ଜାତୀୟ

କଂଗ୍ରେସର ଅବସ୍ଥା ଦେଖି କେନ୍ଦ୍ରମନ୍ତ୍ରୀଙ୍କ ତରଳିଲା ହୃଦୟ: କହିଲେ, ହୃଦୟରୁ ଚାହୁଁଛି କଂଗ୍ରେସ ମଜଭୁତ ହେଉ

ମୁମ୍ବାଇ,୨୮।୩: ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ପାଇଁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ହୃଦୟ ତରଳିଛି। କଂଗ୍ରେସ ପ୍ରତି ସହାନୁଭୂତି ପ୍ରଦାନ କରି ଗଡକରୀ ହୃଦୟରୁ କଂଗ୍ରେସ ମଜଭୁତ ହେଉ…

ଶପଥ ନେଲେ ଯୋଗୀ-ଅଖିଳେଶ

ଲକ୍ଷ୍ନୌ,୨୮।୩: ସୋମବାର ଉତ୍ତରପ୍ରଦେଶ ବିଧାନସଭାରେ ଗୃହର ନେତା ଭାବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶପଥ ନେଇଛନ୍ତି। ସେହିପରି ବିରୋଧୀ ଦଳର ନେତା ଭାବେ ଅଖିଳେଶ ଯାଦବ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଶପଥ ନେବା ପରେ ଅଖିଳେଶ-ଯୋଗୀ ଏକାଠି ହୋଇଥିଲେ। ଦୁହେଁ…

‘ମୋଦିଙ୍କ ପାଖରେ ଯେଉଁ ଗୁଣ ଅଛି, ବିରୋଧୀ ଦଳର ନେତାଙ୍କଠାରେ ନାହିଁ’

ପୁଣେ,୨୮।୩: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ମାଜିଦ ମେମନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୋଦିଙ୍କ ପାଖରେ ଯେଉଁ ଗୁଣ ଅଛି, ବିରୋଧୀ ଦଳର ନେତାଙ୍କଠାରେ ତାହା ନାହିଁ।…

‘ଦ କଶ୍ମୀର ଫାଇଲ୍ସ’ ଦେଖିବା ପରେ ବଦଳା ଗଲା ସ୍କୁଲ୍‌ର ନାଁ

ନୂଆଦିଲ୍ଲୀ,୨୮।୩: ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ରିଲିଜ ହେବା ପରଠୁ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ଲଗାତାର ଦର୍ଶକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। କେବଳ ସେତିକି ନୁହେଁ ଉତ୍ତର ଦିଲ୍ଲୀର ନଗରପାଳିକା ସ୍କୁଲର ନାମକୁ ବଦଳା ଯାଇ କଶ୍ମୀର ପଣ୍ଡିତ ନେତା…

ଭାରତ ବନ୍ଦର ପ୍ରଭାବ ସବୁଠାରୁ ଅଧିକ ଦେଖାଯାଇଛି ପଶ୍ଚିମବଙ୍ଗ, କେରଳରେ

ନୂଆଦିଲ୍ଲୀ,୨୮ ।୩: ଶ୍ରମ ଆଇନରେ ପରିବର୍ତ୍ତନ ଓ କେନ୍ଦ୍ର ସରକାରଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ଟ୍ରେଡ ୟୁନିୟନ ପକ୍ଷରୁ ୨ ଦିବସୀୟ ଦେଶବ୍ୟାପି ବନ୍ଦ(ଭାରତ ବନ୍ଦ) ଡାକରା ଦିଆଯାଇଛି । ସୋମବାରଠାରୁ ଏହା ଆରମ୍ଭ ହୋଇଥିବା ବେଳେ ଏହାର ପ୍ରଭାବ…

କଶ୍ମୀର ପଣ୍ଡିତଙ୍କ ହତ୍ୟା ଏକ ନରସଂହାର, ଜଘନ୍ୟ ଅପରାଧ କରିଥିବା ଦୋଷୀଙ୍କ ପ୍ରତି ଦଣ୍ଡବିଧାନ ଜରୁରୀ…

ଓ୍ବାଶିଂଟନ, ୨୮।୩ : କଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ଏକ ନରସଂହାର ଭାବେ ଓ୍ବାଶିଂଟନ ସ୍ଥିତ ଇଣ୍ଟରନ୍ୟାଶନାଲ କମିଶନ ଫର୍‌ ହ୍ୟୁମ୍ୟାନ୍‌ ରାଇଟସ୍‌ ଆଣ୍ଡ୍‌ ରିଲିଜିୟସ୍‌ ଫ୍ରିଡମ୍‌ (ଆଇସିଏଚ୍‌ଆର୍‌ଆର୍‌ଏଫ୍‌) ସ୍ବୀକାର କରାଯାଇଛି। ଏଭଳି ଜଘନ୍ୟ ଅପରାଧ ଘଟାଇଥିବା ଦୋଷୀଙ୍କ ପ୍ରତି କଠୋର ଦଣ୍ଡ…

