ଜାତୀୟ

ଆସାମ-ତ୍ରିପୁରାରେ ବନ୍ୟା ବିତ୍ପାତ: ୫୫ଲୋକଙ୍କ ମୃତ୍ୟୁ, ୧୯ଲକ୍ଷ ପ୍ରଭାବିତ

ଡିସପୁର/ଅଗରତାଲା,୧୮।୬: ଆସାମ ଓ ତ୍ରିପୁରାରେ ବନ୍ୟା ବିତ୍ପାତ ଦେଖାଦେଇଛି। ଏହି ବନ୍ୟା ବିତ୍ପାତ ଯୋଗୁ ଏପର୍ଯ୍ୟନ୍ତ ୫୫ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱା ଶର୍ମାଙ୍କୁ ଫୋନରେ ରାଜ୍ୟରେ ବର୍ତ୍ତମାନର…

ପୁସ୍ତକରୁ ହଟିଲା ଦଙ୍ଗା, ନକ୍ସଲ-ଜରୁରୀ ପରିସ୍ଥିତି ବିଷୟ

ନୂଆଦିଲ୍ଲୀ,୧୮।୬: ନ୍ୟାଶନାଲ କାଉନସିଲ୍‌ ଅଫ୍‌ ଏଜୁକେଶନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନ୍‌ସିଇଆର୍‌ଟି) ଦ୍ୱାଦଶ ଶ୍ରେଣୀର ବିଭିନ୍ନ ପାଠ୍ୟପୁସ୍ତକରୁ ୨୦୦୨ ଗୁଜରାଟ ଦଙ୍ଗା, ଶୀତଳ ଯୁଦ୍ଧ, ନକ୍ସଲ ଆନ୍ଦୋଳନ ଏବଂ ମୋଗଲ କୋର୍ଟ ବିଷୟକୁ ହଟାଇଦେଇଛି। ଦ୍ୱାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ଗୁଜରାଟ…

ଭଦୋଦରାରେ ପହଞ୍ଚିଲେ ମୋଦି, କରିବେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ଗାନ୍ଧିନଗର,୧୮।୬: ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭଦୋଦରା ଠାରେ ପହଞ୍ଚିଛନ୍ତି। ସେଠାରେ ପ୍ରାୟ ୨୧ ହଜାର କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ତାଙ୍କ ସହ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର…

ବିହାରରେ ୨୪ ଘଣ୍ଟିଆ ବନ୍ଦ ପାଳନ

ପାଟନା,୧୮ା୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଶନିବାର ବିହାରରେ ବନ୍ଦ ପାଳନ କରାଯାଇଛି। ଅନ୍ୟପକ୍ଷେ ପୋଲିସ ପ୍ରଶାସନ ପକ୍ଷରୁ ରାଜ୍ୟର ବିଭିନ୍ନ ସହରରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି। ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟ୍‌ସ ଆସୋସିଏଶନ୍‌ (ଏଆଇଏସ୍‌ଏ) ନେତୃତ୍ୱରେ…

ସତ୍ୟେନ୍ଦ୍ରଙ୍କ ଜାମିନ୍‌ ଆବେଦନ ଖାରଜ

ନୂଆଦିଲ୍ଲୀ,୧୮।୬: ବେଆଇନ୍‌ ଅର୍ଥ କାରବାରରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ଆମ ଆଦମୀ ନେତା ସତ୍ୟେନ୍ଦ୍ର ଜୈନ ବଡ ଝଟକା। ଶନିବାର ସତ୍ୟେନ୍ଦ୍ରଙ୍କ ଜାମିନ୍‌ ଆବେଦନକୁ ସ୍ବତନ୍ତ୍ର ସିବିଆଇ କୋର୍ଟ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ…

ଯୁଗ ବଦଳିଯାଏ କିନ୍ତୁ ବିଶ୍ୱାସ ଚିରସ୍ଥାୟୀ

ଗାନ୍ଧୀନଗର,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୁଜରାଟ ଗସ୍ତରେ ଅଛନ୍ତି। ମା’ଙ୍କ ୧୦୦ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଇ ପଙ୍କଜ ମୋଦିଙ୍କ ଘରେ ପହଞ୍ଚି ମାଆଙ୍କଠାରୁ ଆଶୀର୍ବାଦ ନେଇଛନ୍ତି। ଏହାପରେ ସେ ପାଓ୍ବାଗଡ଼ର ପାହାଡରେ ପୁନଃନିର୍ମାଣ ହୋଇଥିବା ମା’କାଳିକାଙ୍କ…

