ଦିଲ୍ଲୀ ସରକାରଙ୍କ ରାଜସ୍ପରେ ବୃଦ୍ଧି, ସିଏଜି ରିପୋର୍ଟ…
ନୂଆଦିଲ୍ଲୀ, ୬।୭ : ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀ ସରକାରଙ୍କ ରାଜସ୍ବରେ ବୃଦ୍ଧି ଘଟିଛି। ଅରବିନ୍ଦ କେଜ୍ରିୱାଲଙ୍କ ଶାସନରେ ଦିଲ୍ଲୀ ସରକାର କେବେ ବି କ୍ଷତି ହୋଇ ନାହିଁ। ସିଏଜି ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଦିଲ୍ଲୀରେ ୨୦୧୫ ଠାରୁ ରାଜସ୍ବରେ…
ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ,୬।୭: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ସେ ଜୁଲାଇ ୭ ଗୁରୁବାର ଚଣ୍ଡିଗଡ଼ରେ ଡା. ଗୁରୁପ୍ରୀତ କୌରଙ୍କୁ ବିବାହ କରିବେ। ମାନ ୬ ବର୍ଷ ପୂର୍ବେ ପ୍ରଥମ ସ୍ତ୍ରୀ ଇନ୍ଦରପ୍ରୀତଙ୍କଠାରୁ ଛାଡପତ୍ର ନେଇଥିଲେ। ଇନ୍ଦରପ୍ରୀତ…
ସରକାରୀ କର୍ମଚାରୀଙ୍କ ମଧ୍ୟରେ ହାହାକାର, ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ ବାଧ୍ୟତା ମୂଳକ ଅବସର…
ଲକ୍ଷ୍ନୌ, ୬।୭ : ଉତ୍ତରପ୍ରଦେଶର ରାଜ୍ୟ ସରକାରୀକର୍ମଚାରୀଙ୍କ ମଧ୍ୟରେ ହାହାକାର ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଜବରଦସ୍ତ ଅବସର ଦେବାକୁ ଯାଉଛନ୍ତି। ଜୁଲାଇ ୩୧ ସୁଦ୍ଧା…
ଅଭିନେତା ବିଜୟ ବାବୁଙ୍କ ଅଗ୍ରୀମ ଜାମିନରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୬।୭ : ବଳାତ୍କାର ମାମଲାରେ ଅଭିନେତା ବିଜୟ ବାବୁଙ୍କୁ ଦିଆଯାଇଥିବା ଅଗ୍ରୀମ ଜାମିନରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ବୁଧବାର ମନା କରି ଦେଇଛନ୍ତି। ତେବେ ଶୀର୍ଷକୋର୍ଟ ସ୍ପଷ୍ଟ କରିଛି ଯେ କୋର୍ଟଙ୍କ ପୂର୍ବ ଅନୁମତି ବିନା ବିଜୟ ବାବୁ କେରଳ…
ଟିଏମ୍ସି ଟୁଇଟର ହ୍ୟାଣ୍ଡେଲକୁ ଅନ୍ଫଲୋ କଲୋ ମହୁଆ
କୋଲକାତା,୬।୭: ପଶ୍ଚିମବଙ୍ଗର କୃଷ୍ଣନଗରର ଏମ୍ପି ମହୁଆ ମୋଇତ୍ରା ନିଜ ଦଳ ତୃଣମୂଳ କଂଗ୍ରେସ(ଟିଏମ୍ସି)ର ଟୁଇଟର ହ୍ୟାଣ୍ଡେଲକୁ ଅନ୍ଫଲୋ କରିଛନ୍ତି। ସୂଚନାଯୋଗ୍ୟ, ମହୁଆ ମା’ କାଳୀଙ୍କ ଉପରେ ଏକ ବୟାନ ଦେଇଥିଲେ। ଏହା ପରେ ଦଳ ତାଙ୍କ ବୟାନରୁ ନିଜକୁ ଦୂରେଇ ରଖିଥିଲା।…
ପିଏମ୍ ସ୍ପେଶାଲ ଯୋଜନା, ଘରେ ବରିଷ୍ଠ ନାଗରିକଙ୍କୁ ମିଳିବ ଚିକିତ୍ସା ସୁବିଧା…
ନୂଆଦିଲ୍ଲୀ, ୬।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସମାଜର ପ୍ରତ୍ୟେକ ବର୍ଗକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତି ଜାରି ରଖିଛନ୍ତି। ଏହି କ୍ରମରେ କେନ୍ଦ୍ର ସରକାର ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ପାଇଁ ଏକ ନୂତନ ଯୋଜନା ଆରମ୍ଭ କରିବାକୁ…
