ଜିନ୍ଦଲ, ହିଣ୍ଡାଲ୍କୋକୁ ମିଳିଲା ଓଡ଼ିଶାର ୨ କୋଲ୍ ବ୍ଲକ୍
ନୂଆଦିଲ୍ଲୀ,୧୨ା୨: ବ୍ୟବସାୟିକ ବ୍ୟବହାର ପାଇଁ କୋଲ୍ ବ୍ଲକ୍ ନିଲାମିର ଦ୍ୱିତୀୟ ଓ ତୃତୀୟ ଦିନରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାଓ୍ବାରକୁ ଓଡ଼ିଶାର ଉତ୍କଳ-ସି କୋଇଲା ଖଣି ମିଳିଥିବାବେଳେ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ମୀନାକ୍ଷୀ ଖଣି ପାଇଁ ସର୍ବୋଚ୍ଚ ବିଡିଂ କରିଛି। ସେହିପରି...
ବିଶାଖାପାଟଣା ସ୍ଥାନାନ୍ତର ହୋଇପାରେ ଆନ୍ଧ୍ରପ୍ରଦେଶ ରାଜଧାନୀ
ନୂଆଦିଲ୍ଲୀ,୧୧।୨: ତେଲୁଗୁ ନୂଆବର୍ଷ ଉଗାଡ଼ି ସମୟରେ କିମ୍ବା ଏହା ପରେ ଆନ୍ଧ୍ରପ୍ରଦେଶ ରାଜଧାନୀ ଅମରାବତୀରୁ ବିଶାଖାପାଟଣା ସ୍ଥାନାନ୍ତର ହୋଇପାରେ। ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ଜଗନମୋହନ ରାଜଧାନୀ ସ୍ଥାନାନ୍ତର ପାଇଁ ଏକ ପ୍ରକାର ମନ ସ୍ଥିର କରିଥିବା ଜଣାପଡ଼ିଛି। ସେ ୩ ରାଜଧାନୀ...
ଯବାନଙ୍କ ଉପରକୁ ଗ୍ରେନେଡ୍ ଫିଙ୍ଗିଲେ ଆତଙ୍କବାଦୀ: ଜଣେ ଶହୀଦ, ୪ ଆହତ
ବାନ୍ଦିପୋରା,୧୧।୨: ଉତ୍ତର କାଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶୁକ୍ରବାର ଜଣେ ଏସ୍ପିଓର ଯବାନ ଶହୀଦ ହୋଇଛନ୍ତି। ଏଥିସହ ୪ ଜଣ ଯବାନ ଆହତ ହେବାର ଖବର ମିଳିଛି। ତେବେ ଆତଙ୍କବାଦୀଙ୍କ ଗ୍ରେନେଡ୍ ସାହାର୍ଯ୍ୟରେ ସୁରକ୍ଷାକର୍ମୀଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ।...
ପରିବାରବାଦକୁ ନେଇ ବିରୋଧିଙ୍କୁ ଟାର୍ଗେଟ କଲେ ମୋଦି
କାସଗଞ୍ଜ,୧୧ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କାସଗଞ୍ଜର ପଟିୟାଲିରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଆଜି ପଣ୍ଡିତ ଦିନଦୟାଲଙ୍କ ପୂଣ୍ଣ୍ୟତିଥି । ପଣ୍ଡିତ ଦିନଦୟାଲଙ୍କ ସାରା ଜୀବନ ଦେଶ ସେବାରେ ସମର୍ପିତ ହୋଇଥିଲା...
ଯୋଗୀଙ୍କ ନିଷ୍ପତ୍ତି: ସୁର ସାମ୍ରାଜ୍ଞୀଙ୍କ ନାଁରେ ହେବ ସ୍ବତନ୍ତ୍ର ଛକ
ଲକ୍ଷ୍ନୌ,୧୧।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାରକୁ ଜୋରଦାର କରାଯାଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଦଳ ନାନାପ୍ରକାରର ଯୋଜନାମାନ ଘୋଷଣା କରୁଛନ୍ତି। ଏହିକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ପଛରେ ନାହାନ୍ତି। ସୁର ସାମ୍ରାଜ୍ଞୀ ଲତା...
ଜବରଦଖଲ ଉଚ୍ଛେଦ ବେଳେ ମାଜିଷ୍ଟ୍ରେଟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ
ପାଟଣା,୧୧।୨: ଜବରଦଖଲ ଉଚ୍ଛେଦ ପାଇଁ ପୋଲିସ ଫୋର୍ସ ସହ ଯାଇଥିବା ମାଜିଷ୍ଟ୍ରେଟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ବିହାରର ପାଟଣା ନଗରନିଗମ ଅଧୀନ ଖାଜେକଲା ଥାନା ଅଞ୍ଚଳରେ ଘଟିଛି। ଏହାର ଭିଡିଓ ଭାଇରାଲ ହୋଇଛି।...
