ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ
ନୂଆଦିଲ୍ଲୀ,୧୨ା୨ପି.ଟି.): ସାଧାରଣ ବଜେଟ ଓ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ପରେ ପାର୍ଲାମେଣ୍ଟ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇଛି। ଜାନୁୟାରୀ ୩୧ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହୋଇଥିଲା...
ବିଚାରପତି ଗଣେଦିଓ୍ବାଲାଙ୍କ ଇସ୍ତଫା
ମୁମ୍ବାଇ,୧୨ା୨: ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ପ୍ରସଙ୍ଗରେ ଲଗାତର ବିବାଦୀୟ ରାୟ ଦେବା ଜଣେ ମହିଳା ବିଚାରପତିଙ୍କୁ ମହଙ୍ଗା ପଡ଼ିଛି। ‘ସ୍କିନ୍-ଟୁ-ସ୍କିନ୍ କଣ୍ଟାକ୍ଟ’ ରାୟକୁ ନେଇ ଚର୍ଚ୍ଚିତ ଓ ସମାଲୋଚିତ ଜଷ୍ଟିସ୍ ପୁଷ୍ପା...
ଲଦାଖ ଲୋକଙ୍କୁ ଅଟକାଇଲା ପିଏଲ୍ଏ
ନୂଆଦିଲ୍ଲୀ,୧୨ା୨(ଆଇଏଏନ୍ଏସ୍): ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍ଏ) ସୈନ୍ୟମାନେ ଗତ ମାସରେ ଲଦାଖକୁ ଅନୁପ୍ରବେଶ କରି ସ୍ଥାନୀୟ ଲୋକଙ୍କୁ ଗୋରୁ ଚରାଇବାକୁ ଛାଡ଼ି ନ ଥିଲେ। ଏନେଇ ନ୍ୟୋମା ଅଞ୍ଚଳର ପୂର୍ବତନ ଭାଜପା କାଉନସିଲର ଉର୍ଗାଇନ୍ ଚୋଡନ୍ ଶୁକ୍ରବାର ଏହି...
ପଞ୍ଜାବ ବିଧାନସଭା ନିର୍ବାଚନ: କଂଗ୍ରେସ ଜିତିଲେ ସିଦ୍ଧୁ ହେବେ ସୁପର ସିଏମ୍
ଚଣ୍ଡିଗଡ଼,୧୨ ।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ବିଧାନସଭା ନିର୍ବାଚନକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛନ୍ତି । ଏହି ଘୋଷଣାର କିଛିଦିନ ପରେ ଏବେ ଦଳର ଏମ୍ପି ରବନୀତ ସିଂ ବିଟ୍ଟୁ...
୨୫% ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା
ଚଣ୍ଡିଗଡ଼,୧୨ା୨: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ୧୧୭ ନିର୍ବାଚନମଣ୍ଡଳୀ ମଧ୍ୟରୁ ୫୭ ଆସନ (୪୯%)ରେ ୩ କିମ୍ବା ତଦୂର୍ଦ୍ଧ୍ୱ ପ୍ରାର୍ଥୀ ସେମାନଙ୍କ ନାମରେ ଆପରାଧିକ...
ରାହୁଲଙ୍କୁ ରାଜୀବଙ୍କ ପୁଅ ବୋଲି ପ୍ରମାଣ ମାଗିଛୁ କି
ନୂଆଦିଲ୍ଲୀ,୧୨ା୨: ଆସାମ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ହିମନ୍ତ ବିଶ୍ୱଶର୍ମା ଦଳୀୟ ନିର୍ବାଚନ ପ୍ରଚାର ପାଇଁ ଶୁକ୍ରବାର ଉତ୍ତରାଖଣ୍ଡ ଯାଇଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାହୁଲ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ...
ୟୁପିରେ ପ୍ରିୟଙ୍କା ଗାନ୍ଧୀ କାହିଁକି ଲଢୁ ନାହାନ୍ତି ନିର୍ବାଚନ
ନୂଆଦିଲ୍ଲୀ,୧୨ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏବେ ସେଠାରେ ରାଜନୀତି ହୋଇଛି ସରଗରମ । ପ୍ରଚାର ଯୋରସୋରରେ ହେଉଥିବା ବେଳେ ଶାସକ ଓ ବିରୋଧିଙ୍କ ମଧ୍ୟରେ ଟଣାଭିଡା ଲାଗି ରହିଛି । ଇତିମଧ୍ୟରେ ଅନେକଙ୍କ ମନରେ ପ୍ରଶ୍ନ...
