ଗୋପିଚନ୍ଦ ନାରଙ୍ଗଙ୍କ ପରଲୋକ
ନୂଆଦିଲ୍ଲୀ/ୱାଶିଂଟନ,୧୬ ।୬: ପ୍ରତିଷ୍ଠିତ ଉଦ୍ଧ୍ୱୁର୍ ସାହିତ୍ୟିକ ଗୋପିଚନ୍ଦ ନାରଙ୍ଗଙ୍କର ପରଲୋକ ହୋଇଛି । କୁହାଯାଉଛି କି କିଛି ଦିନ ଦିନ ହେବ ସେ ଅସୁସ୍ଥ ଥାଇ ଆମେରିକାରେ ଚିକିତ୍ସିତ ହେଉଥିଲେ । ସେହିଠାରେ ହିଁ ତାଙ୍କର ପରଲୋକ ହୋଇଛି । ଊଦ୍ଦ୍ୱୁର୍…
ହସ୍ପିଟାଲ ପାଇଁ ଜମି ଦାନ କରିଥିବା ବ୍ୟକ୍ତିଙ୍କ ନାମ ଅନୁସାରେ ହେବ ଏହାର ନାମକରଣ, ସରକାରଙ୍କ ନିର୍ଦ୍ଦେଶ …
ଲକ୍ଷ୍ନୌ,୧୬।୬: ହସ୍ପିଟାଲ ପାଇଁ ଜମି ଦାନ କଲେ ଦାତାଙ୍କ ନାମରେ ଏହାର ନାମକରଣ ହୋଇପାରିବ। ଜନବହୁଳ ଅଞ୍ଚଳରେ ଜମି କିଣି ସ୍ବାସ୍ଥ୍ୟ ବିଭାଗ ବର୍ତ୍ତମାନ ଏକ ନୂତନ ଡାକ୍ତରଖାନା ନିର୍ମାଣ କରିବାରେ ସକ୍ଷମ ହେବ। ଯଦି କୌଣସି ବ୍ୟକ୍ତି ତାଙ୍କ ଜମିକୁ…
ଚାରଧାମ ଯାତ୍ରୀଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ବୀମା, ମନ୍ଦିର ପରିସରରେ ମୃତ୍ୟୁ ହେଲେ ମିଳିବ ଏହି ରାଶି
ଡେରାଡୁନ,୧୬ ।୬: ଚାରଧାମ ଯାତ୍ରାରେ ଯାଇଥିବା ତୀର୍ଥଯାତ୍ରୀଙ୍କୁ ପ୍ରଥମଥର ଲାଗି ୧ ଲକ୍ଷ ଟଙ୍କାର ବିମା ରାଶି ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି । ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ, ଯମୁନେତ୍ରୀ ପରିସରରେ ଯଦି କୌଣସି ତୀର୍ଥଯାତ୍ରୀଙ୍କର କୌଣସି ଦୁର୍ଘଟଣା ଅବା ଅକଷ୍ମାତ…
ଦିବ୍ୟାଙ୍ଗ ସନ୍ତାନଙ୍କୁ ମିଳିବ ଆଜୀବନ ପାରିବାରିକ ପେନସନ୍ …
ଲକ୍ଷ୍ନୌ, ୧୬।୬ : ମାନସିକ କିମ୍ବା ଶାରୀରିକ ଦିବ୍ୟାଙ୍ଗ ସନ୍ତାନ ଅବସରପ୍ରାପ୍ତ କିମ୍ବା ମୃତ କର୍ମଚାରୀ ଏବଂ ରାଜ୍ୟ ସରକାରଙ୍କ ପେନସନଭୋଗୀଙ୍କୁ ପରିବାରିକ ପେନସନ ସମ୍ବନ୍ଧରେ ସରକାର ଆୟର ମାନଦଣ୍ଡ ସ୍ଥିର କରିଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏନେଇ…
ସେନାରେ ଠିକା ନିଯୁକ୍ତିକୁ ବିରୋଧ
ନୂଆଦିଲ୍ଲୀ,୧୬।୬ ହିନ୍ଦୀ ଫିଲ୍ମ ଶୀର୍ଷକରେ ଭୁଲ୍ ଯୋଜନାଟିଏ କରି ବହୁ କୋଟି ଟଙ୍କା ବ୍ୟୟରେ ତା’ର ପ୍ରଚାର କରାଇଲେ ଭାରତୀୟ ସେନା ଶକ୍ତିଶାଳୀ ହୋଇଉଠିବ ବୋଲି ଧରିନେବା ବୋକାମି ଛଡ଼ା କିଛି ନୁହେଁ। ସଶସ୍ତ୍ର ବଳରେ ପ୍ରାୟ ୨ ଲକ୍ଷ ପଦବୀ…
ଇସ୍ରାଏଲରୁ ତେଲ ନେବ ଇୟୁ
କାଇରୋ, ୧୬ା୬: ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ଚଳିତ ବର୍ଷ ଶେଷ ସୁଦ୍ଧା ରୁଷିଆରୁ ତେଲ ଆମଦାନୀ ବନ୍ଦ କରିବାକୁ ୟୁରୋପୀୟ ସଂଘ(ଇୟୁ) ନିଷ୍ପତ୍ତି ନେଇଛି। ରୁଷିଆ ବଦଳରେ ଏଣିକି ଇସ୍ରାଏଲରୁ ତୈଳ ଓ ପ୍ରାକୃତିକ ଗ୍ୟାସ୍ କ୍ରୟ ପାଇଁ ଇୟୁ…
ସିକ୍କିମ ଭୂସ୍ଖଳନ: ସେନା ପକ୍ଷରୁ ୮ ଜଣ ଉଦ୍ଧାର, ଜଣଙ୍କର ମୃତ୍ୟୁ
