ଜାତୀୟ

ଏତେ ଶୀଘ୍ର ଶେଷ ହେବନାହିଁ ମହାରାଷ୍ଟ୍ରର ରାଜନୈତିକ ସଙ୍କଟ, ସଦସ୍ୟତା ପାଇଁ କୋର୍ଟ ଯିବାକୁ ପ୍ରସ୍ତୁତ ହେଲେଣି ଅସନ୍ତୁଷ୍ଟ ବିଧାୟକ

ମୁମ୍ବାଇ,୨୬ ।୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଏକନାଥ ସିନ୍ଧେଙ୍କ ଏକଜିଦିଆ ନୀତି ଯୋଗୁ ଏହି ରାଜନୈତିକ ସଙ୍କଟ ବେଳକୁ ବେଳ ଜଟିଳ ହେଉଥିବା କୁହାଯାଇଛି । ଇତିମଧ୍ୟରେ ସିନ୍ଧେଙ୍କ ସମର୍ଥିତ ନେତା…

କାମାକ୍ଷା ମନ୍ଦିର ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ନୂଆଦିଲ୍ଲୀରୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍‌

ନୂଆଦିଲ୍ଲୀ,୨୬ ।୬: କାମାକ୍ଷା ମନ୍ଦିର ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ରେଲୱେ ଏକ ଉପହାର ଦେଇଛି । ଶ୍ରଦ୍ଧାଳୁଙ୍କ ପାଇଁ ରେଲୱେ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରେନ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି । ନୂଆଦିଲ୍ଲୀରୁ ଏହା ରବିବାର ଯାତ୍ରା ଆରମ୍ଭ କରିବ…

ଅନୁପ୍ରବେଶ ପାଇଁ ଜଗି ରହିଛନ୍ତି ୧୫୦ ଆତଙ୍କବାଦୀ

ଶ୍ରୀନଗର,୨୬ ।୬: ନିୟନ୍ତ୍ରଣ ରେଖାର ଆର ପଟରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ହୋଇଥିବା ଭିନ୍ନ ଭିନ୍ନ ଲଞ୍ଚିଂ ପ୍ୟାଡରେ ପାଖାପାଖି ୧୫୦ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିବାକୁ ଜଗି ରହିଥିବା ଜଣାପଡିଛି । ଏହାସହ ୫୦୦-୭୦୦ ଆତଙ୍କବାଦୀ ୧୧ ପ୍ରଶିକ୍ଷଣ ଶିବରରେ…

ଜର୍ମାନୀ ଗସ୍ତରେ ମୋଦି

ନୂଆଦିଲ୍ଲୀ,୨୬ ।୬: ଜର୍ମାନୀରେ ହେବାକୁ ଯାଉଥିବା ଦୁଇ ଦିବସୀୟ ଜି-୭ ଶିଖର ସମ୍ମିଳନୀରେ ଭାଗନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ଯାତ୍ରା ଆରମ୍ଭ କରିଛନ୍ତି । ଏହି ସମୟରେ ସେ ୟୁଏଇ ଗସ୍ତ କରିବେ । ଏହି ଗସ୍ତ…

ଔଷଧ ଯୋଗୁ ଦୂଷିତ ହେଉଛି ବିଶ୍ୱର ଅଧା ନଦୀ

ନୂଆଦିଲ୍ଲୀ,୨୬ ।୬: ବିଶ୍ୱର ପାଖାପାଖି ଅଧାରୁ ଅଧିକ ନଦୀ ଔଷଧ ଯୋଗୁ ପ୍ରଦୂଷିତ ହୋଇଥିବା ଜଣାପଡିଛି । ଏହି ପ୍ରଦୂଷଣ ଏବେ ବିଶ୍ୱକୁ ଡରାଇବାକୁ ଲାଗିଲାଣି । କାରଣ ଏହି ପ୍ରଦୂଷଣ ପରୋକ୍ଷ ଭାବେ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି ।…

ଆସନ୍ତାକାଲିଠାରୁ ବିଦେଶ ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ,୨୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍‌ ରବିବାରଠାରୁ ତିନିଦିନିଆ ବିଦେଶ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଜି-୭ ଶିଖର ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୨୬ ଓ ୨୭ରେ ଜି-୭ ଶିଖର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କାନାଡା, ଫ୍ରାନ୍ସ,…

