ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା କରୋନା ପଜିଟିଭ

ଅଗରତାଲା,୨୧ ।୭: ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ବୁଧବାର ଏହି ସୂଚନା ମିଳିଥିବା ବେଳେ ଏବେ ସେ ନିଜ ଘରେ ଆଇସୋଲେଶନରେ ରହିଛନ୍ତି । ତେବେ ସଂକ୍ରମିତ ହୋଇଥିବା ଶାହାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ସାବଧାନ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।
ବୁଧବାର ମୁଖ୍ୟମନ୍ତ୍ରୀ ଏକ ଫେସବୁକ ପୋଷ୍ଟରେ କହିଛନ୍ତି, ଆଜି ମୁଁ କୋଭିଡ ୧୯ ପଜିଟିଭ ହୋଇଛି । ହେଲେ ମୋ ନିକଟରେ କୌଣସି ଲକ୍ଷଣ ନାହିଁ । ଏବେ ମୁଁ ସମ୍ପୂର୍ଣ୍ଣ ଫିଟ ରହିଛି । କିନ୍ତୁ ମୋ ସହ ମିଳାମିଶା କରୁଥିବା ବ୍ୟକ୍ତିମାନେ ସାମାନ୍ୟ ସତର୍କ ରୁହନ୍ତୁ ବୋଲି ସେ ବିନମ୍ର ଭାବେ ଅନୁରୋଧ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରମେଶ ସିଂ ଅରୋରା କର୍‌ତାରପୁର କରିଡର ଆମ୍ବାସାଡର

ଇସ୍‌ଲାମାବାଦ୍‌, ୨।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ବିଶ୍ୱର ଶିଖ୍‌ ତୀର୍ଥଯାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ କର୍‌ତାରପୁର କରିଡର ଆମ୍ବାସାଡର ଭାବେ ସର୍ଦ୍ଦାର ରମେଶ ସିଂ...

କରୋନା ରୋଗୀଙ୍କ ହସ୍ପିଟାଲ ବିଲ୍ ଦେଢ କୋଟି ଟଙ୍କା!

ନୂଆଦିଲ୍ଲୀ,୯ ।୯: ରାଜଧାନୀ ଦିଲ୍ଲୀରେ ପ୍ରାଇଭେଟ ହସ୍ପିଟାଲଙ୍କ ମନମାନି ପୁଣିଥରେ ସାମ୍ନାକୁ ଆସିଛି । ଦିଲ୍ଲୀର ସାକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲ ଦ୍ୱାରା ଜଣେ କରୋନା...

୫ ମହଲା ହୋଟେଲରେ ଅଗ୍ନିକାଣ୍ଡ: ନିଆଁ ଘେରରେ କେତେକ ପରିବାର

ଲକ୍ଷ୍ନୌ, ୨୫।୫: ଉତ୍ତରପ୍ରଦେଶ କାନପୁରରେ ଏକ ୫ ମହଲା ହୋଟେଲ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କଲେକ୍ଟରଗଞ୍ଜ ଥାନା ଅଞ୍ଚଳରେ ଥିବା ଲକି ହୋଟେଲରେ କେତେକ ପରିବାର...

ସୁସ୍ଥ ସ୍ବାସ୍ଥ୍ୟ ପାଇଁ ଦେହରେ କାଦୁଅ ବୋଳିହେଲେ ୩୪୦ ଜଣ

ଗୋରଖପୁର,୧୯।୧୧: ପ୍ରାକୃତିକ ଉପାୟରେ ସୁସ୍ଥ ରହିବା ପାଇଁ ଉତ୍ତରପ୍ରଦେଶ ଗୋରଖପୁରରେ ୩୪୦ ଜଣ ମିଳିତ ଭାବେ ଦେହରେ କାଦୁଅ ବୋଳିି ହୋଇଛନ୍ତି। ଆରୋଗ୍ୟ ମନ୍ଦିର ପରିସରରେ...

ଷ୍ଟେଶନ୍‌ରେ ଏକ୍‌ ପ୍ୟାର୍‌ କା ନଗ୍‌ମା ହୈ ଗୀତ ଗାଉଥିବା ମହିଳାଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ: ଦେଖିଲେଣି ୨ ନିୟୁତରୁ ଅଧିକ ଲୋକ

କୋଲକାତା,୧।୮: ପଶ୍ଚିମବଙ୍ଗର ଜଣେ ମହିଳା ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛନ୍ତି। ମହିଳା ଜଣକ ଷ୍ଟେଶନ୍‌ରେ ବସି ଲତା ମଙ୍ଗେସକରଙ୍କ ଦ୍ୱାରା ୧୯୭୨ରେ...

ଗର୍ଭବତୀ ସ୍ତ୍ରୀଙ୍କୁ କରୋନା ହେବାରୁ ସ୍ବାମୀ କଲେ ଏପରି…

ଲକ୍ଷ୍ନୌ, ୨୦।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପରିସ୍ଥଳେ ଲୋକଙ୍କ ମନରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତନ ଆସିଛି। ଏହା...

୨୦୨୪ ନିର୍ବାଚନ ଏକାଠି ଲଢ଼ିବାକୁ ମମତାଙ୍କ ଆହ୍ବାନ

କୋଲକାତା,୧୨ା୩(ପି.ଟି.): ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନକୁ ଭାଜପା ୪:୧ରେ ଜିତିଯିବା ପରେ ଫଳାଫଳ ୨୦୨୪ ଲୋକ ସଭାର ସଙ୍କେତ ଦେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଭାରତକୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ମହାନ ଖେଳାଳି

ନୂଆଦିଲ୍ଲୀ,୨୭।୪ : ଅଷ୍ଟ୍ରେଲିଆନ ପେସର ପାଟ କୁମିନ୍ସଙ୍କ ପରେ ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ମହାନ କ୍ରିକେଟର ତଥା କମେଣ୍ଟଟର ବ୍ରେଟ୍‌ ଲି।...

Advertisement
Archives

Model This Week