Posted inଜାତୀୟ

ଥମୁନି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨।୮: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩,୭୩୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪,୪୦,୫୦,୦୦୯ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୪,୩୩,୮୩,୭୮୭ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୧,୩୯,୭୯୨ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୨୬,୪୩୦କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡରେ ବଢ଼ୁଛି ଭାଜପା ଅଡ଼ୁଆ

ରାଞ୍ଚି,୧୭ା୧୧(ପି.ଟି./ ଆଇଏଏନ୍‌ଏସ୍‌): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଦୁଇ ସପ୍ତାହରୁ କମ୍‌ ସମୟ ବାକି ଥିବାବେଳେ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)...

ଇଣ୍ଡିଆନ୍‌ ଅଏଲ୍‌ ରିଫାଇନେରିରେ ଭୟଙ୍କର ଅଗ୍ନିକାଣ୍ଡ

ହଳଦିଆ,୨୧।୧୨- ପଶ୍ଚିମବଙ୍ଗର ହଳଦିଆରେ ଥିବା ଇଣ୍ଡିଆନ୍‌ ଅଏଲ୍‌ ରିଫାଇନାରିରେ ମଙ୍ଗଳବାର ଅପରାହ୍ନ ୩ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୪...

ଯୁବ କଂଗ୍ରେସର ଅଧ୍ୟକ୍ଷଙ୍କ ଉପରେ ନିର୍ଯାତନାର ଅଭିଯୋଗ ଆଣି ଦଳରୁ ବହିଷ୍କାର ହେଲେ ଅଙ୍ଗକିତା

ନୂଆଦିଲ୍ଲୀ, ୨୨।୪: ଭାରତୀୟ ଜାତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀନିବାସ ବିବିଙ୍କ ଉପରେ ନିର୍ଯାତନାର ଅଭିଯୋଗ ଆଣିଛନ୍ତି ତାଙ୍କ ସହଯୋଗୀ ତଥା ଆସାମ ଯୁବ...

ବଜେଟ୍‌ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ: ଆର୍‌ଟିପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୩୦।୧: ଜାନୁୟାରୀ ୩୧ରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ପାଇଁ ରବିବାର ରାଜ୍ୟ ସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁଙ୍କ ସହ ଲୋକ ସଭା...

ସରକାରଙ୍କୁ ସମାଲୋଚନା ବିରୋଧ ନୁହେଁ

ନୂଆଦିଲ୍ଲୀ,୬ା୪: ମାଲାୟାଲମ୍‌ ନ୍ୟୁଜ୍‌ ଚ୍ୟାନେଲ ମିଡିଆଓ୍ବାନ୍‌ ଉପରେ କେନ୍ଦ୍ର ସରକାର ଜାରି କରିଥିବା ପ୍ରସାରଣ କଟକଣାକୁ ବୁଧବାର ସୁପ୍ରିମକୋର୍ଟ ହଟାଇଦେଇଛନ୍ତି। ଏଥିସହ ଉକ୍ତ ଚ୍ୟାନେଲର ଲାଇସେନ୍ସକୁ...

ଜିଏସଟିରେ ପରିବର୍ତ୍ତନ କରିବୁ…..କର୍ନାଟକରେ ଏମିତି କହିଲେ ରାହୁଲ ଗାନ୍ଧୀ

ବେଙ୍ଗାଲୁରୁ,୨୪।୪: କର୍ନାଟକ ବିଧାନ ସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତେବେ କଂଗ୍ରେସ ପୁଣି ରାଜ୍ୟରେ ଶାସନକୁ ଫେରିବା ପାଇଁ...

ନୂଆବର୍ଷ ପୂର୍ବରୁ କାରଗିଲ୍‌ ବାସିନ୍ଦାଙ୍କୁ ଉପହାର: ୧୦୪ ଘରେ ବିଦ୍ୟୁତ୍‌ ସଂଯୋଗ

ଶ୍ରୀନଗର,୨୮।୧୨: ନୂଆବର୍ଷ ପୂର୍ବରୁ କାରଗିଲ୍‌ ବାସିନ୍ଦାଙ୍କୁ ଉପହାର ମିଳିଛି। ଏଠାରେ ଥିବା ୧୦୪ ଘରେ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ସୋଲାର ପ୍ୟାନେଲ ସ୍ଥାପନ କରାଯାଇ ଏସବୁ...

ସଂରକ୍ଷଣ ଦାବିରେ ବିକ୍ଷୋଭ

ଭରତପୁର,୨୩।୪: ସରକାରୀ ନିଯୁକ୍ତି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଲଗା ୧୨ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି ନେଇ ମାଲି ସମ୍ପ୍ରଦାୟର ସଦସ୍ୟମାନେ ଶନିବାର ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

Advertisement
Archives

Model This Week