ଦେଶରେ ଦାରିଦ୍ର୍ୟତା ୧୨.୩ ପ୍ରତିଶତ ହ୍ରାସ ପାଇଛି, ବିଶ୍ୱବ୍ୟାଙ୍କ ରିପୋର୍ଟ…
ନୂଆଦିଲ୍ଲୀ, ୧୭।୪ : ଦେଶରେ ଦାରିଦ୍ର୍ୟତା ୧୨.୩ ପ୍ରତିଶତ ହ୍ରାସ ପାଇଛି। ବିଶ୍ୱବ୍ୟାଙ୍କର ନୀତି ଅନୁସନ୍ଧାନର ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଦାରିଦ୍ର୍ୟତା ୨୦୧୯ରେ ୨୦୧୧ ତୁଳନାରେ ୧୨.୩ ପ୍ରତିଶତ ହ୍ରାସ ପାଇ ୧୦.୨ରେ…
ଉପହାର ସିନେମା ହଲ୍ରେ ପୁଣି ଅଗ୍ନିକାଣ୍ଡ, ମନେପଡ଼ିଲା ୧୯୯୭ର ଛାତିଥରା ଦୃଶ୍ୟ…
ନୂଆଦିଲ୍ଲୀ, ୧୭।୪ : ପୁଣିଥରେ ଦିଲ୍ଲୀର ଉପହାର ସିନେମା ହଲରେ ଅଗ୍ନିକାଣ୍ଡ ଘଟିଛି। ରବିବାର ସକାଳେ ଅଗ୍ନିଶମ ବିଭାଗ ଗ୍ରୀନ ପାର୍କ ମେଟ୍ରୋ ଷ୍ଟେଶନ ନିକଟରେ ଥିବା ଏକ କୋଠାରେ ନିଆଁ ଲାଗିଥିବା ଖବର ପାଇ ସେଠାରେ ପହଞ୍ଚିବା ପରେ ଉପହାର…
ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଦେଶରେ ସ୍ଥାପିତ ହୋଇଛି ୧.୧୭ ଲକ୍ଷ ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର…
ନୂଆଦିଲ୍ଲୀ, ୧୭।୪ : ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧.୧୭ ଲକ୍ଷ ସ୍ବାସ୍ଥ୍ୟ ଏବେ କଲ୍ୟାଣ କେନ୍ଦ୍ର ସ୍ଥାପନ କରାଯାଇଛି। ସରକାରଙ୍କ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ରବିବାର ସୂଚନା ଦେଇଛନ୍ତି।…
ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲାରେ ୯ ବର୍ଷରେ ୩ ଚାର୍ଜଶିଟ୍, ଅଭିଯୁକ୍ତ ଚିହ୍ନଟ-ହେବେ ଗିରଫ…
ନୂଆଦିଲ୍ଲୀ, ୧୭।୪ : ନଅ ବର୍ଷ ପରେ ବି ସିବିଆଇ ଅଧିକାରୀମାନେ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଚପର କାରବାରରେ ହୋଇଥିବା ୩,୭୨୭ କୋଟି ଟଙ୍କାର ହେରଫେରର ତଦନ୍ତ ଜାରି ରଖିଛନ୍ତି। ସଦ୍ୟତମ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଡିଲ୍ରୁ ଉପକୃତ ହୋଇଥିବା ରାଜନେତା…
କଂଗ୍ରେସ ପାଇଁ ପିକେଙ୍କ ‘୩୭୦ ପ୍ଲସ୍ ଫର୍ମୂଲା’…
ନୂଆଦିଲ୍ଲୀ, ୧୭।୪ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଦଳର ଅନ୍ୟ ୧୦ ବରିଷ୍ଠ ନେତାଙ୍କ ସହିତ ମିଶନ ୨୦୨୪ ବୈଠକ କରିଛନ୍ତି। ୪ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ପିକେ…
ପ୍ରଥମେ ଗୁଜରାଟ ଯିବେ ବୋରିସ୍, ଡାଏସ୍ପୋରା ପାଇଁ ଗୁରୁତ୍ୱପୂର୍ଣ୍ଣ…
ନୂଆଦିଲ୍ଲୀ, ୧୭।୪ : ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ୨୧ ଏପ୍ରିଲରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଭାବରେ ବୋରିସ ଜନସନଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ ।…
