Posted inଜାତୀୟ

ରାଜସ୍ଥାନରେ ପ୍ରଥମ ସନ୍ଦିଗ୍ଧ ‘ମଙ୍କିପକ୍ସ’ମାମଲା ଚିହ୍ନଟ

ଜୟପୁର,୨।୮: ରାଜସ୍ଥାନରେ ପ୍ରଥମ ସନ୍ଦିଗ୍ଧ ‘ମଙ୍କିପକ୍ସ’ମାମଲା ଚିହ୍ନଟ ହୋଇଛି। ତେବେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ଆକ୍ରାନ୍ତଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି। ତାଙ୍କୁ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ନମୁନାକୁ ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି ପଠାଯାଇଛି ବୋଲି ରାଜସ୍ଥାନ ବିଶ୍ୱବିଦ୍ୟାଳୟ ସ୍ବାସ୍ଥ୍ୟ ବିଜ୍ଞାନ ଅଧୀକ୍ଷକ ଡକ୍ଟର ଅଜିତ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲଦେଶ ସୀମାରେ ୩.୧୨କୋଟି ଟଙ୍କାର ସୁନା ବିସ୍କୁଟ ଜବତ କଲା ବିଏସଏଫ

ବାରସାତ,୨୭।୮: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲାର ବାଂଲଦେଶ ସୀମାରେ ଥିବା ଏକ ଟ୍ରକରୁ ବିଏସଏଫ ୩.୧୨ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ...

ଭଗବାନ-ଭକ୍ତଙ୍କ ମଧ୍ୟରେ ଲକ୍ଷ୍ମଣ ରେଖା, ମନ୍ଦିରରେ କୀର୍ତ୍ତନ କରିବାରୁ ବାସନ୍ଦ…

ଜୟପୁର,୨୦।୧୦ : ରାଜସ୍ଥାନର ଝାଲାୱାଡ ଜିଲାରେ କେତେକ ଲୋକ ଭଗବାନ ଏବଂ ଭକ୍ତଙ୍କ ମଧ୍ୟରେ ଲକ୍ଷ୍ମଣ ରେଖା ଟାଣିଛନ୍ତି। ଏଠାରେ ଏକ ଗ୍ରାମରେ ଥିବା ମନ୍ଦିରରେ...

କରୋନାଠାରୁ ଲେପ୍ଟୋସ୍ପାଇରୋସିସ ଅଧିକ ବିପଜ୍ଜନକ, ବାରାଣସୀରେ ୧୦ରୁ ଅଧିକ ପିଲା ଆକ୍ରାନ୍ତ,ସତର୍କ ସୂଚନା ଜାରି…

ବାରାଣସୀ,୯।୯ : କରୋନା ଠାରୁ ଅଧିକ ବିପଜ୍ଜନକ ଲେପ୍ଟୋସ୍ପାଇରୋସିସ ବାରାଣସୀରେ ସଂକ୍ରମଣ ହେବାରେ ଲାଗିଛି। ଏହି ରୋଗ ମୂଷା ଦ୍ୱାରା ହୋଇଥାଏ। ଏହା କେବଳ ପିଲାମାନଙ୍କୁ...

ତ୍ରିପୁରାରେ ମତଦାନ ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ମିଶନ-୯୨୯ ଅନ୍ତର୍ଗତ କରିବ ପ୍ରୟାସ…

ନୂଆଦିଲ୍ଲୀ,୧।୧ : ଚଳିତ ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ନିର୍ବାଚନ ଆୟୋଗ ପ୍ରସ୍ତୁତ ହେଉଛି। ଭୋଟରଙ୍କ...

ପାଖରେ ଥିଲା ମାତ୍ର ୩ ଟଙ୍କା, ୪୦ ହଜାର ଟଙ୍କା ଥିବା ବ୍ୟାଗ୍‌ ପାଇ କ’ଣ କଲେ ଏହି ବ୍ୟକ୍ତି ଜାଣନ୍ତୁ

ପୁଣେ,୪।୧୧: ଆଜି ବି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ସଚ୍ଚୋଟପଣିଆ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିଛନ୍ତି। ସେମିତି ଏକ ସଚ୍ଚୋଟ ହୃହୟର...

କମ୍ପାନୀର ୧୨୦୦ ମାଇକ୍ରୋସଫ୍ଟ ୟୁଜର ଆକାଉଣ୍ଟ ଡିଲିଟ୍‌ କରିଦେବାରୁ କର୍ମଚାରୀଙ୍କୁ ଜେଲ

ଓ୍ବାଶିଂଟନ,୨୪।୩ : କମ୍ପାନୀର ସର୍ଭର ହ୍ୟାକ କରିବା ଓ ୧୨୦୦ ମାଇକ୍ରୋସଫ୍ଟ ୟୁଜର ଆକାଉଣ୍ଟ ଡିଲିଟ୍‌ କରିବା ପାଇଁ କମ୍ପାନୀ ପକ୍ଷରୁ ନିଲମ୍ବିତ ହୋଇଥିବା ଜଣେ...

କୋଇଲା ପରିବହନ ଲାଗି ଯାତ୍ରୀବାହୀ ଟ୍ରେନ୍‌ ବାତିଲ

ନୂଆଦିଲ୍ଲୀ,୨୯।୪: ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକୁ ତୁରନ୍ତ କିଭଳି କୋଇଲା ପରିବହନ ହୋଇପାରିବ ସେନେଇ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ତେଣୁ ସରକାର କିଛି ଯାତ୍ରୀବାହୀ...

ମହାଗୁନ ବିଲଡର ଅଫିସରେ ଡକାୟତି, ୬ଶହ କେଜି ଟ୍ରେଜେରୀକୁ ଉଠାଇନେଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ,୨୯।୪: ନୂଆଦିଲ୍ଲୀର ଗ୍ରେଟର ନୋଏଡା ସେକ୍ଟରରେ ଥିବା ମହାଗୁନ ବିଲଡର ଅଫିସରେ ଡକାୟତି ହୋଇଛି। ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କାନ୍ଥ ଡେଇଁ ଅଫିସ...

Advertisement
Archives

Model This Week