Posted inଜାତୀୟ

ଗୁଲାମ ନବୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁ ଥିଲେ ମୋଦି, କହିଲେ ଅଧୀର ରଞ୍ଜନ…

ନୂଆଦିଲ୍ଲୀ, ୨୭।୮ : କଂଗ୍ରେସରୁ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌ଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ ଟାର୍ଗେଟ କରିଛନ୍ତି ଅଧୀର ରଞ୍ଜନ ଚୌଧୁରୀ। ସେ କହିଛନ୍ତି ଭାରତରେ କୋଭିଡ ମହାମାରୀ ଯୋଗୁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ଘଟିବାରେ ଲାଗିଛି। ତେବେ ମୋଦି ସେ ନେଇ ଆଖିରୁ ଲୁହ ଝରାଇବା ତ ଦୂର କଥା ଦୁଃଖ ପ୍ରକାଶ ମଧ୍ୟ କରି ନାହାନ୍ତି। କିନ୍ତୁ ଗୁଲାମ ନବୀ ଆଜାଦଙ୍କର ରାଜ୍ୟ ସଭାରୁ ବିଦାୟ ନେବା ଅବସରରେ ମୋଦି ମିଛରେ ନାଟକ କରି ଆଖିରୁ ଲୁହ ଝରାଇଥିଲେ। ଏବେ ମୋଦିଙ୍କ କୁମ୍ଭୀର କାନ୍ଦଣା କାହାଣୀର ପର୍ଦ୍ଦାଫାଶ ସମସ୍ତଙ୍କ ସାମ୍ନାରେ ହୋଇଛି। ଗୁଲାମ ନବୀଙ୍କ ପାଇଁ ମୋଦିଙ୍କର କାନ୍ଦିବାର କୌଣସି କାରଣ ନଥିଲା ବୋଲି ସେ କହିଛନ୍ତି।

ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ସମ୍ପର୍କରେ ଅଧୀର ରଞ୍ଜନ କହିଛନ୍ତ ତାଙ୍କ ପାଇଁ କଂଗ୍ରେସରେ କିଛି ଅଭାବ ନଥିଲା। ଏବେ ଯେତେବେଳେ ଗୁଲାମନବୀ ଅନୁଭବ କଲେ ଯେ କଂଗ୍ରେସରୁ ରାଜ୍ୟ ସଭା ପାଇଁ ଟିକେଟ ପାଇବେ ନାହିଁ, ସେତେବେଳେ ସେ କଂଗ୍ରେସ ଛାଡିଥିଲେ। ଲୋକମାନେ ଏହିପରି ସୁବିଧାବାଦୀ ନେତାଙ୍କ ବିଷୟରେ ଜାଣିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ସାମଗ୍ରୀ ବହିଷ୍କାର କରିବାକୁ କହିଲେ ରାମଦେବ

ନୂଆଦିଲ୍ଲୀ, ୬।୬: ଭାରତ-ଚାଇନା ସୀମାରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଏବେ ଯୋଗଗୁରୁ ବାବା ରାମଦେବଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାମଦେବ କହିଛନ୍ତି ଯେ,...

ମାତ୍ର ୧୫ ହଜାର ଟଙ୍କା ପାଇଁ ହସ୍ପିଟାଲରେ ଅଢ଼େଇ ମାସ ରହିଲା କରୋନା ରୋଗୀଙ୍କ ମୃତଦେହ, ଆଉ ତା’ ପରେ…

ଲକ୍ଷ୍ନୌ,୨ା୭: ଉତ୍ତରପ୍ରଦେଶର ଜନପଦ ହାପୁରରେ କରୋନା ମହାମାରୀ ଆଜି ପର୍ଯ୍ୟନ୍ତ କାୟା ବିସ୍ତାର କରିଚାଲିଛି। ଏହି ସମୟରେ କୋତବାଲି ସହରରୁ ଏକ ଖବର ସାମ୍ନାକୁ ଆସିଛି।...

ଭାରତୀୟଙ୍କୁ ସତର୍କ କରାଇଲା ଦୂତାବାସ

ନୂଆଦିଲ୍ଲୀ, ୩।୨(ପି.ଟି.): ମ୍ୟାନ୍‌ମାରରେ ସାମରିକ ବିଦ୍ରୋହ ପରେ ସେଠାରେ ଥିବା ଭାରତୀୟମାନଙ୍କୁ ଦୂତାବାସ ପକ୍ଷରୁ ସତର୍କ କରିଦିଆଯାଇଛି। ଅତି ଜରୁରୀ ନ ଥିଲେ ବାହାରକୁ ନ...

ଚଣ୍ଡିଗଡ଼ରେ ୨୧ ଫୁଟ ଉଚ୍ଚର ରାବଣ

ଚଣ୍ଡିଗଡ଼,୪।୧୦: ସମଗ୍ର ଦେଶରେ ଦୁର୍ଗାପୂଜା ପାଳନ କରାଯାଉଥିବା ବେଳେ ଶୁକ୍ରବାର ଷଷ୍ଠୀ ହୋଇଥିବାରୁ ବିଭିନ୍ନ ମଣ୍ଡପ ଗୁଡିକରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଚଳିତ ବର୍ଷ ଦଶହାର...

ରାମ ମନ୍ଦିର ନିର୍ମାଣ ପାଇଁ ନିଜ ପକେଟ ମନି ଦାନ କଲେ ୨ ଶିଶୁ

ବରେଲୀ/ପ୍ରୟାଗରାଜ,୧୯।୧: ରାମ ମନ୍ଦିର ନିର୍ମାଣ ପାଇଁ ଉତ୍ତରପ୍ରଦେଶର ୨ ଜଣ ଶିଶୁ ନିଜ ପକେଟ ମନିି ଦାନ କରିଛନ୍ତି। ବରେଲୀର ୬ ବର୍ଷ ବୟସ୍କ ଦିବିତ୍‌...

ଅରୁଣାଚଳ ପ୍ରଦେଶରେ ଭୂକମ୍ପ

ଇଟାନଗର,୧୯।୭: ଉତ୍ତରର୍ପୂବ ଅରୁଣାଚଳ ପ୍ରଦେଶରେ ଶୁକ୍ରବାର ଏକ ଭୂକମ୍ପ ଅନୁମୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୫। ଆସାମରେ ମଧ୍ୟ ଏହା ସାମାନ୍ୟ...

ବିଦ୍ରୋହୀ ନେତାଙ୍କ ପ୍ରତି କଂଗ୍ରେସ ସାବଧାନ, ସଦସ୍ୟତା ପତ୍ରରେ ସତ୍ୟପାଠ ସାମିଲ…

ନୂଆଦିଲ୍ଲୀ,୨୫।୧୦: ଦଳରେ ବଢୁଥିବା ବିଦ୍ରେରାହୀ ନେତାଙ୍କୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ଏଭଳି ନେତାଙ୍କ ପ୍ରତି ସାବଧାନ ରହିବା ଲାଗି...

ବିଷାକ୍ତ ଖାଦ୍ୟ ଖାଇ ୩୦ ଛାତ୍ରୀ ଅସୁସ୍ଥ

ପୁଣେ,୨୮।୧୨: ପୁଣେର ଏକ ସଫ୍ଟଓ୍ବେର ତାଲିମ କେନ୍ଦ୍ରରେ ଖ୍ରୀଷ୍ଟମାସ ଉପଲକ୍ଷେ ହୋଇଥିବା ଖାଦ୍ୟ ଖାଇବା ପରେ ୩୦ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ...

Advertisement
Archives

Model This Week