ଜାତୀୟ

କୋଭିଡ୍‌ ଟିକାକରଣ ପରେ ସିଏଏ ଲାଗୁ ହେବ: ଶାହା

ନୂଆଦିଲ୍ଲୀ,୩ା୮: ଦେଶରେ କୋଭିଡ୍‌ ଟିକାକରଣ ଅଭିଯାନ ଶେଷ ହେବା ପରେ ନାଗରିକତ୍ୱ (ସଂଶୋଧନ) ଆଇନ(ସିଏଏ) ଲାଗୁ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ଉକ୍ତ ଆଇନ ଅନୁଯାୟୀ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ବେଆଇନ ଭାବେ ଆସି ଭାରତରେ…

ଦରଦାମ୍‌ ବଢ଼ିଛି ଏହା ସତ୍ୟ, ଆମେ ପଳାୟନ କରୁନୁ, କହିଲେ ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ, ୨।୮ : ଦେଶରେ ଦରଦାମ୍‌ ବଢ଼ିଛି। ଏହା ସତ୍ୟ। ଆମେ ଏଥିରୁ ପଳାୟନ କରୁନୁ ବୋଲି ରାଜ୍ୟ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଦରଦାମ୍‌ ବୃଦ୍ଧି ବିତର୍କ ସମୟରେ କହିଛନ୍ତି। ଆମର ଦରଦାମ ବୃଦ୍ଧିର ଏକ ବ୍ୟାଣ୍ଡ୍‌ ରହିଥାଏ। ମହଙ୍ଗା…

ଯାଞ୍ଚ୍‌ରେ କାହିଁକି ହେଉଛି ବିଳମ୍ବ,ଦୁର୍ନୀତି ନିବାରଣ ଶାଖାଠାରୁ ଜବାବ ଲୋଡିଲେ ଉପରାଜ୍ୟପାଳ…

ନୂଆଦିଲ୍ଲୀ, ୨।୮ : ବିଭିନ୍ନ ଦୁର୍ନୀତି କ୍ଷେତ୍ରରେ ବିଳମ୍ବ ହେବାର କାରଣ ସମ୍ପର୍କରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସସେନା ଦୁର୍ନୀତି ନିବାରଣ ଶାଖାଠାରୁ ଜବାବ ଲୋଡିଛନ୍ତି। ଏଭଳି ମାମଲାର ତଦନ୍ତ ସମୟରେ ସତର୍କତା ସହିତ ଉପଯୁକ୍ତ କାର୍ଯ୍ୟପ୍ରଣାଳୀ ଗ୍ରହଣ ଉପରେ…

ଜୁନ୍‌ରେ ୨୨ ଲକ୍ଷରୁ ଅଧିକ ଭାରତୀୟଙ୍କ ହ୍ବାଟସଆପ୍‌ ଆକାଉଣ୍ଟ୍‌ ନିଷିଦ୍ଧ…

ନୂଆଦିଲ୍ଲୀ, ୨।୮ : ଜୁନ ୨୦୨୨ରେ ହ୍ଟାଟସ୍‌ଆପ୍‌ ୨୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଆକାଉଣ୍ଟକୁ ନିଷିଦ୍ଧ କରିଛି। ବ୍ୟବହାରକାରୀଙ୍କଠାରୁ ଆସିଥିବା ଅଭିଯୋଗ ଆଧାରରେ ଏବଂ ନୀତିକୁ ଉଲ୍ଲଂଘନକୁ ଚିହ୍ନଟ କରିବା ନେଇ ମେଟା ମାଲିକାନା ମେସେଜିଂ ପ୍ଲାଟଫର୍ମ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

୮୧ ଚାଇନା ନାଗରିକଙ୍କୁ ଭାରତ ଛାଡ଼ିବାକୁ ଦିଆଯାଇଛି ନୋଟିସ୍‌

ନୂଆଦିଲ୍ଲୀ,୨।୮: ସଂସଦର ଚାଲିଥିବା ମୌସୁମୀ ଅଧିବେଶନ ସମୟରେ ମଙ୍ଗଳାବର ଲୋକ ସଭାରେ ଭାରତ ଆସିଥିବା ଚାଇନା ନାଗରିକଙ୍କ ବିଷୟରେ ସରକାର ସୂଚନା ଦେଇଛନ୍ତି। ଗତ ୨ବର୍ଷ ମଧ୍ୟରେ ୮୧ ଜଣ ଚାଇନା ନାଗରିକଙ୍କୁ ଭାରତ ଛାଡିବାକୁ ନୋଟିସ ଦିଆଯାଇଛି ବୋଲି କେନ୍ଦ୍ର…

ମାଳଦ୍ୱୀପକୁ ସହାୟତା ଯୋଗାଇବ ଭାରତ, ଦ୍ୱିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ…

ନୂଆଦିଲ୍ଲୀ, ୨।୮ : ଚାରି ଦିନିଆ ଗସ୍ତରେ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ଭାରତ ଆସିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ବୈଠକ ପରେ ଉଭୟ ନେତାଙ୍କ ଉପସ୍ଥିତିରେ ଅନେକ ଦ୍ୱିପାକ୍ଷିକ ଚୁକ୍ତିନାମା…

