ଜାତୀୟ

ମହାପଞ୍ଚାୟତ ଲାଗି ଦିଲ୍ଲୀରେ ହଜାର ହଜାର ଚାଷୀ

ନୂଆଦିଲ୍ଲୀ,୨୩।୮: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନ ଆଣିବା, କୃଷି ଋଣ ଛାଡ଼ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ କୃଷକ ସଂଗଠନ ପକ୍ଷରୁ ନୂଆଦିଲ୍ଲୀରେ ମହାପଞ୍ଚାୟତର ଡାକରା ଦିଆଯାଇଥିଲା। ଏଥିରେ ଯୋଗଦେବା ଲାଗି ବିଭିନ୍ନ ରାଜ୍ୟରୁ ହଜାର ହଜାର…

ଅଟକିଯାଇଛି ୟୁକ୍ରେନୀୟଙ୍କ ସମୟ

କିଭ୍‌, ୨୩ା୮: ୟୁକ୍ରେନ୍‌ରେ ରୁଷିଆ ଆକ୍ରମଣକୁ ୧୮୦ ଦିନ ବିତିଗଲାଣି। ହେଲେ ୟୁକ୍ରେନୀୟଙ୍କ ପାଇଁ ଏହି ୬ ମାସ ଯେପରି କେଉଁଠି ଅଟକିଯାଇଛି। ମାତ୍ର ୫ ମାସର ଶିଶୁକୁ ଧରି ପଡ଼ୋଶୀ ପୋଲାଣ୍ଡକୁ ଗତ ମାର୍ଚ୍ଚରେ ପଳାୟନ କରିଥିବା ୟୁକ୍ରେନୀୟ ମହିଳା…

କେଚ୍‌ଅପ୍‌କୁ ରକ୍ତ କହି ଫଟୋ ପଠାଇଲେ କିଲର

ବେଙ୍ଗାଲୁରୁ, ୨୩ା୮: କର୍ନାଟକରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବାକୁ ସୁପାରି ଦେଲେ। ସୁପାରିକିଲର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅପହରଣ ମଧ୍ୟ କଲେ। ହେଲେ ହତ୍ୟା କରିବାକୁ ସେମାନଙ୍କ ସାହସ ହେଲାନି। ପରେ ଯୁବକଙ୍କ ଦେହସାରା କେଚ୍‌ଅପ୍‌(ଟମାଟୋ ସସ୍‌) ଢାଳି ତାହାକୁ…

ଟମାଟୋ ଫ୍ଲୁ ନାମକରଣ ଭୁଲ, ଭାରତରେ ନୂଆ ନୁହେଁ ସଂକ୍ରମଣ: ବିଶେଷଜ୍ଞ

ନୂଆଦିଲ୍ଲୀ,୨୩ ।୮: ଟମାଟୋ ଫ୍ଲୁକୁ ନେଇ ଭାରତୀୟ ବୈଜ୍ଞାନିକମାନେ ନିକଟରେ ସାମ୍ନାକୁ ଆସିଥିବା ଅଧ୍ୟୟନକୁ ତଥ୍ୟ ହିନ ବୋଲି କହିଛନ୍ତି । ଏହା ବାସ୍ତବିକତାଠାରୁ ସମ୍ପୂର୍ଣ୍ଣ ଅଲଗା ବୋଲି କୁହାଯିବା ସହ ଏହାକୁ ନେଇ ଲୋକେ ଚିନ୍ତିତ ହେବା ଆଦୌ ଉଚିତ…

କଂଗ୍ରେସ ଲଞ୍ଚ କରିପାରେ ‘ଭାରତ ଯୋଡୋ ଯାତ୍ରା’ର ଲୋଗୋ, କ୍ୟାମ୍ପେନ

ନୂଆଦିଲ୍ଲୀ,୨୩ ।୮: ରାଜଧାନୀ ଦିଲ୍ଲୀରେ କଂଗ୍ରେସ ମଙ୍ଗଳବାର ‘ଭାରତ ଯୋଡୋ ଯାତ୍ରା’ର ଲୋଗୋ, କ୍ୟାମ୍ପେନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । କଂଗ୍ରେସ ପାର୍ଟି ମୁଖ୍ୟାଳୟରେ ଦିନ ପ୍ରାୟ ୧୨ଟାରେ ହେବାକୁ ଥିବା ପ୍ରେସ କନଫରେନ୍ସରେ କଂଗ୍ରେସର କେତେଜଣ ବଡ ବଡ…

ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡକୁ ନେଇ ଥରି ଉଠିଲା ମେରଠ

ମେରଠ,୨୩ ।୮: ଉତ୍ତର ପ୍ରଦେଶର ମେରଠ ଗାଟିଏ ପରେ ଗୋଟିଏ ହତ୍ୟାକାଣ୍ଡକୁ ନେଇ ଏକ ପ୍ରକାର ଥରି ଉଠିଛି । ପ୍ରାୟ ୧୦ ଘଣ୍ଟା ମଧ୍ୟରେ ୩ଟି ଗାଁରେ ହୋଇଥିବା ୩ ହତ୍ୟାକାଣ୍ଡକୁ ନେଇ ଜିଲାରେ ଏବେ ଲୋକେ ଭୟଭିତ ଅବସ୍ଥାରେ…

ଜେଏନ୍‌ୟୁରେ ଛାତ୍ର-ସୁରକ୍ଷା କର୍ମୀ ସଂଘର୍ଷ: ଏବିଭିପି ସଭାପତିଙ୍କ ସମେତ ୧୨ ଆହତ

ନୂଆଦିଲ୍ଲୀ,୨୨।୮:ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) କ୍ୟାମ୍ପସ୍‌ରେ ସୋମବାର ବିକ୍ଷୋଭରତ ଛାତ୍ରଙ୍କୁ ସୁରକ୍ଷାକର୍ମୀ ମାଡ଼ ମାରିବାରୁ ଏବିଭିପି ସଭାପତି ଓ ଜଣେ ଦୃଷ୍ଟିଶକ୍ତି ହରାଇଥିବା ଛାତ୍ରଙ୍କ ସମେତ ୧୨ ଜଣ ଆହତ ହୋଇଛନ୍ତି। ବର୍ଷେ ହେଲା ଛାତ୍ରବୃତ୍ତି ଓ ଫେଲୋଶିପ୍‌ ପାଇ ନ…

ହାତରେ ଜାତୀୟ ପତାକା ଧରିଥିବା ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ଅତିରିକ୍ତ ଜିଲାପାଳ: ତଦନ୍ତ ନିର୍ଦ୍ଦେଶ

ପାଟନା,୨୨।୮: ବିହାରରେ ଶିକ୍ଷକ ନିଯୁକ୍ତି ବିଳମ୍ବକୁ ନେଇ ଶହ ଶହ ଆଶାୟୀ ସୋମବାର ପାଟନାରେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲାଠିଚାଳନା କରିବା ସହ ପାଣିମାଡ଼ କରିଛି। ଏପରିକି ଜାତୀୟ ପତାକା ଧରିଥିବା ଜଣେ ନିଯୁକ୍ତି ଆଶାୟୀ…

୩୯ଟି ଜିଲାକୁ ଆଲର୍ଟ: ୮ଜିଲାରେ ବନ୍ଦ ରହିବ ସ୍କୁଲ

ଭୋପାଳ,୨୨।୮: ମଧ୍ୟପ୍ରଦେଶରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁ ମଧ୍ୟପ୍ରଦେଶର ୩୯ଟି ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ ଭୋପାଳ ସମେତ ୮ଟି ଜିଲାର…

ସ୍ପେଶିଆଲ ୨୬ ଭଳି ଲୋକଙ୍କୁ ଲୁଟୁଥିଲେ ନକଲି ଆୟକର ଅଧିକାରୀ

ମୁମ୍ବାଇ,୨୨।୮: ଖିଲାଡୀ ବୟ ଅକ୍ଷୟ କୁମାରଙ୍କ ହିନ୍ଦୀ ଫିଲ୍ମ ସ୍ପେଶିଆଲ ୨୬ ଭଳି ଫିଲ୍ମ ଷ୍ଟାଇଲ୍‌ରେ ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି। ସୋମବାର ମହାରାଷ୍ଟ୍ରର ଚନ୍ଦ୍ରପୁର ବଲ୍ଲାରପୁର ପୋଲିସ ଜଣେ ନକଲି ଆୟକର ଅଧିକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ…

ବସ୍‌-କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

ଗୁରୁଗ୍ରାମ,୨୨।୮: ହରିୟାଣାର ଗୁରୁଗ୍ରାମ-ଫାରୁଖନଗର ରାସ୍ତାରେ ଥିବା ଖେଟାୱାସ ଗ୍ରାମ ନିକଟ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ବସ୍‌-କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ କାର୍‌ରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ…

ଏଏପିର ଗୁଜରାଟ ମିଶନ: ଛୁଟୁଛି ପ୍ରତିଶ୍ରୁତିର ସୁଅ

ଅହମ୍ମଦାବାଦ,୨୨।୮: ଗୁଜରାଟ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ସରଗରମ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଆମ ଆଦମୀ ପାର୍ଟି(ଏଏପି) ରାଜ୍ୟରେ ସରକାର ଗଠନ କରିବା ପାଇଁ ଏବେଠୁ କସରତ କରୁଛି। ଇତିମଧ୍ୟରେ ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?