ଜାତୀୟ

ଟିକସ ଫାଙ୍କିବା ପାଇଁ ଅଧା ଆୟ ଚାଇନାକୁ ପଠାଇଛି ଭିଭୋ

ନୂଆଦିଲ୍ଲୀ, ୮ା୭: ଚାଇନା ମୋବାଇଲ ନିର୍ମାତା ଭିଭୋ ବିରୋଧରେ ସାଂଘାତିକ ଆର୍ଥିକ ଅପରାଧ ଅଭିଯୋଗ ଆସିଛି। ଏହି କମ୍ପାନୀ ଭାରତରେ ସ୍ମାର୍ଟଫୋନ୍‌ ବ୍ୟବସାୟରେ ଆୟ କରିଥିବା ମୋଟ ଅର୍ଥର ୫୦% ଅର୍ଥାତ ୬୨,୪୭୬ କୋଟି ଟଙ୍କା ଚାଇନାକୁ ପଠାଇଛି। ଟିକସ ଫାଙ୍କିବା…

ରାମାନୁଜଆଚାର୍ଯ୍ୟଙ୍କ ‘ଷ୍ଟାଚ୍ୟୁ ଅଫ୍‌ ପିସ୍‌’ ଅନାବରଣ କଲେ ଶାହା

ଶ୍ରୀନଗର, ୮ା୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଭର୍ଚୁଆଲ ମାଧ୍ୟମରେ ‘ଷ୍ଟାଚ୍ୟୁ ଅଫ୍‌ ପିସ୍‌’ ଅନାବରଣ କରିଛନ୍ତି। ଏଥିସହ ବେଙ୍ଗାଲୁରୁ ସାଉଥ୍‌ ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସହଯୋଗରେ ପୁନଃନିର୍ମିତ ହୋଇଥିବା ଏକ ଯାତ୍ରୀ ଭବନକୁ ମଧ୍ୟ ସେଠାରେ…

ମୋଦିଙ୍କ ଟୁଇଟ୍‌ ଦେଖି ରାଗିଗଲା ଚାଇନା: ଭାରତ ଦେଲା ଜବାବ

ନୂଆଦିଲ୍ଲୀ,୮।୭: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଗତ କିଛି ବର୍ଷ ଧରି ଭାରତରେ ରହିଆସୁଛନ୍ତି। ଏହିଠାରୁ ହିଁ ସେ ନିଜର ଧର୍ମ ଓ ସଂସ୍କୃତିକୁ ସାରା ବିଶ୍ୱରେ ପ୍ରଚାର କରୁଛନ୍ତି। କିନ୍ତୁ ଚାଇନା ଏହାକୁ ସର୍ବଦା ବିରୋଧ କରିଆସୁଛି। ଦଲାଇ ଲାମାଙ୍କୁ…

ହଟିଲେ ଭାଜପା ଆଇଟି ସେଲ୍‌ ମୁଖ୍ୟ

ନୂଆଦିଲ୍ଲୀ,୮।୭: ମୁସଲମାନ ସମ୍ପ୍ରଦାୟ ବିରୋଧରେ ବିବାଦୀୟ ଟୁଇଟ୍‌ କରିଥିବା ଅଭିଯୋଗରେ ହରିୟାଣା ଭାଜପାର ଆଇଟି ସେଲ ମୁଖ୍ୟ ଅରୁଣ ଯାଦବଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଭାଜପା। ତାଙ୍କୁ ପଦରୁ ହଟାଇ ଦିଆଯାଇଛି। ଅରୁଣ ଯାଦବଙ୍କୁ ଗିରଫ କରିବା ପାଇଁ ବାରମ୍ବାର…

ସୁଧୁରୁଛି ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ,୮।୭: ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଥିବା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଛି। ପୂର୍ବ ଅପେକ୍ଷା ଏବେ ତାଙ୍କ ଦେହ ଭଲ ଅଛି। ଖାଇବାପିଇବା ସହ ଲୋକଙ୍କ ସହ କଥା ହୋଇଥିବା ଜଣାପଡ଼ିଛି। ଲାଲୁ ଯାଦବଙ୍କ ଶରୀରରୁ ଅକ୍ସିଜେନ…

