ରାଜ ବବରଙ୍କୁ ୨ ବର୍ଷ ଜେଲଦଣ୍ଡ
ଲକ୍ଷ୍ନୌ, ୭ା୭: ବଲିଉଡ୍ ଅଭିନେତା ତଥା କଂଗ୍ରେସ ନେତା ରାଜ ବବର ୧୯୯୬ରେ ଜଣେ ନିର୍ବାଚନ ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉତ୍ତରପ୍ରଦେଶର ଏକ ଏମ୍ପି/ଏମ୍ଏଲ୍ଏ କୋର୍ଟ ଏହାର ଶୁଣାଣି କରି ଗୁରୁବାର ତାଙ୍କୁ ୨ ବର୍ଷ ଜେଲ…
ସୁଧୁରୁଛି ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା
ନୂଆଦିଲ୍ଲୀ,୭।୭: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ପୂର୍ବାପେକ୍ଷା ବର୍ତ୍ତମାନ ଭଲ ଅଛି। ହେଲେ ଏବେ ବି ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଅନ୍ୟପଟେ ଲାଲୁ ଯାଦବ ଲୋକଙ୍କୁ…
ମୋଦିଙ୍କ ମନ ଜିଣିଲେ ସ୍କୁଲ ଛାତ୍ରୀଛାତ୍ର
ବାରାଣସୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବାରାଣସୀ ଗସ୍ତ କରିଛନ୍ତି। ଏହି ଅବସରରେ ମୋଦି ପୂର୍ବାଞ୍ଚଳର ସବୁଠାରୁ ଅକ୍ଷୟ ପାତ୍ର ‘ମିଡ ଡେ ମିଲ୍’ ରୋଷେଇ ଘର ଉଦ୍ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମୟରେ ସ୍କୁଲ ପିଲାମାନଙ୍କ ସହ…
ଶିବସେନାରୁ ଇସ୍ତଫା ଦେଲେ ପୂର୍ବତନ ଏମ୍ପି
ମୁମ୍ବାଇ,୭।୭: ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ଆଉ ଏକ ଝଟକା ଲାଗିଛି। ପୂର୍ବତନ ଏମ୍ପି ଆନନ୍ଦରାଓ ଅଡସୁଲ ଶିବସେନା ନେତା ପଦରୁ ଗୁରୁବାର ଇସ୍ତଫା ଦେଇଥିବା ନେଇ ତାଙ୍କ ପୁଅ ଅଭଜିତ ଅଡସୁଲ ସୂଚନା ଦେଇଛନ୍ତି। ଅଭଜିତ କହିଛନ୍ତି, ତାଙ୍କ…
ବିନା ବ୍ୟାଗରେ ଶନିବାର ସ୍କୁଲ ଯିବେ ଛାତ୍ରୀଛାତ୍ର
ରାୟପୁର,୭।୭: ଛତିଶଗଡରେ ବର୍ତ୍ତମାନ ପିଲାମାନେ ଖେଳି ଖେଳି ଅଧ୍ୟୟନ କରିବେ। ବିଦ୍ୟାଳୟ ଶିକ୍ଷାକୁ ଆକର୍ଷଣୀୟ ତଥା ଆଖପାଖର ପରିବେଶ ସହିତ ଯୋଡିବା ପାଇଁ ଭୁପେଶ ବଘେଲା ସରକାର ଏକ ବଡ ଘୋଷଣା କରିଛନ୍ତି। ଶନିବାର ଦିନ ରାଜ୍ୟ ବିଦ୍ୟାଳୟରେ ପିଲାମାନଙ୍କୁ ବ୍ୟାଗଲେସ୍…
ଓଲଟିଲା ବସ୍: ୩ ଯାତ୍ରୀ ମୃତ
ଶ୍ରୀନଗର,୭।୭: ଜମ୍ମୁ-କଶ୍ମୀରର ଉଧାମପୁର ଜିଲାରେ ଗୁରୁବାର ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
୨ ପର୍ଯ୍ୟାୟରେ ହେବ ମହାରାଷ୍ଟ୍ର କ୍ୟାବିନେଟ୍ ସମ୍ପ୍ରସାରଣ
ମୁମ୍ବାଇ ୭।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍ ସମ୍ପ୍ରସାରଣ ଦୁଇଟି ପର୍ଯ୍ୟାୟରେ ହେବ ବୋଲି ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟ ସମ୍ପ୍ରସାରଣ ଜୁଲାଇ ୧୮ ତାରିଖ ପୂର୍ବରୁ ଏବଂ ଦ୍ୱିତୀୟ ପର୍ଯ୍ୟାୟ ରାଷ୍ଟ୍ରପତି ନିର୍ବାଚନ ପରେ ହେବ। ଶିବସେନା ସହ…