ଦେଶରେ ୧୧ପ୍ରତିଶତ ବଢ଼ିଛି ସାଇବର ଅପରାଧ: ରିପୋର୍ଟ
ନୂଆଦିଲ୍ଲୀ,୧୧।୨: ଦେଶରେ ସାଇବର ଅପରାଧ ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏନ୍ସିଆରବି ରିପୋର୍ଟ ଅନୁଯାୟୀ, ୨୦୨୦ରେ ସାଇବର ଅପରାଧ ୧୧ପ୍ରତିଶତ ବୃଦ୍ଧି ପାଇଛି। ଏନେଇ ଗୃହ ମନ୍ତ୍ରଣାଳୟ ସଂସଦୀୟ କମିଟିକୁ ସୂଚନା ଦେଇଛି। ଏନ୍ସିଆରବି ରିପୋର୍ଟ...
୪,୩୫୫ ପ୍ରବାସୀ ଭାରତୀୟଙ୍କ ଜୀବନ ନେଇଛି କରୋନା
ନୂଆଦିଲ୍ଲୀ,୧୧।୮: ମହାମାରୀ କରୋନାରେ ୮୮ଟି ଦେଶରେ ୪, ୩୫୫ ପ୍ରବାସୀ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସାଉଦି ଆରବରେ ସର୍ବାଧିକ ୧୨୩୭ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ୟୁଏଇରେ ୮୯୪ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟସଭାରେ କେନ୍ଦ୍ର ବିଦେଶ ବ୍ୟାପାର...
ପ୍ରଚାରରେ ଇମୋସନାଲ କାର୍ଡ ଖେଳିଲେ ସିଦ୍ଧୁଙ୍କ ଲଳନା
ଅମୃତସର,୧୧।୨: ବିଧାନସଭା ନିର୍ବାଚନ ପାଇଁ ପଞ୍ଜାବ ରାଜନୀତି ସରଗରମ ହୋଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାର୍ଥୀମାନେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହିକ୍ରମରେ ପଞ୍ଜାବ ଅମୃତସରର ପୂର୍ବ ବିଧାନସଭା ଆସନରୁ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ୁଥିବା ନବଜୋତ ସିଦ୍ଧୁ ମଧ୍ୟ...
ଅତିଥି ଅଧ୍ୟାପକରେ ଚାଲିଛି ବିଶ୍ୱବିଦ୍ୟାଳୟ
ନୂଆଦିଲ୍ଲୀ,୧୧।୨: କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ମୋଟ ୧୫୪ ପଦବୀରୁ ୧୩୭ ପଦବୀ ଖାଲି ପଡ଼ିଛି। ଏହାକୁ ନେଇ ବିଜେଡି ଏମ୍ପି ସୁଜିତ କୁମାର ରାଜ୍ୟ ସଭାରେ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ଦିଗରେ...
ଏୟାରଟେଲ୍ ସେବା ଠପ୍
ନୂଆଦିଲ୍ଲୀ,୧୧।୨:ଦିଲ୍ଲୀ, ଜୟପୁର, କୋଲକାତା ଭଳି ଦେଶର ଅନେକ ସହରରେ ଏୟାରଟେଲ ସେବା ଠପ୍ ହୋଇଯାଇଛି। ଏୟାରଟେଲ ଟୁଇଟ କରି କହିଛି ଯେ, ଆମର ଇଣ୍ଟରନେଟ ସେବା ସାମୟିକ ଭାବରେ ବାଧାପ୍ରାପ୍ତ ହୋଇଛି ଏବଂ ଆପଣଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ...
‘ମଇଁଷି ଚୋରି କରି ଜେଲ୍ରେ, ମଣିଷ ମାରି ବାହାରେ’
ଲକ୍ଷ୍ନୌ,୧୧।୨:ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବ ଶୁକ୍ରବାର ନିର୍ବାଚନୀ ପ୍ରଚାର ପାଇଁ ରାମପୁରରେ ପହଞ୍ଚିଥିଲେ। ଶାହାବାଦରେ ଦଳୀୟ ପ୍ରାର୍ଥୀ ବିଜୟ ସିଂଙ୍କ ପାଇଁ ଆୟୋଜିତ ଏକ ନିର୍ବାଚନୀ ସଭାରେ ଅଖିଳେଶ ଏବେ ଜେଲ୍ରେ ବନ୍ଦ ଥିବା ଦଳର ବରିଷ୍ଠ ନେତା...
Archives