ଠିକ୍ ସମୟରେ ହସ୍ତକ୍ଷେପ କରିବୁ
ନୂଆଦିଲ୍ଲୀ,୧୨ା୨(ପି.ଟି.): ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା କରାଯିବ ଏବଂ ଉପଯୁକ୍ତ ସମୟରେ ହିଜାବ ପିଟିଶନର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଶିକ୍ଷାନୁଷ୍ଠାନରେ ଧର୍ମୀୟ ପୋଷାକ ନ ପିନ୍ଧିବାକୁ କର୍ନାଟକ ହାଇକୋର୍ଟ ତାଙ୍କ ଅନ୍ତରୀଣ ରାୟରେ କହିଥିଲେ।...
ଜିନ୍ଦଲ, ହିଣ୍ଡାଲ୍କୋକୁ ମିଳିଲା ଓଡ଼ିଶାର ୨ କୋଲ୍ ବ୍ଲକ୍
ନୂଆଦିଲ୍ଲୀ,୧୨ା୨: ବ୍ୟବସାୟିକ ବ୍ୟବହାର ପାଇଁ କୋଲ୍ ବ୍ଲକ୍ ନିଲାମିର ଦ୍ୱିତୀୟ ଓ ତୃତୀୟ ଦିନରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାଓ୍ବାରକୁ ଓଡ଼ିଶାର ଉତ୍କଳ-ସି କୋଇଲା ଖଣି ମିଳିଥିବାବେଳେ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ମୀନାକ୍ଷୀ ଖଣି ପାଇଁ ସର୍ବୋଚ୍ଚ ବିଡିଂ କରିଛି। ସେହିପରି...
ବିଶାଖାପାଟଣା ସ୍ଥାନାନ୍ତର ହୋଇପାରେ ଆନ୍ଧ୍ରପ୍ରଦେଶ ରାଜଧାନୀ
ନୂଆଦିଲ୍ଲୀ,୧୧।୨: ତେଲୁଗୁ ନୂଆବର୍ଷ ଉଗାଡ଼ି ସମୟରେ କିମ୍ବା ଏହା ପରେ ଆନ୍ଧ୍ରପ୍ରଦେଶ ରାଜଧାନୀ ଅମରାବତୀରୁ ବିଶାଖାପାଟଣା ସ୍ଥାନାନ୍ତର ହୋଇପାରେ। ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ଜଗନମୋହନ ରାଜଧାନୀ ସ୍ଥାନାନ୍ତର ପାଇଁ ଏକ ପ୍ରକାର ମନ ସ୍ଥିର କରିଥିବା ଜଣାପଡ଼ିଛି। ସେ ୩ ରାଜଧାନୀ...
ଯବାନଙ୍କ ଉପରକୁ ଗ୍ରେନେଡ୍ ଫିଙ୍ଗିଲେ ଆତଙ୍କବାଦୀ: ଜଣେ ଶହୀଦ, ୪ ଆହତ
ବାନ୍ଦିପୋରା,୧୧।୨: ଉତ୍ତର କାଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶୁକ୍ରବାର ଜଣେ ଏସ୍ପିଓର ଯବାନ ଶହୀଦ ହୋଇଛନ୍ତି। ଏଥିସହ ୪ ଜଣ ଯବାନ ଆହତ ହେବାର ଖବର ମିଳିଛି। ତେବେ ଆତଙ୍କବାଦୀଙ୍କ ଗ୍ରେନେଡ୍ ସାହାର୍ଯ୍ୟରେ ସୁରକ୍ଷାକର୍ମୀଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ।...
ପରିବାରବାଦକୁ ନେଇ ବିରୋଧିଙ୍କୁ ଟାର୍ଗେଟ କଲେ ମୋଦି
କାସଗଞ୍ଜ,୧୧ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କାସଗଞ୍ଜର ପଟିୟାଲିରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଆଜି ପଣ୍ଡିତ ଦିନଦୟାଲଙ୍କ ପୂଣ୍ଣ୍ୟତିଥି । ପଣ୍ଡିତ ଦିନଦୟାଲଙ୍କ ସାରା ଜୀବନ ଦେଶ ସେବାରେ ସମର୍ପିତ ହୋଇଥିଲା...
Archives