ଶିକ୍ଷା ନୀତି ଯୋଗାଇବ ନୂଆ ଦିଶା: ମୋଦି
ବାରାଣସୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରାଣସୀ ଗସ୍ତରେ ଅଛନ୍ତି। ସେ ବାରାଣସୀର ଏଲଟି କଲେଜରେ ଅକ୍ଷୟ ପାତ୍ର କିଚେନ୍ର ଉଦଘାଟନ କରିଥିଲେ। ଏଥିରେ ପ୍ରାୟ ଏକ ଲକ୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଖାଦ୍ୟ ରାନ୍ଧିବାର କ୍ଷମତା ଅଛି। ଏହା ପରେ ପ୍ରଧାନମନ୍ତ୍ରୀ…
ପୋଲିସ ବାବୁଙ୍କ ଦାଦାଗିରି: ଟିଟିଇଙ୍କୁ ନିସ୍ତୁକ ପିଟିଲେ
ପାଟନା,୭।୭: ଭାଗଲପୁର ଇଣ୍ଟରସିଟି ଏକ୍ସପ୍ରେସ୍ରେ ଏକ ଅମାନବୀୟ ଘଟଣା ଘଟିଛି। ଟ୍ରେନ୍ରେ ବିନା ଟିକେଟରେ ଯାତ୍ରା କରୁଥିବା ଜିଆରପି ଏଏସଆଇଙ୍କୁ ବରିଷ୍ଠ ଟିଟିଇ ଟିକେଟ୍ ମାଗିବାରୁ ସେ ତାଙ୍କୁ ନିସ୍ତୁକ ପିଟିଛନ୍ତି। ଏହି ଘଟଣା ପରେ ଟିଟିଇ ଦିନେଶ କୁମାର ସିଂ…
ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ
ବେଙ୍ଗାଲୁରୁ,୭।୭: ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ କର୍ନାଟକରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ଲାଗି ରହିଛି। ତେବେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଆହୁରି ଅତ୍ୟଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ…
ଭାବନାକୁ ବୁଝିବା ଜରୁରୀ,ମହୁଆଙ୍କୁ ମମତାଙ୍କ ପରାମର୍ଶ…
କୋଲକାତା, ୭।୭ : କାଳୀ ଫିଲ୍ମ ପୋଷ୍ଟର ବିବାଦ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀ ସଦସ୍ୟା ମହୁଆ ମୋଇତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ଭାବନାକୁ ବୁଝି ମନ୍ତବ୍ୟ ଦେବା ଉପରେ ମମତା ଗୁରୁତ୍ୱାରୋପ କରିଛନ୍ତି। ମମତା କହିଛନ୍ତି ଭାବନାକୁ ବୁଝାଯାଉ…
ଉଦ୍ଧବଙ୍କୁ ପୁଣି ଝଟ୍କା, ଥାଣେ ନଗର ନିଗମର ୬୬ କର୍ପୋରେଟର ସିନ୍ଦେଙ୍କ ଦଳରେ…
ମୁମ୍ବାଇ, ୭।୭ : ଉଦ୍ଧବ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ମଧ୍ୟରେ ଜାରି ରହିଥିବା ବିବାଦରେ ପ୍ରତିଦିନ ନୂଆ ମୋଡ଼ ଦେଖିବାକୁ ମିଳୁଛି। ଦିନକୁ ଦିନ ଉଦ୍ଧବଙ୍କ ସମର୍ଥକଙ୍କ ସଂଖ୍ୟା କମିବାରେ ଲାଗିଛି। ସମ୍ପ୍ରତି ଥାଣେର ୬୭ ଶିବସେନା କର୍ପୋରେଟରଙ୍କ…
Archives