ସିକ୍କିମ,୧୬ ।୬: ଦେଶର ଉତ୍ତର ରାଜ୍ୟ ଯେଉଁଠି ଗ୍ରଷ୍ମ ପ୍ରବାହ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ସେଇଠି ଅନ୍ୟପଟେ ଦେଶର ଉତ୍ତର ପୂର୍ବ ରାଜ୍ୟରେ ଲଗାତାର ବର୍ଷା ବି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ସିକ୍କିମରେ ଗତ ୨…
ପହଁରାରେ ପ୍ରବୀଣ ରାହୁଲ
ରାୟପୁର, ୧୬ା୬ : ୫ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ମଙ୍ଗଳବାର ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ଛତିଶଗଡ଼ର ରାହୁଲ ସାହୁ (୧୧) ବିଳାସପୁର ଆପୋଲୋ ହସ୍ପିଟାଲ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ବହୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ୮୦ ଫୁଟ୍ ଗାତରେ…
ରାହୁଲଙ୍କ ଚିକିତ୍ସା, ପାଠପଢା ଖର୍ଚ୍ଚ ବହନ କରିବେ ସରକାର
ରାୟପୁର,୧୫।୬: ଛତିଶଗଡରେ ବୋରଓ୍ବେଲରେ ଖସିପଡିଥିବା ରାହୁଲ ସାହୁଙ୍କୁ ଦୀର୍ଘ ୧୦୪ ଘଣ୍ଟାର କଶରତ ପରେ ୬୦ ଫୁଟ ଗାତ ଭିତରେ ବାହାର କରାଯାଇଛି। ଏବେ ତାଙ୍କୁ ବିଳାଶପୁରସ୍ଥିତ ଆପୋଲ ହସ୍ପିଟାଲ୍ରେ ରଖି ଚିକିତ୍ସା କରାଯାଉଛି। ବୁଧବାର ଆପୋଲୋ ହସ୍ପିଟାଲରେ ରାହୁଲ ସ୍ବାସ୍ଥ୍ୟବସ୍ଥାର…
ଶୁଟର ସିପି ସିଦ୍ଧୁ ହତ୍ୟା ଘଟଣା: ବିଚାରପତିଙ୍କ ଝିଅ ଗିରଫ
ଚଣ୍ଡିଗଡ,୧୫।୬: ଜାତୀୟ ଶୁଟର ସିପି ସିଦ୍ଧୁଙ୍କ ହତ୍ୟା ଘଟଣାରେ ବୁଧବାର ସିବିଆଇ ଜଣେ ବିଚାରପତିଙ୍କ ଝିଅଙ୍କୁ ଗିରଫ କରିଛି। ଏହି ଘଟଣାର ପ୍ରାୟ ୭ ବର୍ଷ ପରେ କଲ୍ୟାଣୀ ସିଂହଙ୍କୁ ସିବିଆଇକୁ ଗିରଫ କରିଛି। ଗିରଫଦାରୀ ପରେ ସିବିଆଇ କଲ୍ୟାଣୀଙ୍କୁ ୪…
ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନା କଲେ ଶରଦ ପାଓ୍ବାର
ନୂଆଦିଲ୍ଲୀ,୧୫।୬: ଏନ୍ସିପି ନେତା ଶରଦ ପାୱାର ରାଷ୍ଟ୍ରପତି ପ୍ରାର୍ଥୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଷ୍ଟ୍ରପତି ପଦ ପାଇଁ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶରଦ ପାୱାରଙ୍କ ନାମ ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେ ରାଜନୀତିରେ ସକ୍ରିୟ ରହିବାକୁ…
ରାଷ୍ଟ୍ରପତି ନିର୍ବାଚନ: ମିଳିତ ପ୍ରାର୍ଥୀ ଦେବେ ବିରୋଧୀ
ନୂଆଦିଲ୍ଲୀ,୧୫।୬: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକଜୁଟ କରିବାକୁ ଚେଷ୍ଟା କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଜଣେ ସାଧାରଣ ପ୍ରାର୍ଥୀ ଦେବାକୁ ବିରୋଧୀ ଦଳର ନେତାମାନେ ନିଷ୍ପତ୍ତି ନେଇଛନ୍ତି।…
Archives


