ଲାଉଡ୍ସ୍ପିକର ଉପରେ ଜାତୀୟ ନୀତି ଆଣୁ କେନ୍ଦ୍ର
ମୁମ୍ବାଇ, ୨୧ା୪: ଲାଉଡ୍ସ୍ପିକର ବ୍ୟବହାର ଉପରେ କେନ୍ଦ୍ର ସରକାର ଏକ ଜାତୀୟ ନୀତି ଆଣି ତାହାକୁ ପ୍ରଥମେ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ଲାଗୁ କରନ୍ତୁ ବୋଲି ଶିବସେନା ଏମ୍ପି ସଞ୍ଜୟ ରାଉତ ବୁଧବାର ଦାବି କରିଛନ୍ତି। ମହାରାଷ୍ଟ୍ରର ମସ୍ଜିଦ୍ଗୁଡ଼ିକରୁ ଲାଉଡସ୍ପିକର ହଟାଇବା…
ସୁପ୍ରିମକୋର୍ଟ ରୋକିବା ସତ୍ତ୍ୱେ ଭାଙ୍ଗିଲେ
ନୂଆଦିଲ୍ଲୀ,୨୧ା୪: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ସାମ୍ପ୍ରଦାୟିକ ଦଙ୍ଗା ପ୍ରଭାବିତ ନୂଆଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟ ବୁଧବାର ରୋକ ଲଗାଇଛନ୍ତି। ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନ୍ଡିଏମ୍ସି) ପକ୍ଷରୁ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ଜବରଦଖଲ ଉଚ୍ଛେଦ ଅଭିଯାନ ବନ୍ଦ…
ଭାଜପା ନେତା ଜିତୁ ଚୌଧୁରୀଙ୍କୁ ଗୁଳିକରି ହତ୍ୟା
ନୂଆଦିଲ୍ଲୀ,୨୧ ।୪: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏବେ ଯେମିତି ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଯାଇଛି । ନିକଟରେ ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ଥମି ନ ଥିବା ବେଳେ ଏବେ ଗାଜିପୁର ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ପୁଣିଥରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ…
ରାଜଧାନୀରେ ପୁଣି ମାଡିଲାଣି କରୋନା
ନୂଆଦିଲ୍ଲୀ,୨୦।୪:ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦିନକୁ ଦିନ ମାମଲା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୦୦୯ ନୂତନ ସଂକ୍ରମିତ ହୋଇଥିବା ଜଣାପଡିଛି। ୩୧୪ ରୋଗୀ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି। ଚିନ୍ତାଜନକ ବିଷୟ…
ଭାଜପା ଏମ୍ପି କହିଲେ ‘ଜେସିବିର ଅର୍ଥ ଜିହାଦ କଣ୍ଟ୍ରୋଲ ବୋର୍ଡ’
ନୂଆଦିଲ୍ଲୀ,୨୦।୪: ହନୁମାନ ଜୟନ୍ତୀ ଅବସରରେ ଦିଲ୍ଲୀ ଜାହାଙ୍ଗିରପୁରୀରେ ହିଂସା ଘଟଣାକୁ ନେଇ ସେଠାରେ ବୁଲ୍ଡୋଜର ଚାଲିବା ନେଇ ନିଷ୍ପତ୍ତି ହୋଇଥିଲା। ହେଲେ ସେଠାରେ ଥିବା ଜବରଦଖଲ ଉଚ୍ଛେଦକୁ ନେଇ ବିବାଦ ଉପୁଜିଛି। ବୁଧବାର ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ପକ୍ଷରୁ ବୁଲ୍ଡୋଜର…
କୁମାର ବିଶ୍ୱାସଙ୍କ ପରେ ଅଳକା ଲାମ୍ବାଙ୍କ ଘରେ ପଞ୍ଜାବ ପୋଲିସ
ଅମୃତସର,୨୦।୪: ପଞ୍ଜାବ ପୋଲିସ ଏବେ ଆକ୍ସନ୍ ମୋଡ୍ରେ ଅଛି। ଆମ ଆଦମୀ ପାର୍ଟି(ଆପ)ର ପୂର୍ବତନ ସଦସ୍ୟ ତଥା ଜଣାଶୁଣା ଯୁବ କବି କୁମାର ବିଶ୍ୱାସଙ୍କ ପରେ ଏବେ ପଞ୍ଜାବ ପୋଲିସ ପୂର୍ବତନ ଏଏପି ବିଧାୟିକା ତଥା କଂଗ୍ରେସ ନେତ୍ରୀ ଅଲକା ଲାମ୍ବାଙ୍କ…
‘ଭାଜପା ଅଫିସ୍ ଉପରେ ବୁଲଡୋଜର ଚଳାଇବା ଉଚିତ୍’
ନୂଆଦିଲ୍ଲୀ,୨୦।୪: ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିବା ଜାହାଙ୍ଗିରପୁରୀରୁ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଉତ୍ତର ଦିଲ୍ଲୀ ମ୍ୟୁନ୍ସିପାଲ କର୍ପୋରେଶନ ପକ୍ଷରୁ ଘୋଷଣା କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି। ଏନେଇ ରାଜନୀତି ସରଗରମ ହୋଇଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ…
ଡବ୍ଲୁଏଚ୍ଓ ମୁଖ୍ୟଙ୍କ ନୂଆ ନାମକରଣ କଲେ ମୋଦି
ଗାନ୍ଧିନଗର,୨୦।୪: ଗୁଜରାଟରେ ୩ ଦିନିଆ ବିଶ୍ୱ ଆୟୁଶ ଇନଭେଷ୍ଟମେଣ୍ଟ ଓ ଇନୋଭେସନ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀରେ ଯୋଗ ଦେବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍ଓ)ର ନିର୍ଦ୍ଦେଶକ ଟେଡ୍ରୋସ ଗେବ୍ରେଏସସ୍ ଆସିଛନ୍ତି। ଏହି ଅବସରରେ ମୋଦି…
ଲିଭ୍ ଇନ୍ ରିଲେଶନ ଯୋଗୁ ବୃଦ୍ଧି ପାଉଛି ଯୌନ ଅପରାଧ, କହିଲେ ହାଇକୋର୍ଟ…
ଭୋପାଳ, ୨୦।୪ : ଭାରତୀୟ ସାମ୍ବିଧାନିକ ଧାରା ୨୧ ଅନ୍ତର୍ଗତ ଲିଭ୍ ଇନ୍ ରିଲେଶନକୁ ସ୍ବୀକୃତି ପ୍ରଦାନ କରାଯାଇଛି। ତେବେ ଏହାଯୋଗୁ ସମାଜରେ ଯୌନ ଅପରାଧ ବୃଦ୍ଧି ପାଇବା ସହିତ କାମୁକ ବ୍ୟବହାରକୁ ବାଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ବୋଲି…
ପୁଣି ଫେରିଲା କଟକଣା, ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା…
ନୂଆଦିଲ୍ଲୀ, ୨୦।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଦିଲ୍ଲୀରେ ସଂକ୍ରମଣ ହାର ପ୍ରତି ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ଦିଲ୍ଲୀ ସରକାରଙ୍କ ବିପର୍ଯ୍ୟୟ ପରିବାଳନା କର୍ତ୍ତୃପକ୍ଷ(ଡିଡିଏମ୍ଏ) ଙ୍କ ପକ୍ଷରୁ ବୁଧବାର ଏକ ବୈଠକରେ କରୋନା କଟକଣାକୁ…
ଆଇଏନ୍ଏସ୍ ଭାଗଶୀର ଲୋକାର୍ପିତ…
ମୁମ୍ବାଇ, ୨୦।୪ : ଭାରତୀୟ ନୌସେନାର ମଜାଗାଓଁ ଡକ ଶିପବିଲ୍ଡର୍ସ ଲିମିଟେଡ ଦ୍ୱାରା ନିର୍ମିତ ପ୍ରୋଜେକ୍ଟ -୭୫ ର ଷଷ୍ଠ ସ୍କୋର୍ପିନ ଶ୍ରେଣୀର ବୁଡ଼ାଜାହାଜ ଆଇଏନ୍ଏସ୍ ଭାଗଶୀର ବୁଧବାର ମୁମ୍ବାଇରେ ଲୋକାର୍ପିତ କରାଯାଇଛି। ପ୍ରୋଜେକ୍ଟ -୭୫ ଅନ୍ତର୍ଗତ ୪ ସ୍କୋର୍ପିନ ଶ୍ରେଣୀର…
ଯୁବତୀଙ୍କୁ ନେଇ ଫେରାର ହୋଇଥିବା ବିବାହିତ ବ୍ୟକ୍ତି ଜମା କରିବେ ପୋଲିସଙ୍କ ଖୋଜିବା ଖର୍ଚ୍ଚର ଅଧା, ହାଇକୋର୍ଟଙ୍କ ନିର୍ଦ୍ଦେଶ…
ଅହମଦାବାଦ, ୨୦।୪ : ଗୁଜୁରାଟ ହାଇକୋର୍ଟ ଏକ ନିଆରା ନିର୍ଦ୍ଦେଶ ଦେଇଛନ୍ତି। ଜଣେ ବିବାହିତ ବ୍ୟକ୍ତି ଯୁବତୀଙ୍କୁ ସାଙ୍ଗରେ ନେଇ ଫେରାର ହୋଇ ଯାଇଥିଲେ। ତାଙ୍କୁ ଖୋଜିବା ପାଇଁ ପୋଲିସକୁ ସାତ ମାସ ସମୟ ଲାଗିଥିଲା। ଏହି ଅବଧି ମଧ୍ୟରେ, ସରକାରୀ…
Archives