ବଢି ବଢି ଚାଲିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୮।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮,୮୧୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୮ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ…

ନଦୀକୁ ଖସିଲା କାର୍‌: ୯ ମୃତ

ଡେରାଡୁନ,୮।୭: ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିଲା କାର୍‌। ଉତ୍ତରାଖଣ୍ଡର ରାମନଗରରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। । ଏଥିରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ସୂଚନାନୁସାରେ, ପଞ୍ଜାବର ପ୍ରାୟ…

ଆଜି ଶପଥ ନେବେ ୩ ରାଜ୍ୟ ସଭା ଏମ୍‌ପି

ନୂଆଦିଲ୍ଲୀ/ଭୁବନେଶ୍ୱର,୮।୭(ବ୍ୟୁରୋ): ବିଜେଡିର ୩ ଜଣ ନବନିର୍ବାଚିତ ରାଜ୍ୟ ସଭା ଏମ୍‌ପି ଗୃହର ସଦସ୍ୟ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିବେ। ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ରାଜ୍ୟ ସଭା ଅଧ୍ୟକ୍ଷ ଏମ. ଭେଙ୍କିୟା ନାଇଡୁ ଶପଥ…

ଜ୍ୱାଇଁଙ୍କ ସହ ଫେରାର ହେଲେ ଶାଶୁ

ଚଣ୍ଡିଗଡ,୮।୭: ପଞ୍ଜାବର କାପୁରଥାଲା ଜିଲାର ଏକ ଗାଁରେ ୪୦ ବର୍ଷୀୟା ମହିଳା ତାଙ୍କ ଜ୍ୱାଇଁଙ୍କ ସହ ଫେରାର ହୋଇଯାଇଛନ୍ତି। ମହିଳାଙ୍କ ଝିଅର ବିବାହ ହେବାର ମାତ୍ର ତିନି ମାସ ତଳେ ହୋଇଥିଲା। ୫ ଦିନ ଦିନ ପୂର୍ବେ ଜ୍ୱାଇଁ ଶ୍ୱଶୁର ଘରକୁ…

ନାବାଳକଙ୍କ ଅଭିଭାବିକା ହୋଇପାରିବେନି ମୁସଲମାନ ମା’

କୋଚି, ୮ା୭:ଜଣେ ମୁସଲମାନ ମହିଳା ତାଙ୍କ ନାବାଳକ/ନାବାଳିକା ପିଲାଙ୍କ ଅଭିଭାବିକା ହୋଇପାରିବେ ନାହିଁ ବୋଲି କେରଳ ହାଇକୋର୍ଟ କହିଛନ୍ତି। ଅନୁରୂପ ମାମଲାଗୁଡ଼ିକରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଆଧାରରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ପି. ବି. ସୁରେଶ କୁମାର ଏବଂ ଜଷ୍ଟିସ୍‌ ସି.…

କର୍ନାଟକରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା: ୧୮ ଗିରଫ

ବାଙ୍ଗାଲୋର, ୭ା୭: ପୂର୍ବଶତ୍ରୁତାକୁ କେନ୍ଦ୍ର କରି କର୍ନାଟକର କେରୁର ଜିଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଛି। ହିଂସାକାଣ୍ଡରେ ୩ ଜଣ ଆହତ ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ୧୮ ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ୧୫ ଅଭିଯୁକ୍ତଙ୍କୁ ପୋଲିସ…

ଡେଙ୍ଗୁକୁ ରୋକିବ ମଶା

ନୂଆଦିଲ୍ଲୀ, ୭ା୭: ଡେଙ୍ଗୁ ରୋକିବ ମଶା। ମଶା ଯୋଗୁ ବ୍ୟାପୁଥିବା ଏହି ରୋଗକୁ ନିୟନ୍ତ୍ରଣ ପାଇଁ ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଏବଂ ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର (ଭିସିଆର୍‌ସି) ପକ୍ଷରୁ ଏପରି ମଶା ବିକଶିତ କରାଯାଇଛି, ଯାହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri