ଏହା ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି ଶୁଭେନ୍ଦୁ କହିବା ସହ ପୋଲିସକୁ…
ପ୍ରକାଶ ସିଂ ବାଦଲ ଅସୁସ୍ଥ, ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି
ଚଣ୍ଡିଗଡ଼,୧୨ ।୬: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ ଶନିବାର ରାତିରେ ହଠାତ୍ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥବା…
ପରିବାର ସହ ଦିଲ୍ଲୀ ଛାଡିଲେ ନବୀନ ଜିନ୍ଦଲ
ନୂଆଦିଲ୍ଲୀ,୧୨ ।୬: ଭାରତୀୟ ଜନତା ପାର୍ଟି(ଭାଜପା)ରୁ ବହିସ୍କୃତ ହୋଇଥିବା ନେତା ନବୀନ ଜିନ୍ଦଲ ପରିବାର ସହ ରବିବାର ଦିଲ୍ଲୀ ଛାଡିଛନ୍ତି । ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିବା ପରେ ସେ ତାଙ୍କ ପରିବାର ସହ ଦିଲ୍ଲୀ ଛାଡିଛନ୍ତି ।…
ମନ୍ତ୍ରୀଙ୍କ ପୁଅ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ଯୁବତୀଙ୍କ ଉପରେ କାଳିମାଡ
ନୂଆଦିଲ୍ଲୀ,୧୨।୬: ରାଜସ୍ଥାନରେ ଅଶୋକ ଗେହଲୋଟ ସରକାରର ମନ୍ତ୍ରୀ ମହେଶ ଯୋଶୀଙ୍କ ପୁଅ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ପୀଡିତାଙ୍କ ଉପରେ କାଳିମାଡ କରାଯାଇଛି। ଶନିବାର ରାତିରେ ଦିଲ୍ଲୀର ଶାହିନ ବାଗ ପୋଲିସ ଷ୍ଟେଶନ ଅଞ୍ଚଳରେ ଦୁଇଜଣ ଯୁବକ ପୀଡିତାଙ୍କ ଉପରେ ରାସାୟନିକ…
ଭାରତକୁ ବଦନାମ କରିବା ଲାଗି ପାକିସ୍ତାନର ଷଡ଼ଯନ୍ତ୍ର, ସୋସିଆଲ ମିଡ଼ିଆର ଅପବ୍ୟବହାର…
ନୂଆଦିଲ୍ଲୀ, ୧୨।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ବିରୋଧରେ ଚାଲିଥିବା ପ୍ରଦର୍ଶନକୁ ନେଇ ପାକିସ୍ତାନ ଭାରତକୁ ବଦନାମ କରିବର ଷଡ଼ଯନ୍ତ୍ର ରଚିଛି। ବିବାଦ ପରେ ପାକିସ୍ତାନ ସୋସିଆଲ ମିଡିଆ ବ୍ୟବହାର କରି ଭାରତକୁ ବଦନାମ କରୁଛି। ଡିଜିଟାଲ ଫରେନସିକ…
୬ ମାସରେ ୯୯ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର …
ଶ୍ରୀନଗର, ୧୨।୬ : ଜମ୍ମୁ -କଶ୍ମୀରର ପୁଲୱାମା ଏନକାଉଣ୍ଟରରେ ଶନିବାର ୩ ଜଣ ସ୍ଥାନୀୟ ଲଶ୍କର-ଇ-ତୋଏବା ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଳ ଥିଲେ ଯିଏକି ଜଣେ ସ୍ଥାନୀୟ ଶ୍ରମିକଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା।…
ପାଣି ପାଇଁ ନଦିଆରେ ସଂଘର୍ଷ, ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ…
କୋଲକାତା, ୧୨।୬ : ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ପଶ୍ଚିମବଙ୍ଗର ନଦିଆ ଜିଲାର ଶାନ୍ତିପୁର ଅଞ୍ଚଳରେ ପାଣି ଭରିବା ନେଇ ସାମାନ୍ୟ ବିବାଦ ପରେ ତୃଣମୂଳ କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବିବାଦ ସମୟରେ…