ଜଗନ୍ନାଥଙ୍କୁ ଆସି ଦର୍ଶନ କରିବେ ରାହୁଲ

ରାୟପୁର/ପୁରୀ ଅଫିସ,୨୫ା୬: ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ରାହୁଲଙ୍କୁ ମିଳିଛି ନୂଆ ଜୀବନ। ୮୦ ଫୁଟ ଗଭୀର ବୋରଓ୍ବେଲରେ ଖସିପଡ଼ିଥିବା ରାହୁଲ ୩ ଦିନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ। ସେହି ମହାପ୍ରଭୁଙ୍କ ଦର୍ଶନରୁ ପୁଣି ଥରେ ରାହୁଲ ଆଗକୁ ବଢ଼ିବେ…

ଦ୍ରୌପଦୀଙ୍କୁ ସମର୍ଥନ କଲେ ମାୟାବତୀ

ଲକ୍ଷ୍ନୌ,୨୫ା୬: ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷା ମାୟାବତୀ ଶନିବାର ଲକ୍ଷ୍ମୌରେ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି, ଆଦିବାସୀ ସମାଜକୁ ଏକ ବିଶେଷ ଅଂଶ ଭାବରେ ବିବେଚନା କରି ରାଷ୍ଟ୍ରପତିଙ୍କ ପ୍ରାର୍ଥୀ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଆମର ଦଳ…

ଆମେ ରାଜନୀତି କରିବାକୁ ଆସିନୁ, ଆମକୁ ଥରେ ସୁଯୋଗ ଦିଆଯାଉ: କେଜରିୱାଲ

ନୂଆଦିଲ୍ଲୀ,୨୫ ।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ହିମାଚଳ ପ୍ରଦେଶର କୁଲ୍ଲୁରେ ରୋଡ ଶୋ’ କରିଛନ୍ତି । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି କେଜରିୱାଲ ଏବେଠାରୁ ପ୍ରସ୍ତୁୂତି ଆରମ୍ଭ କରି ଦେଲେଣି । ଏହି ଅବସରେ ସେ ଜନତାଙ୍କୁ…

ମୁମ୍ବାଇରେ ୧୪୪ଧାରା ଲାଗୁ: ସୋସିଆଲ ମିଡିଆ ଉପରେ ନଜର

ମୁମ୍ବାଇ,୨୫।୬: ମହାରାଷ୍ଟରେ ରାଜନୈତିକ ସଙ୍କଟ ସାଙ୍ଗକୁ ଦେଖାଦେଇଥିବା ଉତ୍ତେଜନାକୁ ନେଇ ପ୍ରଶାସନ ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ବିଦ୍ରୋହ ବିଧାୟକଙ୍କୁ ନେଇ ମହାରାଷ୍ଟ୍ରରେ ଉତ୍ତେଜନା ଦେଖାଦେଇ ବେଳେ ମୁମ୍ବାଇରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଲାଗୁ କରାଯାଇଛି। ଏହି…

ରାହୁଲଙ୍କ କାର୍ଯାଳୟ ଭଙ୍ଗାରୁଜା ଘଟଣାର ହେବ ଉଚ୍ଚସ୍ତରୀୟ ଯାଞ୍ଚ: କଲପେଟ୍ଟା ସବ୍‌-ଇନ୍‌ସପେକ୍ଟର ନିଲମ୍ବିତ

ଓ୍ବାୟନାଡ,୨୫।୬: କେରଳର ୱାୟନାଡରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟକୁ ଷ୍ଟୁଡେଣ୍ଟସ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ସଦସ୍ୟମାନେ ଭଙ୍ଗାରୁଜା କରିଥିଲେ। ଶୁକ୍ରବାର ଶତାଧିକ ସଦସ୍ୟ ଏକ ଶୋଭାଯାତ୍ରାରେ ଆସି ରାହୁଲଙ୍କ କାର୍ଯ୍ୟାଳୟରେ ଧସେଇ ପଶିବା ସହ ସେଠାରେ ଥିବା ଆସବାବପତ୍ର…

‘ରାଜ୍ୟରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ’

ମୁମ୍ବାଇ,୨୫।୬: ମହାରାଷ୍ଟ୍ରର ରାଜନୀତି ବର୍ତ୍ତମାନ ସରଗରମ ରହିଥିବା ବେଳେ ଦିନକୁ ଦିନ ଅସ୍ଥିରତା ବୃଦ୍ଧି ପାଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରଙ୍କ ସମେତ ଦଳକୁ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି। ଇତିମଧ୍ୟରେ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଶିବସେନା କର୍ମକର୍ତ୍ତାଙ୍କ ଅସନ୍ତୋଷ ବଢ଼ିବାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri