ମିଥ୍ୟା ଖବର ପ୍ରସାରକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ: ୩୫ ହ୍ବାଟସଆପ ଗ୍ରୁପ ବ୍ୟାନ୍, ୧୦ ଗିରଫ
ନୂଆଦିଲ୍ଲୀ,୧୯।୬: ଅଗ୍ନିପଥ ଯୋଜନାକୁ ନେଇ ଦେଶର ଅନେକ ରାଜ୍ୟରେ ଯୁବକମାନେ ବିରୋଧ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ୩ ସେନା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରି ସମସ୍ତ ସନ୍ଦେହ ଦୂର କରାଯାଇଥିଲା। ଏହାସତ୍ତ୍ୱେ ମଧ୍ୟ ସୋସିଆଲ ମିଡିଆରେ ମିଥ୍ୟା ଖବର…
ରାଷ୍ଟ୍ରପତି ନିର୍ବାଚନ: ଜୁନ ୨୧ରେ ବସିବ ବିରୋଧୀଙ୍କ ବୈଠକ, ଆସିବେ ନାହିଁ ମମତା
ନୂଆଦିଲ୍ଲୀ,୧୯।୬: ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ସମ୍ପର୍କରେ ବିରୋଧୀଙ୍କ ବୈଠକ ଜୁନ ୨୧ରେ ଅନୁଷ୍ଠିତ ହେବ। ଶରଦ ପାୱାରଙ୍କ ନେତୃତ୍ୱରେ ଏହି ବୈଠକରେ ୧୨ଟି ଦଳ ଅଂଶଗ୍ରହଣ କରିବେ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠରେ ଅଂଶଗ୍ରହଣ କରିବେ ନାହିଁ ବୋଲି…
ରାଷ୍ଟ୍ରପତି ନିର୍ବାଚନ ପାଇଁ ନଡ୍ଡାଙ୍କ ଘରେ ଚାଲିଲା ମନ୍ଥନ: ଖୁବ୍ଶୀଘ୍ର ହୋଇପାରେ ପ୍ରାର୍ଥୀ ଘୋଷଣା
ନୂଆଦିଲ୍ଲୀ,୧୯।୬: ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ନିର୍ବାଚନ ସମ୍ପର୍କରେ ବିରୋଧୀଙ୍କ ବୈଠକ ପରେ ଏବେ ଭାଜପା ମଧ୍ୟ ପ୍ରାର୍ଥୀ ନେଇ ବୈଠକ ଆରମ୍ଭ କରିଦେଇଛି। ରାଷ୍ଟ୍ରପତି ନିର୍ବାଚନ ଚର୍ଚ୍ଚା ଭିତରେ ରବିବାର ଭାଜପା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ…
‘ନିଆଁ ଲାଗିବା ପରେ ପାଇଲଟ ସ୍ଥିତି ସମ୍ଭାଳି ନେଇଥିଲେ’
ନୂଆଦିଲ୍ଲୀ,୧୯।୬: ରବିବାର ସ୍ପାଇସ୍ ଜେଟ୍ ବିମାନରେ ଲାଗିଥିବା ନିଆଁର ତଦନ୍ତ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) କୁହାଯାଇଛି। । ବିମାନ ଉଡୁଥିବାବେଳେ ବାମ ଡେଣା ଏବଂ ଇଞ୍ଜିନରେ ଏକ ପକ୍ଷୀ ମାଡ଼ ହେବାରୁ ବିମାନରେ ଅଗ୍ନିଶିଖା ଦେଖାଦେଇଥିଲା ବୋଲି…
ଟଳିପଡିଲେ ୨ ଆତଙ୍କବାଦୀ
ଶ୍ରୀନଗର,୧୯।୬: କୁପୱାରା ଏବଂ କୁଲଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ରବିବାର ଏନକାଉଣ୍ଟର ହୋଇଛି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାନୁସାରେ, ରବିବାର ଜିଲାର ଲୋଲାବ ଅଞ୍ଚଳରେ କୁପୱାରା ପୋଲିସ ଏବଂ ୨୮ ଆରଆର ସେନା କର୍ମଚାରୀ ମିଳିତ…
ଅଳିଆ ଉଠାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଚ୍ଛତାକୁ ଭଲ ପାଆନ୍ତି। ସେ ମଧ୍ୟ ଏଥିପାଇଁ ଲୋକଙ୍କୁ ଉତ୍ସାହିତ କରିଥା’ନ୍ତି। ରବିବାର ନୂଆଦିଲ୍ଲୀରେ ପ୍ରଗତି ମୈଦାନ ଇଣ୍ଟିଗ୍ରେଟେଡ ଟ୍ରାଞ୍ଜିଟ କରିଡର ପ୍ରକଳ୍ପ ଅଧୀନରେ ତିଆରି ହୋଇଥିବା ମୁଖ୍ୟ ଟନେଲ ଓ ୫ଟି ଅଣ୍ଡରପାସ ରାସ୍ତାର…
୬ ଲକ୍ଷ ଟଙ୍କାର ୧୦ ଟଙ୍କିଆ କଏନ ଦେଇ କିଣିଲେ କାର୍; ଗଣିବା ବେଳେ…
ଧର୍ମପୁରୀ,୧୯।୬: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ପକ୍ଷରୁ ବିଭିନ୍ନ ମୁଦ୍ରା ଚଳୁ ନ ଥିବା ନେଇ ଘୋଷଣା ହୋଇନାହିଁ। ହେଲେ ଆଜିର ସମୟରେ ଅନେକ ସ୍ଥାନରେ କିଛି ମୁଦ୍ରାକୁ ନେବାଲାଗି ଲୋକେ ଅମଙ୍ଗ ହେଉଛନ୍ତି। ଏହା ଚଳିବ ନାହିଁ ବୋଲି କହୁଛନ୍ତି।…
ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି
ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ଜଣାପଡିଛି॥ ରାଷ୍ଟ୍ରପତିଙ୍କ ଟୁଇଟ୍ ହ୍ୟାଣ୍ଡେଲରୁ ଦୁଇଟି ସାକ୍ଷାତ ସମୟର ୨ଟି ଫଟୋ ପ୍ରକାଶ ପାଇଛି। କିନ୍ତୁ ଏହି…
ବୁଲଡୋଜରରେ ବସି କନ୍ୟାଙ୍କୁ ନେବାକୁ ଆସିଲେ ବର
ଲକ୍ଷ୍ନୌ,୧୯।୬: ଉତ୍ତରପ୍ରଦେଶର ବାହରାଇଚ ଜିଲାରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ସାଧାରଣତଃ ବିବାହରେ ବର କନ୍ୟାଙ୍କୁ ନେବା ପାଇଁ ସବାରୀ କିମ୍ବା କାର୍ ନେଇ ଆସିଥାନ୍ତି। କିନ୍ତୁ ବାହରାଇଚ୍ ଜଣେ ମୁସଲମାନ ଯୁବକ ନିଜ ଭାବି ସ୍ତ୍ରୀଙ୍କୁ ନେବା ପାଇଁ…
ସିକନ୍ଦରାବାଦ୍ ହିଂସା ଘଟଣା: ମାଷ୍ଟରମାଇଣ୍ଡ ଗିରଫ
ସିକନ୍ଦରାବାଦ୍,୧୯।୬: ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦ୍ ରେଳ ଷ୍ଟେଶନରେ ଘଟିଥିବା ହିଂସା ଘଟଣାରେ ପୂର୍ବତନ ସେନା କର୍ମଚାରୀ ଅବୁଲା ସୁବା ରାଓଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ଗିରଫ କରିଛି। ପୋଲିସର ସୂଚନାନୁସାରେ, ସୁବା ରାଓ ସିକନ୍ଦରାବାଦ୍ ହିଂସାର ପ୍ରକୃତ…
ପ୍ରତ୍ୟାହାର ହେବ ନାହିଁ ‘ଅଗ୍ନିପଥ ଯୋଜନା’: ଏଫଆଇଆର୍ ଥିବା ଯୁବକଙ୍କୁ ମିଳିବନି ଚାକିରି
ନୂଆଦିଲ୍ଲୀ,୧୯।୫: ଅଗ୍ନିପଥ ଯୋଜନା ବିରୋଧରେ ଚାଲିଥିବା ପ୍ରଦର୍ଶନ ମଧ୍ୟରେ ସେନା ପକ୍ଷରୁ ରବିବାର ମିଳିତ ଖବରଦାତା ସମ୍ମିଳନୀ କରି ଏହି ଯୋଜନା ବିଷୟରେ ବିସ୍ତୃତ ସୂଚନା ଦିଆଯାଇଛି। ସାମରିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଲେଫ୍ଟ ଜେନେରାଲ ଅନିଲ ପୁରୀ କହିଛନ୍ତି…
‘ବିରୋଧ ପ୍ରଦର୍ଶନ ଛାଡନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖନ୍ତୁ’
ନୂଆଦିଲ୍ଲୀ,୧୯।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରୁଥିବା ଯୁବକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିଶ୍ୱାସ ରଖିବାକୁ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଆହ୍ବାନ କରିଛନ୍ତି। ଆନ୍ଦୋଳନକୁ ଶେଷ କରିବା ଏବଂ ଆଲୋଚନାର ରାସ୍ତା ବାଛିବା ସହିତ ଯୋଜନାକୁ…
Archives