କୁଲୁରେ ବାଦଲ ଫଟା ବର୍ଷା, ଶିମଲାରେ ଭୂସ୍ଖଳନ…
ଶିମଲା, ୬।୭ : ହିମାଚଳ ପ୍ରଦେଶରେ ପାଣିପାଗ ପରିସ୍ଥିତି ଖରାପ ହେବାରେ ଲାଗିଛି। ଏହାକୁ ଯୋଗୁ ଧନଜୀବନ କ୍ଷତି ଘଟିବା ଆରମ୍ଭ ହୋଇଛି। ବାଦଲ ଫଟା ଯୋଗୁ କୁଲୁରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଅନେକ ଘର ଓ ବ୍ରିଜ…
ଆସାମରେ ୫ ମୁସଲମାନ ସମ୍ପ୍ରଦାୟ ସ୍ବଦେଶୀ…
ଗୁଆହାଟୀ, ୬।୭ : ଆସାମ ମୁଖ୍ୟମନ୍ତ୍ରୀର ହିମନ୍ତ ବିଶ୍ୱ ସରମାଙ୍କ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ପାଞ୍ଚଟି ଆସାମ ଭାଷାଭାଷୀ ମୁସଲମାନ ସମ୍ପ୍ରଦାୟକୁ ସରକାର ସ୍ବଦେଶୀ ମାନ୍ୟତା ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ପଦକ୍ଷେପ ପରେ, ଏହି ସମ୍ପ୍ରଦାୟର…
ମୁସଲମାନ୍ ଧର୍ମଗୁରୁଙ୍କୁ ଗୁଳି କରି ହତ୍ୟା…
ନାସିକ, ୬।୭ : ମହାରାଷ୍ଟ୍ରର ନାସିକରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଜଣେ ମୁସଲମାନ ଧର୍ମଗୁରୁଙ୍କୁ ହତ୍ୟା କରାଯାଇଥିଲା। ଆକ୍ରମଣକାରୀମାନେ ତାଙ୍କ ମୁଣ୍ଡରେ ଗୁଳି ଚଳାଇଥିବା ପୋଲିସ କହିଛି। ଏହି ଘଟଣାରେ ପୋଲିସ କହିଛି ଯେ ଚାରି ଜଣ ଅଜ୍ଞାତ…
କେନ୍ଦ୍ରକୁ ଟୁଇଟର ଚ୍ୟାଲେଞ୍ଜ
ନୂଆଦିଲ୍ଲୀ,୬ା୭:ଟୁଇଟରରୁ କଣ୍ଟେଣ୍ଟ ହଟାଇବା ପାଇଁ ଗତବର୍ଷ କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶକୁ ଏହି ସୋସିଆଲ ମିଡିଆ କମ୍ପାନୀ ମଙ୍ଗଳବାର କର୍ନାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି। ୨୦୨୧ରେ କେନ୍ଦ୍ର ଟୁଇଟର, ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ରୁ କେତେକ କଣ୍ଟେଣ୍ଟ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।…
ସୁରକ୍ଷାକର୍ମୀଙ୍କୁ ସଫଳତା,୨ ଆତଙ୍କବାଦୀଙ୍କ ଆତ୍ମସମର୍ପଣ…
ଶ୍ରୀନଗର, ୬।୭ : ଜମ୍ମୁ-କଶ୍ମୀରର କୁଲଗାମର ହଦିଗାମ ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ମିଳିତ ସୁରକ୍ଷାକର୍ମୀଙ୍କୁ ଏହି ଅପରେଶନ୍ରେ ସଫଳତା ମିଳିଛି। ଦୁଇଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି। ମିଳିଥିବା ଗୁପ୍ତ ସୂଚନା ଆଧାରରେ ଆତଙ୍କବାଦୀମାନଙ୍କୁ ମିଳିତ ସୁରକ୍ଷାକର୍ମୀ…
ସ୍ଥିତି ପୁଣି ଅଣାୟତ୍ତ ମୁହାଁ, ସକ୍ରିୟ ମାମଲା ଲକ୍ଷେ ୧୫ ହଜାର ଟପିଲା…
ନୂଆଦିଲ୍ଲୀ, ୬।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
Archives


