ଜାତୀୟ

ସୁପ୍ରିମ୍‌କୋର୍ଟଙ୍କ ସ୍ପଷ୍ଟୀକରଣ, ଆମ ପର୍ଯ୍ୟନ୍ତ ପ୍ରତି ମାମଲା ଆସିଲେ ୫୦୦ ବର୍ଷରେ ବି ଶେଷ ହେବନି ଶୁଣାଣି…

ନୂଆଦିଲ୍ଲୀ, ୪।୮ : ବିଚାରାଧୀନ ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସୁପ୍ରିମକୋର୍ଟର ଜଷ୍ଟିସ ସଞ୍ଜୟ କିଶନ କୌଲ କୋର୍ଟର ସଦସ୍ୟମାନଙ୍କୁ କହିଛନ୍ତି। ଏଥି ସହ ସେ କହିଛନ୍ତି ଯେ ଯଦି ପ୍ରତ୍ୟେକ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଆସେ, ତେବେ ୫୦୦ ବର୍ଷ…

‘ଆମେ ନରେନ୍ଦ୍ର ମୋଦିଙ୍କୁ ଡରିନାହୁଁ, ଯାହା କରିବାର ଅଛି କର’

ନୂଆଦିଲ୍ଲୀ,୪।୮: ନ୍ୟାଶନାଲ ହେରାଲ୍ଡ କାର୍ଯ୍ୟାଳୟକୁ ସିଲ କରାଯିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ‘ଶୁଣ, ଆମେ ନରେନ୍ଦ୍ର ମୋଦିଙ୍କୁ ଭୟ କରୁନାହୁଁ। ଯାହା କରିବାର ଅଛି, ତାହା କର। କିଛି ଫରକ…

୪୯ ତମ ପ୍ରଧାନ ବିଚାରପତି ଲଳିତଙ୍କ କାର୍ଯ୍ୟକାଳ ହେବ ୭୪ ଦିନର…

ନୂଆଦିଲ୍ଲୀ, ୪।୮ : ପ୍ରଧାନ ବିଚାରପତି ଏନ.ଭି ରମନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ପାଇଁ ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ ୟୁୟୁ ଲଳିତଙ୍କ ନାମ ସୁପାରିଶ କରିଛନ୍ତି। ଏହାପୂର୍ବରୁ ଆଇନ ମନ୍ତ୍ରୀ ରମନାଙ୍କୁ ଚିଠି ଲେଖି ତାଙ୍କ ଉତ୍ତରାଧିକାରୀ କିଏ ହେବ…

ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଭାଜପା ଏମ୍‌ପି : କଟିଲା ୪୧ ହଜାର ଟଙ୍କା ଚାଲାଣ 

ନୂଆଦିଲ୍ଲୀ,୪।୮: ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ମନୋଜ ତିୱାରୀ ଟ୍ରାଫିକ ନିୟମ ଭାଙ୍ଗିବା ମହଙ୍ଗା ପଡିଛି। ବିନା ହେଲମେଟରେ ବାଇକ ଚଳାଇବା ସମେତ ଅନ୍ୟ କେତେକ ନିୟମକୁ ଭାଙ୍ଗିବା ଅପରାଧରେ ଦିଲ୍ଲୀ ପୋଲିସ ତାଙ୍କ ନାଁରେ ୪୧ ହଜାର ଟଙ୍କା…

ସଂସଦରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଭଜ୍ଜି, ସଭାପତି କଲେ ପ୍ରଶଂସା

ନୂଆଦିଲ୍ଲୀ,୪।୮: ପ୍ରସିଦ୍ଧ କ୍ରିକେଟର ତଥା ଏଏପି ଏମ୍‌ପି ହରଭଜନ ସିଂ ରାଜ୍ୟ ସଭାରେ ଆଫଗାନିସ୍ତାନ ପ୍ରସଙ୍ଗ ଉଠାଇଥିଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଆଫଗାନିସ୍ତାନର ଶିଖ ଏବଂ ଗୁରୁଦ୍ୱାର ଉପରେ ହୋଇଥିବା ଆକ୍ରମଣ ବିଷୟରେ କହିଥିଲେ ଏବଂ ଏଥିପ୍ରତି ଦୃଷ୍ଟି…

ଉଦ୍ଧବଙ୍କୁ ଆଶ୍ୱସ୍ତି, ନିର୍ବାଚନ ଚିହ୍ନ ସମ୍ପର୍କରେ ଫଇସଲା କରନ୍ତୁନି ନିର୍ବାଚନ ଆୟୋଗ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୪।୮ : ସୁପ୍ରିମକୋର୍ଟରେ ଉଦ୍ଧବ ଠାକରେଙ୍କୁ ଆଶ୍ୱସ୍ତି ପ୍ରଦାନ କରାଯାଇଛି। ଏବେ ନିର୍ବାଚନ ଚିହ୍ନ ଉପରେ ନିର୍ବାଚନ ଆୟୋଗ(ଇସି) କୌଣସି ନିଷ୍ପତ୍ତି ନେବେ ନାହିଁ ବୋଲି କୋର୍ଟ କହିଛନ୍ତି। ଏଥି ସହିତ କୋର୍ଟ ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନ…