ଭୟଭୀତ ହୁଅ ନାହିଁ, ସତର୍କତା ଅବଲମ୍ବନ କର: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨।୮: କରୋନା ସଂକ୍ରମଣ ନ ସରୁଣୁ ଦେଶରେ ଏବେ ମଙ୍କିପକ୍ସ ବିପଦ ଏବଂ ପଜିଟିଭ୍‌ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ ୮ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏଭଳି ପରିସ୍ଥିତିରେ ସଂସଦରେ ମୌସୁମୀ ଅଧିବେଶନ ସମୟରେ ସ୍ବାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ…

ରାଷ୍ଟ୍ରପତିଙ୍କ ଡାକ୍ତର ଭାବେ ନିଯୁକ୍ତ ହେଲେ ଲ୍ୟୁଟନାଟ ଜେନେରାଲ ଦଲଜିତ ସିଂ…

ନୂଆଦିଲ୍ଲୀ, ୨।୮ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡାକ୍ତର ଭାବେ ଭାରତୀୟ ସେନାର ଲ୍ୟୁଟନାଟ ଜେନେରାଲ ଦଲଜିତ ସିଂଙ୍କୁ ନିଯୁକ୍ତ କରାଯାଇଛି। ଏସମ୍ପର୍କରେ ଭାରତୀୟ ସେନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦଲଜିତ ୧୭ ଡିସେମ୍ବର୧୯୮୩ ରେ ବାୟୁସେନାରେ ନିଯୁକ୍ତ ହୋଇଥିଲେ।…

ଆଉ ଜଣେ ପଞ୍ଜାବୀ ଗାୟକଙ୍କୁ ମିଳିଲା ହତ୍ୟା ଧମକ: ମୁଖ୍ୟମନ୍ତ୍ରୀ-ପୋଲିସକୁ ଚିଠି ଲେଖି ମାଗିଲେ ସୁରକ୍ଷା

ଚଣ୍ଡିଗଡ଼,୨।୮: ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେ ଓ୍ବାଲାଙ୍କୁ ହତ୍ୟା କରାଯିବାର ୨ମାସ ପରେ ଆଉ ଜଣେ ଗାୟକଙ୍କୁ ହତ୍ୟା ଧମକ ମିଳିଛି। ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପଞ୍ଜାବୀ ଗାୟକ ତଥା ଗୀତିକାର ଜାନି ପୋଲିସର ସୁରକ୍ଷା…

ଭାରତ-ମାଳଦ୍ୱୀପ ମଧ୍ୟରେ ୬ଚୁକ୍ତିନାମା ସ୍ବାକ୍ଷରିତ

ନୂଆଦିଲ୍ଲୀ,୨।୮: ଦିଲ୍ଲୀରେ ମଙ୍ଗଳବାର ହୋଇଥିବା ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ସୋଲିହଙ୍କ ମଧ୍ୟରେ ଦୁଇ ଦେଶ ୬ଟି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ନିର୍ମାଣ କ୍ଷମତା, ସାଇବର ସୁରକ୍ଷା, ଗୃହ, ବିପର୍ଯ୍ୟୟ ପରିଚାଳନା ଏବଂ…

ସୁପରଟେକ୍‌ ଟୁଇନ୍‌ ଟାଓ୍ବାର ଭଙ୍ଗାରେ ସମସ୍ୟା,ବିସ୍ଫୋରକ ସାମଗ୍ରୀ ପାଇଁ ମିଳିଲାନି ଏନଓସି…

ନୋଏଡା, ୨।୮ : ନୋଏଡାର ସେକ୍ଟର -୯୩ -ଏ ରେ ଅବସ୍ଥିତ ସୁପରଟେକ ଏମେରାଲ୍ଡ କୋର୍ଟର କୋଠାଗୁଡ଼ିକୁ ଅଗଷ୍ଟ ୨୧ ଅପରାହ୍ନ ୨ଟା ୩୦ ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭାଙ୍ଗିବାକୁ ପଡିବ। ତେବେ ଏନଓସି ନ ଥିବାରୁ ମଙ୍ଗଳବାର ବିସ୍ଫୋରକ…

ସିବିଆଇ କୋର୍ଟରୁ ଲାଲୁଙ୍କୁ ଆଶ୍ୱସ୍ତି: ଚିକିତ୍ସା ପାଇଁ ଯାଇପାରିବେ ସିଙ୍ଗାପୁର

ପାଟନା,୨।୮: ବିହାର ରାଜଧାନୀ ପାଟନା ହାଇକୋର୍ଟ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ସେ ଚିକିତ୍ସା ପାଇଁ ସିଙ୍ଗାପୁର ଯାଇପାରିବେ। ମଙ୍ଗଳବାର ସିବିଆଇ କୋର୍ଟ ତାଙ୍କୁ ସିଙ୍ଗାପୁର ଯିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?