ଜାତୀୟ

ଦେଶର କିଛି ରାଜ୍ୟରେ ମିଳିଲାଣି ଜିକା ଭାଇରସ, ଗୋଟିଏ ନମୁନାରେ ଜିକା, ଡେଙ୍ଗୁ , ଚିକନଗୁନିଆ

ନୂଆଦିଲ୍ଲୀ,୨୩ ।୬: ଦେଶର କିଛି ରାଜ୍ୟରେ ଜିକା ଭାଇରସ ମିଳିବା ଫଳରେ ଏବେ ଏହା ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାରୁ ନେଇ ପ୍ରତି ରାଜ୍ୟରେ ଗ୍ରାଉଣ୍ଡ ଲେବଲରୁ ସତର୍କ ରହିବାକୁ କୁହାଯାଇଛି । ନୂଆଦିଲ୍ଲୀସ୍ଥିତ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ…

୩୪,୬୧୫ କୋଟିର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୨୩ା୬: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦେ ଓ୍ବାନ ହାଉସିଂ ଫାଇନାନ୍ସ ଲିଃ (ଡିଏଚ୍‌ଏଫ୍‌ଏଲ୍‌)ର ପୂର୍ବତନ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) କପିଳ ଓ୍ବାଧଓ୍ବନ, ନିର୍ଦ୍ଦେଶକ ଧୀରଜ ଓ୍ବାଧଓ୍ବନ ଓ ଅନ୍ୟମାନଙ୍କ ବିରୋଧରେ ୩୪,୬୧୫ କୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲା…

ମୁଖ୍ୟମନ୍ତ୍ରୀ ନିବାସ ଛାଡିଲେ ଉଦ୍ଧବ ଠାକରେ

ମୁମ୍ବାଇ,୨୨।୬: ମହାରାଷ୍ଟ୍ରରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ହାଇଭୋଲଟେଜ ଡ୍ରାମା ବୁଧବାର ମଧ୍ୟ ଜାରି ରହିଛି। ଶିବସେନାର ବିଦ୍ରୋହୀ ବିଧାୟକମାନେ ସୁରତରୁ ଗୁଆହାଟୀରେ ପହଞ୍ଚିଛନ୍ତି। ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ରବିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ରର ଲୋକଙ୍କୁ ସମ୍ବୋଧିତ କରିଛନ୍ତି।…

ଆଭିମୁଖ୍ୟ ସ୍ପଷ୍ଟ କଲେ ଏକନାଥ ସିନ୍ଦେ

ମୁମ୍ବାଇ,୨୨।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ରବିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହାରାଷ୍ଟ୍ରର ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ଯଦି ବିଦ୍ରୋହୀ ବିଧାୟକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହାଁନ୍ତି ନାହିଁ ତେବେ ସେ ତାଙ୍କ ପଦ ଛାଡିବାକୁ ପ୍ରସ୍ତୁତ ଅଛନ୍ତି ବୋଲି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

ଲକ୍ଷ୍ନୌ,୨୨।୬: ଉତ୍ତରପ୍ରଦେଶର ହମିରପୁର ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ ପିକ ଅପ ଗାଡି ଅଟୋ ସହ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୯ ଜଣ ଗୁରୁତର…

ସ୍ବାଇନ୍‌ ଫ୍ଲୁରେ ଭାଜପା ନେତାଙ୍କ ମୃତ୍ୟୁ

ଲୁଧିଆନା,୨୨।୬: ଚଳିତ ବର୍ଷ ପଞ୍ଜାବରେ ସ୍ବାଇନ୍‌ ଫ୍ଲୁରେ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଲୁଧିଆନାରେ ୪୬ ବର୍ଷ ବୟସ୍କ ଆଡଭୋକେଟ ତଥା ଭାଜପା ନେତା ସନ୍ଦୀପ କପୁର ଏଚ୍‌୧ଏନ୍‌୧ ଭାଇରସ୍‌ ଯୋଗୁ ପ୍ରାଣ ହରାଇଲେ। ଶ୍ୱାସକ୍ରିୟାରେ ନେବାରେ ଅସୁବିଧା ଅନୁଭବ…

କରୋନା ସମୟରେ ବ୍ରିକ୍ସ ଦେଶଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ‘ବ୍ରିକ୍ସ ବିଜ୍‌ନେସ୍‌ ଫୋରମ’ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହାମାରୀରୁ ଉତ୍ପନ୍ନ ଅର୍ଥନୈତିକ ସମସ୍ୟାର ମୁକାବିଲା ପାଇଁ ଆମେ ଭାରତରେ ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତରର ମନ୍ତ୍ର…

ସଙ୍କଟରେ ଭାବପ୍ରବଣ ହେଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୨।୬: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର ମହାରାଷ୍ଟ୍ରର ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କୁ ଏକ ସଙ୍କେତ ଦେଇ ସେ କହିଛନ୍ତି ଯେ, ଯଦି କେହି ମୋତେ ମୁଖ୍ୟମନ୍ତ୍ରୀ ଭାବରେ…

ଶିବସେନା ବିଧାୟକଙ୍କ ଗମ୍ଭୀର ଅଭିଯୋଗ: ମୁଁ ଉଦ୍ଧବ ସରକାରଙ୍କ ସହ ଅଛି,ମୋତେ କରାଯାଇଥିଲା ଅପହରଣ

ମୁମ୍ବାଇ,୨୨।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଲାଗିରହିଛି। ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଥିବା ଆକୋଲାର ବିଧାୟକ ନିତିନ ଦେଶମୁଖ ବୁଧବାର ସୁରତରୁ ନାଗପୁର ଫେରିଛନ୍ତି। ଏଠାରେ ପହଞ୍ଚିବା ପରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଥିବା କହିଛନ୍ତି।…

ଜୁନ୍‌ ୨୪ରେ ନାମାଙ୍କନପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୨୨।୬: ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଜୁଲାଇ ୧୮ରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ଭାଜପା ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ପକ୍ଷରୁ ୟଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଛି। ଆସନ୍ତା ଜୁନ୍‌ ୨୪ରେ ଏନଡିଏ…

ଜୁନ୍‌ ୨୬ରୁ ବିଦେଶ ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍‌ ୨୬-୨୮ରେ ବିଦେଶ ଗସ୍ତରେ ଯିବେ। ବୁଧବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ମନ୍ତ୍ରଣାଳୟର ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ଜୁନ୍‌ ୨୬-୨୭ ଜର୍ମାନୀରେ ଅନୁଷ୍ଠିତ ଜି୭ ସମ୍ମିଳନୀରେ ଯୋଗଦେବା ପରେ ସଂଯୁକ୍ତ ଆରବ…

ଅଙ୍ଗଦାନ କରି ୫ ଲୋକଙ୍କ ଜୀବନ ବଞ୍ଚାଇଲେ ୧୮ ବର୍ଷୀୟ ଛାତ୍ର

ଚେନ୍ନାଇ,୨୨ା୬: ଏକ ଦୁର୍ଘଟଣା ପରେ ମସ୍ତିଷ୍କକୁ ମୃତ ଘୋଷଣା କରାଯାଇଥିବା ଜଣେ ୧୮ ବର୍ଷୀୟ ଛାତ୍ରତ ତାଙ୍କ ଅଙ୍ଗ ଦାନ କରି ୫ ଜଣଙ୍କ ଜୀବନ ରକ୍ଷା କରିଛନ୍ତି। ତାମିଲନାଡୁର ଶନିବାର ଏକ ଦୁର୍ଘଟଣାରେ ଥେନି ଜିଲାର ଉଥାମପାଲାୟମର ଛାତ୍ର ଶକ୍ତିକୁମାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri