‘ଯଦି ଦ୍ରୌପଦୀ ରାଷ୍ଟ୍ରପତି, ତା’ହେଲେ ପାଣ୍ଡବ କିଏ’
ହାଇଦ୍ରାବାଦ,୨୫।୬: ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ ବିବାଦୀୟ ଟୁଇଟ୍କୁ ନେଇ ଚର୍ଚ୍ଚାରେ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା। ସେ ଟୁଇଟ୍ରେ ଲେଖିଛନ୍ତି,‘ଯଦି ଦ୍ରୌପଦୀ ରାଷ୍ଟ୍ରପତି, ତା’ହେଲେ ପାଣ୍ଡବମାନେ କିଏ ? ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା କୌରବମାନେ କିଏ…
ମୁଲାୟମ୍ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ,୨୫।୬: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଅସୁସ୍ଥ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ୮୨ବର୍ଷୀୟ ମୁଲାୟମ ସିଂ ଯାଦବ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଗୁରୁଗ୍ରାମର ମେଦାନ୍ତା…
ହସ୍ପିଟାଲରୁ ସୁସ୍ଥହୋଇ ଘରକୁ ଫେରିଲେ ରାହୁଲ
ରାୟପୁର,୨୫।୬: ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ ରାହୁଲ ସାହୁ। ୫ ଦିନ ବୋରଓ୍ବେଲରେ ଫସିବା ପରେ ଗତ ୧୪ ତାରିଖ ରାତିରେ ଉଦ୍ଧାର ହୋଇଥିଲେ ରାହୁଲ। ଉଦ୍ଧାର ପରେ ରାହୁଲ ବିଳାସପୁର ଆପୋଲୋ ହସ୍ପିଟାଲରେ ରହି ଚିକିତ୍ସିତ ହୋଉଥିଲେ। ଏବେ…
ବିନୀତ ପୁନିଆ ହେଲେ କଂଗ୍ରେସ ଯୋଗାଯୋଗ ଶାଖା ପ୍ରଭାରୀ ସମ୍ପାଦକ
ନୂଆଦିଲ୍ଲୀ,୨୫।୬: କଂଗ୍ରେସ ନେତା ବିନୀତ ପୁନିଆଙ୍କୁ ଏଆଇସିସି ଆଭ୍ୟନ୍ତରୀଣ ଯୋଗାଯୋଗ ଶାଖାର ପ୍ରଭାରୀ ସମ୍ପାଦକ ନିଯୁକ୍ତ କରାଯାଇଛି। ସେହିପରି ବୈଭବ ଓ୍ବାଲିଆ ଉକ୍ତ ବିଭାଗର ସମ୍ପାଦକ ନିଯୁକ୍ତ ହୋଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସେମାନଙ୍କୁ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଓ୍ବାଲିଆ ପୂର୍ବରୁ ଯୁବକଂଗ୍ରେସ…
ଦ୍ରୌପଦୀଙ୍କୁ ସମର୍ଥନ କରିବେ ମାୟାବତୀ
ନୂଆଦିଲ୍ଲୀ,୨୫।୬: ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଏସ୍ପି ସମର୍ଥନ କରିବ। ବିଏସ୍ପି ସୁପ୍ରିମୋ ମାୟାବତୀ ଏହି ସୂଚନା ଦେଇଛନ୍ତି। ଦଳର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କୁ ଦଳ ପକ୍ଷରୁ ସମର୍ଥନ କରାଯାଇଥିବା ମାୟାବତୀ କହିଛନ୍ତି। ଅନ୍ୟପଟେ, ଏନ୍ଡିଏ…
ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ଶିବସେନାର ବସିବ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ
ନୂଆଦିଲ୍ଲୀ,୨୫।୬: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ ଶନିବାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଛନ୍ତି। ଅପରାହ୍ନ ୧ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ବିଦ୍ରୋହୀ ଶିବସେନା ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ…