ଦେଢ ମାସ ତଳେ କରିଥିଲେ ବିବାହ ଏବେ ୪ ମାସର ଗର୍ଭବତୀ, ଥାନାରେ ପହଞ୍ଚିଲା ମାମଲା

ଲକ୍ଷ୍ନୌ,୧୮।୬: ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ ଜଣେ ଦେଢ ମାସ ତଳେ ବିବାହ କରିଥିବା ମହିଳା ଏବେ ୪ ମାସର ଗର୍ଭବତୀ। ଯାହାକୁ ଜାଣିବା ମାତ୍ରେ ନବବଧୂଙ୍କ ଶାଶୁ ଏବଂ ସ୍ବାମୀ ଥାନାରେ ଅଭିଯୋଗ କରିଛନ୍ତି। କିଛି ଦିନ ତଳେ ନବ ବିବାହିତା…

ତେଜୁଛି ଅଗ୍ନିପଥ ନିଆଁ: ସେନାଙ୍କ ସହ ବୈଠକ କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୮।୬: ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ଜାରି ରହିଥିବା ବିରୋଧ ମଧ୍ୟରେ ସେନା ଏବଂ ସରକାର ମଧ୍ୟ ଆଲର୍ଟ ମୋଡରେ ଅଛନ୍ତି। ଶନିବାର ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନା ମୁଖ୍ୟ ତଥା ଡିଏମ୍‌ଏର ବରିଷ୍ଠ ଅଧିକାରୀଙ୍କ ସହ ଏକ…

ଦେଶରେ ବଢ଼ୁଛି କରୋନା ମିଟର: ଗତ ୨୪ଘଣ୍ଟାରେ ୧୩ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୮।୬: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ରାଜ୍ୟରେ ୧୨,୮୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟା ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ଦେଶରେ ୧୩,୨୧୬ ନୂଆ କରୋନା…

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବଡ ନିଷ୍ପତ୍ତି: ଆସାମ ରାଇଫଲ୍ସରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ

ନୂଆଦିଲ୍ଲୀ,୧୮ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନାକୁ ନେଇ ବିହାରରେ ସବୁଠାରୁ ଅଧିକ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ସାରା ଦେଶରେ ଏହି ଯୋଜନାକୁ ବିରୋଧ କରାଯାଉଛି । ଶନିବାର କିଛି ସ୍ଥାନରେ ବିରୋଧ ପ୍ରଦର୍ଶନ ଉଗ୍ର ରୂପ ନେଇଥିବା ବେଳେ…

ଅଗ୍ନିପଥ ଯୋଜନାକୁ ବିରୋଧ କରି ବିହାରରେ ହିଂସା, ବସ୍‌, ଟ୍ରକରେ ଲଗାଇଲେ ନିଆଁ

ପାଟନା,୧୮ ।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ହେଲେ ବିହାରରେ ଏହା ଉଗ୍ରରୂପ ଧାରଣ କରିଛି । ଲଗାତାର ତୃତୀୟ ଦିନରେ ପ୍ରଦର୍ଶନକାରୀମାନେ ବସ୍ ଓ ଟ୍ରକ୍‌ରେ ନିଆଁ ଲଗାଇ…

ଫିଲ୍ମ ହେବ ରାହୁଲ ରେସ୍କ୍ୟୁ ଅପରେଶନ

ରାୟପୁର, ୧୮ା୬: ବୋର୍‌ଓ୍ବେଲରେ ଖସିପଡ଼ିଥିବା ଛତିଶଗଡ଼ର ୧୧ ବର୍ଷୀୟ ବାଳକ ରାହୁଲ ସାହୁଙ୍କ ଉଦ୍ଧାର କାର୍ଯ୍ୟ ନେଇ ଏକ ଡକ୍ୟୁମେଣ୍ଟାରି ଫିଲ୍ମ ତିଆରି ହେବା ନେଇ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି। ରେସ୍କ୍ୟୁ ଅପରେଶନରେ ସାମିଲ ଥିବା ପ୍ରତ୍ୟେକ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri