ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ସତ୍ୟେନ୍ଦ୍ରଙ୍କ ଦାୟିତ୍ୱ ଗ୍ରହଣ
ନୂଆଦିଲ୍ଲୀ,୨ା୮: ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ସତ୍ୟେନ୍ଦ୍ର ପ୍ରକାଶ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଭାରତୀୟ ସୂଚନା ସେବା(ଆଇଆଇଏସ୍)ର ୧୯୮୮ ବ୍ୟାଚର ଅଧିକାରୀ। ଏଥିପୂର୍ବରୁ ସେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ (ସିବିସି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ…
ବାଇଗଣ କାମୁଡ଼ିଲେ ଏମ୍ପି
ନୂଆଦିଲ୍ଲୀ,୨।୮: ଦରଦାମ୍ ବୃଦ୍ଧିକୁ ବିରୋଧ କରି ଟିଏମ୍ସି ଏମ୍ପି କାକୋଳି ଘୋଷ ଦସ୍ତିଦାର ସୋମବାର ଲୋକସଭାରେ ବକ୍ତବ୍ୟ ରଖୁଥିବାବେଳେ ସେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ବିରୋଧ କରି କଞ୍ଚା ବାଇଗଣ ଚୋବାଇଥିଲେ। ଏମ୍ପି କାକୋଳି କହିଥିଲେ, ଗ୍ୟାସ୍ ସିଲିଣ୍ଡର ଦର…
ଗଣବିଧ୍ୱଂସୀ ଅସ୍ତ୍ର ପାଇଁ ପାଣ୍ଠି ଯୋଗାଣ ନିଷେଧ ହେବ
ନୂଆଦିଲ୍ଲୀ,୨।୮: ଗଣବିଧ୍ୱଂସୀ ଅସ୍ତ୍ରଶସ୍ତ୍ର ନିର୍ମାଣରେ ପୁଞ୍ଜିନିବେଶ ବନ୍ଦ କରିବା ଲାଗି ସୋମବାର ପାର୍ଲାମେଣ୍ଟରେ ବିଲ୍ ଗୃହୀତ ହୋଇଛି। ଏଭଳି କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କ ଆର୍ଥିକ ସମ୍ପତ୍ତି ଏବଂ ଆର୍ଥିକ ଉତ୍ସକୁ ଜବତ କରିବା କିମ୍ବା ବାଜ୍ୟାପ୍ତ କରିବା ଲାଗି ବିଲ୍ରେ କେନ୍ଦ୍ର…
ଲୋକ ସଭାରେ ଦରବୃଦ୍ଧି ତାତି
ନୂଆଦିଲ୍ଲୀ,୨।୮: ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିକୁ ନେଇ ଲୋକ ସଭାରେ ସୋମବାର ଆଲୋଚନା ବେଳେ ପ୍ରବଳ ହଟ୍ଟଗୋଳ ହୋଇଛି। ବିତର୍କର ଜବାବରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଦେଶରେ ଆର୍ଥତ୍କ ସ୍ଥିତିର ଏକ ହିସାବ ରଖିବା ସହ ମାନ୍ଦାବସ୍ଥା ଆସିବାର ପ୍ରଶ୍ନ ଉଠୁନାହିଁ…
ଏୟାର ଇଣ୍ଡିଆର ନୂଆ ନୀତି: ଅବସର ନେବା ପରେ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଉଡାଇ ପାରିବେ ବିମାନ
ନୂଆଦିଲ୍ଲୀ,୨ ।୮: ଟାଟା ଗ୍ରୁପର ବିମାନ କମ୍ପାନୀ ଏୟାର ଇଣ୍ଡିଆ ଏବେ ତା’ର ପାଇଲଟଙ୍କୁ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ବିମାନ ଉଡାଇବାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ କମ୍ପାନୀ ପକ୍ଷରୁ ନୂଆ ନୀତି ଆସିଛି । ଏହି…
ଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୬ ବର୍ଷୀୟ ଶିଶୁ
ନୂଆଦିଲ୍ଲୀ, ୨ା୮:ସମ୍ପ୍ରତି ଦେଶରେ ଅତ୍ୟବଶ୍ୟକ ସାମଗ୍ରୀର ଦରଦାମ୍ ହୁ ହୁ ହୋଇ ବଢ଼ିଚାଲିଛି। ମୂଲ୍ୟବୃଦ୍ଧି ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ପାର୍ଲାମେଣ୍ଟ ଅଧିବେଶନରେ ବିରୋଧୀ ଏହା ଉପରେ ଆଲୋଚନା ଦାବି କରି ହଟ୍ଟଗୋଳ ଜାରି ରଖିଛନ୍ତି। ପରିବାର ଚଳାଇବା ସାଧାରଣ ଲୋକଟିଏ…
ରାଜଧାନୀରେ ଦ୍ୱିତୀୟ ମଙ୍କିପକ୍ସ ମାମଲା ଚିହ୍ନଟ
ନୂଆଦିଲ୍ଲୀ,୧।୮: କରୋନା ପରେ ଏବେ ମଙ୍କିପକ୍ସ ଦେଶରେ କାୟାବିସ୍ତାର କରିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସର ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉକ୍ତ ୩୫ବର୍ଷୀୟ ଆକ୍ରାନ୍ତ ନାଇଜେରିଆର ହୋଇଥିବା ବେଳେ ବର୍ତ୍ତମାନ ସେ ଦିଲ୍ଲୀରେ ରହୁଛନ୍ତି। ନିକଟରେ ସେ ବିଦେଶ…
୪ କଂଗ୍ରେସ ଏମ୍ପିଙ୍କ ଉପରୁ ପ୍ରତ୍ୟାହାର ହେଲା ନିଲମ୍ବନ
ନୂଆଦିଲ୍ଲୀ,୧।୮: ଲୋକ ସଭାରୁ ନିଲମ୍ବିତ ହୋଇଥିବା ୪ କଂଗ୍ରେସ ସଦସ୍ୟଙ୍କ ଉପରୁ ବାଚସ୍ପତି ଓମ୍ ବିର୍ଲା ସୋମବାର ନିଲମ୍ବନ ପ୍ରତ୍ୟାହାର କରିନେଇଛନ୍ତି। ଗୃହରେ ବିଶୃଙ୍ଖଳିତ ଆଚରଣ ନ କରିବା ଏବଂ ପ୍ଲାକାର୍ଡ ନ ଆଣିବା ପାଇଁ ସେମାନଙ୍କୁ ଚେତାବନୀ ଦିଆଯାଇଛି। ଗୃହରେ…
ପଶ୍ଚିମବଙ୍ଗରେ ଗଠନ ହେବ ୭ ନୂଆ ଜିଲା
କୋଲକାତା,୧।୮: ପଶ୍ଚିମବଙ୍ଗରେ ୭ନୂତନ ଜିଲା ଗଠନ ହେବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଘୋଷଣା କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଜିଲା ସଂଖ୍ୟା ୩୦ରେ ପହଞ୍ଚିବ। ଏଥିସହ ବୁଧବାର ତାଙ୍କ କ୍ୟାବିନେଟର ସମ୍ପ୍ରସାରଣ ହେବ ବୋଲି ମମତା ସୂଚନା ଦେଇଛନ୍ତି।…
ଶିବସେନାକୁ ଧ୍ୱଂସ କରିବା ଲାଗି କରାଯାଉଛି ଷଡ଼ଯନ୍ତ୍ର
ମୁମ୍ବାଇ,୧।୮: ମନିଲଣ୍ଡରିଂ ମାମଲାରେ ଏମ୍ପି ସଞ୍ଜୟ ରାଉତଙ୍କୁ ଗିରଫ କରାଯିବା ଶିବସେନାକୁ ଧ୍ୱଂସ କରିଦେବାର ଚକ୍ରାନ୍ତ ବୋଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ କହିଛନ୍ତି। ଏବେ ପ୍ରତିଶୋଧ ରାଜନୀତି ମାନସିକତା ଚାଲିଛି ବୋଲି ଶିବସେନା ନେତା କହିଛନ୍ତି। ୧.୦୩୪ କୋଟି…
ସ୍ଥିତି ଅନୁଧ୍ୟାନ ଲାଗି ଟାସ୍କଫୋର୍ସ ଗଠନ
ନୂଆଦିଲ୍ଲୀ,୧।୮: ଭାରତରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ପରେ ସରକାର ଅଧିକ ସଜାଗ ହୋଇଛନ୍ତି। ଦେଶରେ ମଙ୍କିପକ୍ସ ସଂକ୍ରମଣ ସ୍ଥିତି ଉପରେ କଡ଼ା ନଜର ରଖିବା ଲାଗି ଟାସ୍କଫୋର୍ସ ଗଠନ କରାଯାଇଛି। ସଂକ୍ରମଣ ରୋକିବା ଲାଗି କ’ଣ ପଦକ୍ଷେପ ନିଆଯିବ, ସେ ସମ୍ପର୍କରେ…
କ୍ଷମା ମାଗିଲେ କୋଶିଆରୀ
ମୁମ୍ବାଇ,୧।୮: ନିଜ ବୟାନକୁ ନେଇ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରୀ କ୍ଷମା ମାଗିଛନ୍ତି। ଗୁଜୁରାଟ ଏବଂ ରାଜସ୍ଥାନ ସହିତ ମୁମ୍ବାଇକୁ ତୁଳନା କରି ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରୀ ବିବାଦ ଘେରକୁ ଆସିଥିଲେ। ସେ କହିଥିଲେ, ଯଦି ଗୁଜୁରାଟୀ…