ପରବର୍ତ୍ତୀ ସିଜେଆଇ ପାଇଁ ଲଲିତଙ୍କ ନାମ ସୁପାରିଶ କଲେ ରମନା…

ନୂଆଦିଲ୍ଲୀ, ୪।୮ : ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଏନ.ଭି. ରମନା ଗୁରୁବାର ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ ନାମ ଉତ୍ତରାଧିକାରୀ ଭାବରେ ସୁପାରିଶ କରିଛନ୍ତି। ଏହାଦ୍ୱାରା ଜଷ୍ଟିସ ଲଲିତ ଭାରତର ୪୯ ତମ ପ୍ରଧାନ ବିଚାରପତି ହେବେ। ଏହା ଲକ୍ଷ୍ୟ କରାଯାଇପାରେ…

ଭାଜପା ଗଣତନ୍ତ୍ର ରାଜନୀତି ଛାଡ଼ି ଆପଣେଇଛି ଧନବଳ ରାଜନୀତି, ହେମନ୍ତ ସୋରେନଙ୍କ ସମାଲୋଚନା…

ରାଞ୍ଚି, ୪।୮ : ଝାଡଖଣ୍ଡରେ କଂଗ୍ରେସ ବିଧାୟକମାନଙ୍କୁ ଟଙ୍କା ଦେବା ପଛରେ କ’ଣ ରହସ୍ୟ ରହିଛି ଏବଂ କେଉଁ ଷଡଯନ୍ତ୍ର କରାଯାଇଛି ତାହାର ତଦନ୍ତ ପଣ୍ଚିମବଙ୍ଗ ସିଆଇଡି କରୁଛି। ଏନେଇ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ ସବୁକିଛି ପଛରେ…

କିଏ ହେବେ ପ୍ରଧାନ ବିଚାରପତି, ରମନାଙ୍କଠାରୁ ଉତ୍ତରାଧିକାରୀଙ୍କ ସୁପାରିଶ ମଗାଇଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୪।୮ : କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ତାଙ୍କ ଉତ୍ତରାଧିକାରୀଙ୍କୁ ସୁପାରିଶ କରିବାକୁ ଭାରତର ପ୍ରଧାନ ବିଚାରପତି ଏନ.ଭି. ରମନାଙ୍କୁ ଚିଠି ଲେଖିଛନ୍ତି। ବୁଧବାର ରାତି ୯ଟା ୩୦ ରେ ଏହି ଚିଠି ଗ୍ରହଣ କରାଯାଇଛି…

୧୫ ଅଗଷ୍ଟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ଆଇବି ଜାରି କଲା ସତର୍କ ସୂଚନା…

ନୂଆଦିଲ୍ଲୀ, ୪।୮ : ଭାରତ ୭୫ ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛି। ଏହି ସମୟରେ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି) ଦିଲ୍ଲୀ ପୋଲିସକୁ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ସମ୍ପର୍କରେ ସତର୍କ ରହିବାକୁ କହିଛି। ଖବର ମୁତାବକ ବ୍ୟୁରୋ ଦ୍ୱାରା ୧୦ ପୃଷ୍ଠାର…

୩୦ ବର୍ଷ ହେବ ନିଖୋଜ ଥିଲେ ସ୍ବାମୀ, ୨ ଚିହ୍ନରୁ ଜାଣିଲେ ସ୍ତ୍ରୀ: ଆଉ ତା’ପରେ…

ପାଟନା,୪।୮:ବିବାହର ବକ୍ସର ଜିଲାରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ୩୦ ବର୍ଷ ହେବ ନିଖୋଜ ଥିବା ସ୍ବାମୀଙ୍କୁ ପାଇଛନ୍ତି ସ୍ତ୍ରୀ। ଆଉ ତା’ପରେ ଧୂମଧାମରେ ଉଭୟଙ୍କ ମଧ୍ୟରେ ହୋଇଛି ପୁଣିଥରେ ବିବାହ। ହୁଏତ ଏହା ଏକ ଫିଲ୍ମ କାହାଣୀ ପରି…

ଭାଜପାକୁ ଟାର୍ଗେଟ କଲେ ବାବୁଲ ସୁପ୍ରିୟୋ, କେନ୍ଦ୍ରରେ ୮ ବର୍ଷ ହେଲା ନାହାନ୍ତି ବଙ୍ଗୀୟ ମନ୍ତ୍ରୀ…

ନୂଆଦିଲ୍ଲୀ, ୪।୮ : ତୃଣମୂଳ କଂଗ୍ରେସର ନେତା ତଥା ବୁଧବାର ପଶ୍ଚିମବଙ୍ଗର ମମତା ସରକାରରେ ମନ୍ତ୍ରୀ ହୋଇଥିବା ବାବୁଲ ସୁପ୍ରିୟୋ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି। ତୃଣମୂଳରେ ଯୋଗଦେବା ଏବଂ ମନ୍ତ୍ରୀ ହେବା ପାଇଁ ସମାଲୋଚନାର ଜବାବ ଦେଇ ସୁପ୍ରିୟୋ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?