Posted inଜାତୀୟ

ସମସ୍ତ ମାମଲାରେ ମହମ୍ମଦ ଜୁବେରଙ୍କୁ ମିଳିଲା ମଧ୍ୟବର୍ତ୍ତି କାଳୀନ ଜାମିନ

ନୂଆଦିଲ୍ଲୀ,୨୦ ।୭: ଅଲ୍ଟ ନ୍ୟୁଜର ସହ ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି । ବୁଧବାର ସୁପ୍ରିମକୋର୍ଟ ସମସ୍ତ ମାମଲାରେ ଜୁବେରଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି ତାଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଜେଲରେ ରଖିବା ଠିକ ନୁହେଁ । ଉତ୍ତର ପ୍ରଦେଶରେ ପଞ୍ଜିକୃତ ହୋଇଥିବା ସମସ୍ତ ଏଫଆଇଆର ଗୁଡିକୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ସ୍ଥାନାନ୍ତର କରିବାକୁ କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ତାଙ୍କୁ ମୁକ୍ତ କରାଯିବ ବୋଲି ଜଣାପଡିଛି ।

କୋର୍ଟ କହିଛନ୍ତି ଆବେଦନକାରୀ ଫ୍ୟାକ୍ଟ ଚେକିଂ ୱେବସାଇଟ ଅଲ୍ଟ ନ୍ୟୁଜ ସହିତ ଜଡିତ । ଏହା ଫେବୃୟାରୀ ୨୦୧୭ରେ ଆରମ୍ଭ ହୋଇଥିଲା, ୨୦ ଜୁନ ୨୦୨୨ରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ଏକ ଏଫଆଇଆର ପଞ୍ଜିକୃତ ହୋଇଥିଲା । ଏଥିରେ ଆଇଫିସି ଧାରା ରହିବା ସହ ଏଫସିଆରଏ ମଧ୍ୟ ଯୋଗ ହୋଇଥିଲା । ଜୁନ ୨୨ରେ ତାଙ୍କୁ ଗିରଫ କରାଯାଇଥିଲା । ଜୁନ ୩୦ରେ ବେଙ୍ଗାଲୁରୁରେ ଥିବା ତାଙ୍କ ଘରେ ଖୋଳତାଡ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

୨ ହଜାର ତଳେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୩୦ରୁ କମ୍‌…

ନୂଆଦିଲ୍ଲୀ, ୧୪।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ବିପଦ ସାଜିଛନ୍ତି ଯାଞ୍ଚରୁ ବର୍ତ୍ତିଥିବା ସୌଦି ଫେରନ୍ତା

ଚେନ୍ନାଇ,୩୧ା୩(ପି.ଟି.): କରୋନା ମୁକାବିଲା ଲାଗି ଦୁବାଇର ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଶନିବାର ନଇଫ୍‌ ସହରରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରୁଥିବାବେଳେ ସେଠାରୁ କେରଳ...

ତାମିଲନାଡୁକୁ ଏସସିଙ୍କ ନିର୍ଦ୍ଦେଶ ଅନୁସାରେ ପାଣି ଦେବାକୁ କର୍ନାଟକ ସକ୍ଷମ ନୁହେଁ: ସିଦ୍ଦରାମାୟା…

ବେଙ୍ଗାଲୁରୁ,୧୩।୯ : କାବେରୀ ନଦୀରୁ ଜଳ ଛାଡିବା ନେଇ ବିବାଦ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ବୁଧବାର ଏକ ସ୍ବତନ୍ତ୍ର ଜରୁରୀ...

ପଶ୍ଚିମବଙ୍ଗରେ ବହିଲା ରକ୍ତର ନଦୀ

କୋଲକାତା,୧୮ ।୨:ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲା ନିମଟିଟା ରେଲୱେ ଷ୍ଟେଶନରେ ବୁଧବାର ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ହୋଇଥିବା ବୋମା ମାଡରେ ମନ୍ତ୍ରୀ ଜାକିର ହୁସେନ ଗୁରୁତର ଆହତ...

୬ଜି ଭିଜନ୍‌ ଡକ୍ୟୁମେଣ୍ଟ ଉନ୍ମୋଚିତ, ସହର ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଇଣ୍ଟରନେଟ ୟୁଜର: ମୋଦି

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତରେ ଅନ୍ତର୍ଜାତୀୟ ଟେଲି ଯୋଗାଯୋଗ ୟୁନିଅନର ନୂତନ ଆଞ୍ଚଳିକ କାର୍ଯ୍ୟାଳୟ...

ସୁପ୍ରିମ୍‌କୋର୍ଟର ୬ ବିଚାରପତିଙ୍କୁ ସ୍ବାଇନ୍‌ ଫ୍ଲୁ: ମାସ୍କ୍‌ ପିନ୍ଧି ଶୁଣାଣି

ନୂଆଦିଲ୍ଲୀ,୨୫।୨: ସୁପ୍ରିମ୍‌କୋର୍ଟର ୬ ଜଣ ବିଚାରପତି ସ୍ବାଇନ୍‌ ଫ୍ଲୁ(ଏଚ୍‌-୧ଏନ୍‌-୧)ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେମାନଙ୍କର ଚିକିତ୍ସା ପାଇଁ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ ଏକ ବୈଠକ ଡକାଇଥିଲେ। କିଭଳି ବିଚାରପତିଙ୍କ...

ଅଧ୍ୟାଦେଶକୁ ନେଇ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୭: ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି। ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ସରକାର ରାଷ୍ଟ୍ରୀୟ...

ବୁଚା ନରସଂହାରର ନିନ୍ଦା କଲେ ମୋଦି

ନୂଆଦିଲ୍ଲୀ,୧୨ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ସୋମବାର ଭର୍ଚୁଆଲ ବୈଠକ ହୋଇଛି । ଦୁଇ ନେତାଙ୍କ ମଧ୍ୟରେ...

Advertisement
Archives

Model This Week