Posted inଜାତୀୟ

ବାଦବିବାଦ ପରେ ଇସ୍ତଫା ଦେଲେ ବାଚସ୍ପତି ବିଜୟ ସିହ୍ନା..

ପାଟନା, ୨୪।୮ : ବିହାରରେ ନୂଆ ମହାମେଣ୍ଟ ସରକାର ବୁଧବାର ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାର ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶକ୍ତି ପରୀକ୍ଷା ପୂର୍ବ ବହୁ ବାଦ ବିବାଦ ପରେ ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନା ଇସ୍ତଫା ଦେଇଛନ୍ତି। ସେ ମଙ୍ଗଳବାର ଆରଜେଡି ଦେଇଥିବା ଅବିବିଶ୍ୱାସ ପ୍ରସ୍ତାବ ନୋଟିସକୁ ପ୍ରତ୍ୟାଖ୍ୟାନ କରିଥିଲେ।

ବିହାର ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନାଙ୍କ ଇସ୍ତଫା ପରେ ଗୃହର କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ନୂଆ ବାଚସ୍ପତି ଦାୟିତ୍ୱ ନେବା ପରେ ବିଧାନସଭା ପୁଣି ସ୍ବାଭାବିକ ଭାବେ କାର୍ଯ୍ୟ କରିବ। ଏବେ ନୂଆ ବାଚସ୍ପତି ନିଯୁକ୍ତି ନେଇ ପ୍ରକ୍ର୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଟକ୍କର ଦେବେ ପ୍ରିୟଙ୍କା

କୋଲକତା,୧୦।୯: ଚଳିତ ମାସ ଶେଷରେ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ଭବାନୀପୁରରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ...

ଫୁଲୁଛି ଗୋଦାବରୀ: ଛାତିଏ ପାଣିରେ ପବନସୁତ

ନାସିକ,୨୯।୭: ମହାରାଷ୍ଟ୍ରରେ ବନ୍ୟାର ବିତ୍ପାତ ଦେଖିବାକୁ ମିଳିଛି। ବନ୍ୟା ଯୋଗୁଁ ସାଧାରଣ ଜୀବନ ପ୍ରଭାବିତ ହୋଇଥିବା ବେଳେ ନାସିକରେ ଗୋଦାବରୀ ନଦୀର ଜଳସ୍ତର ବିପଦସଙ୍କେତ ଉପରେ...

ସୁଧୁରୁଛି ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ,୮।୭: ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଥିବା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଛି। ପୂର୍ବ ଅପେକ୍ଷା ଏବେ ତାଙ୍କ ଦେହ ଭଲ ଅଛି।...

ନାଥୁରାମ ଗଡସେଙ୍କ ସହ ମୋଦିଙ୍କୁ ତୁଳନା କଲେ ରାହୁଲ

ଓ୍ବାୟନାଡ,୩୦।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର କେରଳ ଗସ୍ତ କରିଛନ୍ତି। କେରଳର କାଲପେଟାରେ ସେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ କରାଯାଉଥିବା ବିରୋଧ ପ୍ରଦର୍ଶନରେ...

ପିଓକେ କେତେ ଦୂର

ନୂଆଦିଲ୍ଲୀ/ଶ୍ରୀନଗର,୨୭।୧୧: ଗତ ଅକ୍ଟୋବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତ-ଚାଇନା ସୀମାନ୍ତ ପୂର୍ବ ଲଦାଖ ଗସ୍ତ କରି ସ୍ଥିତି ସମୀକ୍ଷା ପରେ ସଶସ୍ତ୍ର ବଳକୁ ସମ୍ବୋଧନ...

ଦିଲ୍ଲୀରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ,୫।୨: ଜମ୍ମୁ-କଶ୍ମୀରରେ ସମେତ ଦିଲ୍ଲୀ, ନୋଏଡା ଏବଂ ଏହାର ଆଖପାଖ ଅଞ୍ଚଳରେ ଶନିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ଏହା ପ୍ରାୟ ୨୦ ସେକେଣ୍ଡ ଧରି...

ଦିଲ୍ଲୀ ଦଙ୍ଗା ହେବ ବିରୋଧୀଙ୍କ ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ,୨ା୩(ପି.ଟି.): ପାର୍ଲାମେଣ୍ଟ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହେଉଛି। ଏହି ଅଧିବେଶନରେ ଦିଲ୍ଲୀର ସାମ୍ପ୍ରଦାୟିକ ଦଙ୍ଗାକୁ ବିରୋଧୀ ଦଳ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ...

ପ୍ଲାଜ୍‌ମା ଦେବାକୁ ଲୋକେ ଅନାଗ୍ରହୀ

ନୂଆଦିଲ୍ଲୀ,୨୫ା୭(ପି.ଟି.): କରୋନା ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସହାୟକ ହେଉଥିବାବେଳେ ଏଥିପାଇଁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ପ୍ଲାଜ୍‌ମା ବ୍ୟାଙ୍କ ଖୋଲାଯାଇଛି। କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କୁ...

Advertisement
Archives

Model This Week