ବିଧାନସଭାରେ ହଙ୍ଗାମା: ମାରପିଟ୍‌ ସହ ପୋଷାକ ଚିରିଲେ ବିଧାୟକ

କୋଲକତା,୨୮।୩: ପଶ୍ଚିମବଙ୍ଗ ବିଧାନସଭାର ବଜେଟ ଅଧିବେଶନର ଶେଷ ଦିନ ଗୃହରେ ଉତ୍ତେଜନା ପ୍ରକାଶ ପାଇଛି। ଭାଜପା ଏବଂ ଟିଏମସିର ବିଧାୟକଙ୍କ ମଧ୍ୟରେ ମାରପିଟ୍‌ ଲାଗିବା ସହ ପୋଷାକ ଚିରା ଭଳି ଘଟଣା ଘଟିଛି। ଭାଜପା ଅଭିଯୋଗ କରିଛି ଯେ, ବୀରଭୂମ ପ୍ରସଙ୍ଗରେ…

ଅଖିଳେଶଙ୍କ ପିଠି ଥାପୁଡ଼ାଇଲେ ଯୋଗୀ

ଲକ୍ଷ୍ନୌ,୨୮।୩: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିରୋଧୀ ଦଳର ନେତା ଅଖିଳେଶ ଯାଦବ ବାହାରେ ପରସ୍ପରର ବିରୋଧରେ ମନ୍ତବ୍ୟ ଦେଉଥାଇ ପାରନ୍ତି କିନ୍ତୁ ଭେଟ ହେଲେ ଦୁହେଁ ନିଜକୁ କେବେ ପ୍ରତିଦ୍ୱନ୍ଦୀ ଭାବନ୍ତି ନାହିଁ। ହସ ଖୁସିରେ କଥାବାର୍ତ୍ତା ହୁଅନ୍ତି।…

ଅନୁଚ୍ଛେଦ ୩୫୫ ଲାଗୁ ନେଇ କଂଗ୍ରେସ-ତୃଣମୂଳ ମୁହାଁମୁହିଁ…

କୋଲକାତା, ୨୮।୩ : ପଶ୍ଚିମବଙ୍ଗରେ ଅନୁଚ୍ଛେଦ ୩୫୫ ଲାଗୁ କରିବାକୁ ନେଇ ଏବେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ କଂଗ୍ରେସ କମିଟି ଅଧ୍ୟକ୍ଷ ଅଧୀର ରଞ୍ଜନ ଚୌଧୁରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶାସନରେ ଆଇନ ଶୃଙ୍ଖଳା ପରିସ୍ଥିତି…

ପୂରଣ ହେବ ବିଦ୍ୟୁତ୍‌ ଅଭାବ, ନିର୍ମାଣ କରାଯିବ ୧୦ ନ୍ୟୁକ୍ଲିୟର ପ୍ଲାଣ୍ଟ୍‌…

ନୂଆଦିଲ୍ଲୀ, ୨୮।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚାଭିଳାଷୀ ପ୍ରକଳ୍ପ ପ୍ରତି ଘରେ ବିଦ୍ୟୁତ୍‌ ଲକ୍ଷ୍ୟ ହାସଲ କରିବା ପାଇଁ ଭାରତରେ ନୂଆ ବିଦ୍ୟୁତ୍‌ ଉତ୍ପାଦନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହା ଅନ୍ତର୍ଗତ ୨୦୨୩ ଠାରୁ ଭାରତ ୧୦ଟି ଆଣବିକ…

ପାର୍ଲାମେଣ୍ଟରେ ଜଣେ ଏମ୍‌ପିଙ୍କୁ ଏମିତି ପ୍ରଶ୍ନ ପଚାରିଲେ ଅଧ୍ୟକ୍ଷ: ସମସ୍ତେ ହସିଲେ

ନୂଆଦିଲ୍ଲୀ,୨୮।୩: ପାର୍ଲାମେଣ୍ଟରେ ବେଳେବେଳେ ଗମ୍ଭୀର ଆଲୋଚନା ମଧ୍ୟରେ ହସ ଏବଂ ଥଟ୍ଟାର ମୁହୂର୍ତ୍ତ ମଧ୍ୟ ଦେଖାଯାଏ। ନିକଟରେ ରାଜ୍ୟ ସଭାରେ ସମାନ ଘଟଣା ଦେଖିବାକୁ ମିଳିଥିଲା। ମାଲାୟାଲମ ଅଭିନେତା ତଥା କେରଳ ଭାଜପା ଏମ୍‌ପି ସୁରେଶ ଗୋପୀ ଏକ ନୂଆ ରୂପରେ…

ଲଗାତର ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ

ପାଣାଜୀ,୨୮।୩: ଗୋଆର ମୁଖ୍ୟମନ୍ତ୍ରୀ ଭାବରେ ସୋମବାର ଶପଥ ଗ୍ରହଣ କରିଛନ୍ତି ପ୍ରମୋଦ ସାୱନ୍ତ। ରାଜଧାନୀ ପାଣାଜୀସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ ଏକ ସମାରୋହରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri