ସଞ୍ଜୟ-ଏକନାଥଙ୍କ ଫୋନ୍ ଟ୍ୟାପିଂ ନେଇ ରାଜନୈତିକ ତାତି ବଢ଼ିଲା…
ମୁମ୍ବାଇ, ୨୦।୪ : ମହାରାଷ୍ଟ୍ରର ନେତାଙ୍କ ଫୋନ ଟ୍ୟାପ ବିଷୟକୁ ନେଇ ଏବେ ରାଜନୈତିକସ୍ତରରେ ତାତି ବଢ଼ିବା ଆରମ୍ଭ ହୋଇଛି। ମୁମ୍ବାଇ ପୋଲିସର ସୂତ୍ରରୁ ପ୍ରକାଶ ଯେ ଶିବସେନା ନେତା ସଞ୍ଜୟ ରାଉତ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ନେତା ଏକନାଥ ଖଡସେଙ୍କ…
ମୋଦିଙ୍କୁ ଘେରିଲେ ରାହୁଲ, ଘୃଣାର ବୁଲଡୋଜରକୁ ବନ୍ଦ କରି ପାୱାର ପ୍ଲାଣ୍ଟ ଆରମ୍ଭ କରନ୍ତୁ…
ନୂଆଦିଲ୍ଲୀ, ୨୦।୪ : ଜାହାଙ୍ଗୀରପୁରୀରେ ବୁଲଡୋଜର ଚଳାଇବା ଏବଂ ଦେଶରେ କୋଇଲା ସଙ୍କଟ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିଛନ୍ତି। ରାହୁଲ ଗାନ୍ଧୀ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ ୮ ବର୍ଷର ବଡ…
ଜାହାଙ୍ଗୀରପୁରୀରେ ବୁଲଡୋଜର ଉପରେ ରୋକ ଲଗାଇଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୨୦।୪ : ହନୁମାନ ଜୟନ୍ତୀ ଅବସରରେ ଜାହାଙ୍ଗୀରପୁରୀରେ ଶୋଭାଯାତ୍ରା ଉପରେ ପଥର ଫିଙ୍ଗିବା କାରଣରୁ ହିଂସା ଘଟିଥିଲା। ଏପ୍ରିଲ ୧୬ ରେ ହୋଇଥିବା ହିଂସା ପରେ ସେଠାରେ ବୁଲଡୋଜର ଚାଲିବା ଲାଗି ନିଷ୍ପତ୍ତି ହୋଇଥିଲା। ବେଆଇନ ନିର୍ମାଣକୁ ହଟାଇବା ଲାଗି…
ବଢୁଛି ସଂକ୍ରମଣ, ସ୍କୁଲ୍ ବନ୍ଦ ଉପରେ ହୋଇପାରେ ଆଲୋଚନା
ନୂଆଦିଲ୍ଲୀ,୨୦।୪: ରାଜଧାନୀରେ ଦୈନିକ ସଂକ୍ରମଣ ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍ଏ) ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବ। ତେବେ ବୈଠକରେ ବଢୁଥିବା ସଂକ୍ରମଣ ଉପରେ ଆଲୋଚନା ହେବା ସହ ମାସ୍କ ଲଗାଇବା ବାଧ୍ୟତାମୂଳକ…
ଆଜି ବିବାହ କରିବେ ଟିନା ଡାବି
ଜୟପୁର,୨୦।୪: ଚର୍ଚ୍ଚିତ ଆଇଏଏସ ଅଫିସର ଟିନା ଡାବି ଏବଂ ଡ. ପ୍ରଦୀପ ଗାୱାଣ୍ଡେ ସହ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଜୟପୁରରେ ଏକ ପ୍ରାଇଭେଟ ସେରିମନିରେ ଉଭୟ ବିବାହ କରିବେ। ଆସନ୍ତା ଏପ୍ରିଲ ୨୨ରେ ଜୟପୁରର ଏକ ହୋଟେଲରେ…
ନିଦ ହେଲା ଶେଷନିଦ୍ରା, ଝୁମ୍ପୁଡ଼ି ଘରେ ନିଆଁ ଲାଗି ୭ ଜୀବନ୍ତ ଦଗ୍ଧ…
ଲୁଧିଆନା, ୨୦।୪ : ପଞ୍ଜାବର ଲୁଧିଆନାରେ ଦୁଃଖଦାୟକ ଘଟଣା ଘଟିଛି। ଏକ ଝୁମ୍ପୁଡ଼ି ଘରେ ନିଆ ଲାଗି ଗୋଟିଏ ପରିବାରର ୭ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସେମାନଙ୍କର ନିଦ ହେଲା ଶେଷନିଦ୍ରା ପାଲଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…
ନୂଆଦିଲ୍ଲୀ, ୨୦।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୬୭ ରେ ପହଞ୍ଚିଛି। ସେହିପରି ଗତ…
ଦଳିତ ନାବାଳକଙ୍କୁ ପାଦ ଚଟାଇଲେ
ଲକ୍ଷ୍ନୌ,୨୦।୪: ଉତ୍ତର ପ୍ରଦେଶ ରାଏବରେଲିରେ ଏକ ଅମାନବୀୟ କାଣ୍ଡ ଘଟିଯାଇଛି । କେତେଜଣ ଯୁବକ ଜଣେ ଦଳିତ ନାବାଳକଙ୍କୁ ନିର୍ଯାତନା ଦେଉଥିବାର ଭିଡିଓ ସାମ୍ନାକୁ ଆସିଛି। ନାବାଳକ ଜଣଙ୍କ ଜଣେ ଯୁବକଙ୍କ ପାଦ ଚାଟୁଥିବା ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି। ଏଥିରେ…
ଇୟୁର ଚିନ୍ତା ବଢ଼ାଉଛି ଚାଇନା
ନୂଆଦିଲ୍ଲୀ,୨୦ା୪: ରୁଷିଆର ୟୁକ୍ରେନ୍ ଆକ୍ରମଣ ଉପରେ ସାରା ବିଶ୍ୱର ନଜର କେନ୍ଦ୍ରୀଭୂତ ହୋଇଥିବାବେଳେ ୟୁରୋପରେ ଚାଇନା ନିଜ ସାମରିକ ଶକ୍ତି ବଢ଼ାଇବାରେ ଲାଗିଛି। ଚାଇନା ସେନାର ବିମାନଗୁଡ଼ିକରେ ଭୂପୃଷ୍ଠରୁ ଆକାଶକୁ ଭେଦ କରିପାରୁଥିବା ଏଫ୍କେ-୩ କ୍ଷେପଣାସ୍ତ୍ର ସର୍ବିଆକୁ ପରିବହନ କରାଯିବା ୟୁରୋପରେ…
ପ୍ରତିରକ୍ଷା ସାଇବର ସୁରକ୍ଷାରେ ତ୍ରୁଟି
ନୂଆଦିଲ୍ଲୀ,୨୦ା୪ (ଆଇଏଏନ୍ଏସ୍): ସୈନ୍ୟ ବାହିନୀରେ ସାଇବର ସୁରକ୍ଷା ଉଲ୍ଲଂଘନ ହୋଇଥିବାର ଗୋଇନ୍ଦା ରିପୋର୍ଟ ମିଳିବା ପରେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ସାଇବର ସୁରକ୍ଷା ତ୍ରୁଟି ସହ କେତେଜଣ ସେନା ଅଧିକାରୀ ସମ୍ପୃକ୍ତ ଥିବା ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କର…
ଏଲ୍ଓସିରେ ଆତଙ୍କବାଦୀ ପୁଣି ସକ୍ରିୟ, ଅସ୍ତ୍ର ବିରତି ସମୟରେ ଲଞ୍ଚ୍ ପ୍ୟାଡ୍ ସୁଦୃଢ଼ କରିଛି ପାକିସ୍ତାନ…
ନୂଆଦିଲ୍ଲୀ, ୧୯।୪ : ଜମ୍ମୁ- କଶ୍ମୀର ର ଲାଇନ ଅଫ କଣ୍ଟ୍ରୋଲ ଏଲ୍ଓସି) ରେ ପୁଣି ଆତଙ୍କବାଦୀ ସକ୍ରିୟ ହେବାରେ ଲାଗିଛନ୍ତି। ପାକିସ୍ତାନ ଫରଓ୍ବାର୍ଡ ଫୋଷ୍ଟ ନିକଟରେ ଅବସ୍ଥିତ ଲଞ୍ଚ୍ ପ୍ୟାଡ୍ରେ ଏବେ ୬୦ ରୁ ୮୦ ଆତଙ୍କବାଦୀ ଉପସ୍ଥିତ ଅଛନ୍ତି।…
ଜାହାଙ୍ଗୀରପୁରୀ ମାମଲା, ୫ ଅଭିଯୁକ୍ତଙ୍କ ବିରୋଧରେ ଏନ୍ଏସ୍ଏ…
ନୂଆଦିଲ୍ଲୀ, ୧୯।୪ : ଦିଲ୍ଲୀର ଜାହାଙ୍ଗୀରପୁରୀଠାରେ ହନୁମାନ ଜୟନ୍ତୀ ଉତ୍ସବ ପାଳନ ଅବସରରେ ହୋଇଥିବା ହିଂସା ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି। ୫ ଅଭିଯୁକ୍ତଙ୍କ ବିରୋଧରେ ନ୍ୟାଶନାଲ ସିକ୍ୟୁରିଟି ଆକ୍ଟ(ଏନ୍ଏସ୍ଏ)ଲାଗୁ କରାଯାଇଛି। ୫ ଜଣଙ୍କ…
Archives