୭ରୁ ୧୧ବର୍ଷର ପିଲାଙ୍କୁ କୋଭୋଭାକ୍ସର ଜରୁରୀକାଳୀନ ବ୍ୟବହାର ପାଇଁ ସୁପାରିଶ
ନୂଆଦିଲ୍ଲୀ,୨୫।୬: ସେଣ୍ଟ୍ରାଲ ଡ୍ରଗ୍ସ ଅଥରିଟି ଅଫ୍ ଇଣ୍ଡିଆର ଏକ ବିଶେଷଜ୍ଞ କମିଟି ଶୁକ୍ରବାର ୭ରୁୁ ୧୧ବର୍ଷ ବୟସର ପିଲାମାନଙ୍କ ପାଇଁ ସେରମ ଇନ୍ଷ୍ଟିଚ୍ୟୁଟର କୋଭୋଭାକ୍ସ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମୋଦନ କରିବାକୁ ସୁପାରିଶ କରିଛି। ଶନିବାର ଏନେଇ ସରକାରୀ ସୂତ୍ରରୁ…
ଇସ୍ତଫା ଦେବେ ନାହିଁ ଉଦ୍ଧବ, ଶକ୍ତି ପରୀକ୍ଷାକୁ କରିବେ ଅପେକ୍ଷା
ମୁମ୍ବାଇ,୨୫ ।୬: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ବେଳକୁ ବେଳ ଜଟିଲ ହେବାରେ ଲାଗିଛି । ଏକନାଥ ସିନ୍ଦେଙ୍କୁ ସହଯୋଗ କରୁଥିବା ଶିବସେନାର ଅସନ୍ତୁଷ୍ଟ ବିଧାୟକମାନେ ଏବେ ମହାରାଷ୍ଟ୍ର ସରକାରକୁ ଭାଙ୍ଗିବାକୁ ଏକ ପ୍ରକାର ସ୍ଥିର କରି ନେଇଥିବା ବେଳେ ମୁଖ୍ୟମନ୍ତ୍ରୀ…
ଅମରନାଥ ଯାତ୍ରାକୁ ନେଇ ପ୍ରଶାସନ ଆଲର୍ଟ, ୫ ହଜାର ଅତିରିକ୍ତ ଯବାନ ମୁତୟନ
ଜମ୍ମୁ,୨୫ ।୬: ଚଳିତ ବର୍ଷ ଅର୍ଥାତ୍ ୨୦୨୨ର ଅମରନାଥ ଯାତ୍ରା ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଯାତ୍ରାର ପ୍ରଥମ ପର୍ଯ୍ୟାୟ ୨୬ଜୁନରୁ ଜମ୍ମୁରୁ ବାହାରିବ । ସହରର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଯାତ୍ରା ପୂର୍ବରୁ ଅତିରିକ୍ତ ୫…
ମୋଦି, ରାଜନାଥଙ୍କୁ ସମର୍ଥନ ମାଗିଲେ ଯଶବନ୍ତ
ନୂଆଦିଲ୍ଲୀ,୨୫।୬: ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସମର୍ଥନ ଲୋଡ଼ିଛନ୍ତି। ଉଭୟଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଯଶବନ୍ତ ସିହ୍ନା । ଜୁଲାଇ ୨୭ ତାରିଖରେ ଯଶବନ୍ତ ରାଷ୍ଟ୍ରପତି…
ଆସାମରେ ବନ୍ୟାସ୍ଥିତି: ମୃତ୍ୟୁ ସଂଖ୍ୟା ୧୧୮କୁ ବୃଦ୍ଧି
ଗୁଆହାଟୀ,୨୫।୬: ଆସାମରେ ବନ୍ୟାସ୍ଥିତି ଅଣାୟତ। ୨୪ ଘଣ୍ଟାରେ ଆଉ ୧୦ ଜୀବନ ଯାଇଥିବା ବେଳେ ୨୮ ଜିଲାର ୩୩.୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏବେବି ଅନେକ ସ୍ଥାନ ଜଳମଗ୍ନ ହୋଇ ରହିଥିବା ରାଜ୍ୟ ପରିଚାଳନା ବିପର୍ଯ୍ୟୟ ପ୍ରାଧିକରଣ ତରଫରୁ…
ତପନ ଡେକା ହେଲେ ଆଇବି ନିର୍ଦ୍ଦେଶକ
ନୂଆଦିଲ୍ଲୀ,୨୫।୬: ବରିଷ୍ଠ ଆଇପିଏସ୍ ଅଫିସର ତପନ କୁମାର ଡେକାଙ୍କୁ ଶୁକ୍ରବାର ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନର ଆଇବି ମୁଖ୍ୟ ଅରବିନ୍ଦ କୁମାରଙ୍କ କାର୍ଯ୍ୟକାଳ ଜୁନ୍ ୩୦ରେ ଶେଷ ହେଉଥିବାବେଳେ ତାଙ୍କ ସ୍ଥାନରେ ଡେକା ଯୋଗଦେବେ। ୧୯୮୮…
Archives