ପ୍ରୟାଗରାଜ ହିଂସା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଘରେ ଚଢିଲା ବୁଲ୍ଡୋଜର୍
ପ୍ରୟାଗରାଜ,୧୨।୬: ପ୍ରୟାଗରାଜ ହିଂସା ଘଟଣାରେ ଯୋଗୀ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜାଭେଦ ପମ୍ପଙ୍କ ଘରେ ବୁଲଡୋଜର ଚଢିଛି। ଜାଭେଦଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ଅଳ୍ପ ସମୟ ମଧ୍ୟରେ ମାଟିରେ ମିଶିଯାଇଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ…
ହସ୍ପିଟାଲ୍ରେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୧୨।୬: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ରବିବାର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଟୁଇଟ୍ର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। କିଛି ଦିନ ପୂର୍ବେ ସୋନିଆ କରୋନା ସଂକ୍ରମଣର ଶିକାର ହୋଇଥିଲେ। ଆଜି ସକାଳେ ତାଙ୍କୁ ଗଙ୍ଗା…
ରାଷ୍ଟ୍ରପତି ନିର୍ବାଚନ, ପାରସ୍ପରିକ ମତଭେଦଠାରୁ ଦୂରେଇ ରହି କାର୍ଯ୍ୟ କରିବାକୁ କଂଗ୍ରେସର ଆହ୍ବାନ…
ନୂଆଦିଲ୍ଲୀ, ୧୨।୬ : ଦେଶରେ ଜୁଲାଇ ୧୮ରେ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ବିରୋଧୀ ଦଳର ନେତାମାନଙ୍କୁ ଏକଜୁଟ କରିବା ଲାଗି ପଶ୍ଚିମବଙ୍ଗ ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀ ଏକ ବୈଠକ ଜୁନ୍ ୧୫ରେ ଡକାଇଛନ୍ତି। ମମତାଙ୍କ ପଦକ୍ଷେପ ନେଇ କଂଗ୍ରେସ କହିଛି…
ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀ ଏକତାରେ ଫାଟ…
ନୂଆଦିଲ୍ଲୀ, ୧୨।୬ : ଦେଶରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ମମତା ବାନାର୍ଜୀଙ୍କ ଉଦ୍ୟମ ବିଫଳ ହୋଇଛି। କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) ନେତା ସୀତାରାମ ୟେଚୁରୀ ଦିଲ୍ଲୀରେ ମମତା ବାନାର୍ଜୀ ଦ୍ୱାରା ଜୁନ୍ ୧୫ରେ…
ତାଜିକିସ୍ତାନକୁ ୫୦ ଶଯ୍ୟା ବିଶିଷ୍ଟ ମୈତ୍ରୀ ହସ୍ପିଟାଲ ହସ୍ତାନ୍ତର କଲା ଭାରତ…
ଦୁଶନାବେ/ନୂଆଦିଲ୍ଲୀ, ୧୨।୬ : ତାଜିକିସ୍ତାନରେ ଭାରତୀୟ ରାଷ୍ଟ୍ରଦୂତ ବିରାଜ ସିଂ ଦିନ ତାଜିକିସ୍ତାନର ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ମେଜର ଜେନେରାଲ ଶୋହିନ ଅବଦୁସୋତ୍ସରଙ୍କୁ ୫୦ ଶଯ୍ୟା ବିଶିଷ୍ଟ ଭାରତ-ତାଜିକିସ୍ତାନ ମୈତ୍ରୀ ହସ୍ପିଟାଲ ହସ୍ତାନ୍ତର କରିଛନ୍ତି। ଏହି ହସ୍ପିଟାଲରେ ଅପରେଶନ ଥିଏଟର, ଏକ୍ସ-ରେ…
Archives