କୋର୍ଟରୁ ଚୋରି, ମନ୍ତ୍ରୀଙ୍କ ମାମଲାର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗାଏବ୍…
ହାଇଦ୍ରାବାଦ୍, ୧୭।୪ : କୋର୍ଟରେ ପୁଣି ଚୋରି। ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ମାତ୍ର ଏହା ସତ୍ୟ। ଚୋରମାନେ ଆନ୍ଧ୍ରପ୍ରଦେଶର ନେଲ୍ଲୁରରେ କୋର୍ଟକୁ ଟାର୍ଗେଟ କରିଛନ୍ତି। ଚୋରମାନେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଫିଲ୍ମ ଷ୍ଟାଇଲ୍ରେ ଚୋରାଇ ନେଇଛନ୍ତି। ଚୋରି ହୋଇଥିବା କାଗଜପତ୍ର…
ଦିନେ କମିଲେ ପୁଣି ବଢୁଛି…
ନୂଆଦିଲ୍ଲୀ, ୧୭।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧ ହଜାର ୧୫୦ରେ ପହଞ୍ଚିଛି। ସେହିପରି ଗତ ୨୪…
ଦିଲ୍ଲୀ ହିଂସା ପରେ ଆଲର୍ଟରେ ୟୁପିର କିଛି ସହର
ଲକ୍ଷ୍ନୌ,୧୭ ।୪: ଉତ୍ତର-ପଶ୍ଚିମ ଦିଲ୍ଲୀର କିଛି ସ୍ଥାନରେ ଶନିବାର ସନ୍ଧ୍ୟାରେ ହୋଇଥିବା ସାଂପ୍ରଦାୟିକ ହିଂସାପରେ ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲାରେ ପୋଲିସ ହାଇ ଆଲର୍ଟରେ ରହିଛି । ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, କମିଶନଙ୍କ ନିର୍ଦ୍ଦେଶ ପରେ ନୋଏଡା, ସେଣ୍ଟ୍ରାଲ…
ବିବାହରେ ବରଙ୍କୁ ଲେମ୍ବୁ ଉପହାର
ରାଜକୋଟ,୧୭ ।୪: ଗୁଜରାଟ ରାଜକୋଟର ଏକ ବିବାହ ସମାରୋହରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠି ବରଙ୍କୁ ସାଥିମାନେ ଉପହାରରେ ଲେମ୍ବୁ ଦେଇଛନ୍ତି । ଗୋଟିଏ ପଟେ ଗ୍ରୀଷ୍ମ ସମୟରେ ଲେମ୍ବୁର ଆବଶ୍ୟକତା ଅଧିକ ଥିବା ବେଳେ ଅନ୍ୟପଟେ…
ଭାରତ ଆସିବେ ବୋରିସ ଜନସନ
ନୂଆଦିଲ୍ଲୀ,୧୭ ।୪: କରୋନା ମହାମାରୀ କାରଣରୁ ଭାରତ ଗସ୍ତ ବାତିଲ କରିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦୁଇ ଦିନିଆ ଭାରତ ଗସ୍ତରେ ଏପ୍ରିଲ ୨୧ରେ ଆସୁଛନ୍ତି । ଗତ ବର୍ଷ ଜାନୁୟାରୀରେ ସାଧାରଣତନ୍ତ୍ର ଦିବସ ଓ ପୁଣିଥରେ ଏପ୍ରିଲରେ ଜନସନଙ୍କ…
କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଅନୁମାନ ଲଗାଉଥିବା ଡବ୍ଲୁଏଚଓର କାର୍ଯ୍ୟପ୍ରଣାଳୀ ପ୍ରତି ପ୍ରଶ୍ନ ଉଠାଇଲା ଭାରତ
ନୂଆଦିଲ୍ଲୀ,୧୭ ।୪: ଦେଶରେ କୋଭିଡ-୧୯ ମୃତ୍ୟୁ ଆକଳନକୁ ନେଇ ଅନୁମାନ ଲଗାଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁ,ଚଓ)ର କାର୍ଯ୍ୟପ୍ରଣାଳୀ ଉପରେ ଭାରତ ପ୍ରଶ୍ନ ଉଠାଇଛି । ଶନିବାର ଭାରତ କହିଛି ଏଭଳି ଗାଣିତିକ ମଡେଲର ବ୍ୟବହାର ଏତେବଡ ଭୌଗୋଳିକ ଆକାର ଓ ଜନସଂଖ୍ୟା…
Archives


