କରୋନା ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ, ୧୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୮ ହଜାର ତଳେ ରହିଛି।କେରଳରେ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ଦୈନିକ ସଂକ୍ରମଣ ୧୮ ଶହ ଉପରେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୬ ହଜାର ତଳେ ରହିଛି। ଏହା ୫,୨୧୭ ରହିଛି। ଗୋଟିଏ ଦିନ ତଳେ ଏହା ୫,୦୭୨ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୧ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୭ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୪୭ ହଜାର ୧୭୬ ରେ ପହଞ୍ଚିଛି। ଗୋଟିଏ ଦିନତଳେ ଏହା ୪୭ ହଜାର ୯୪୫ ଥିଲା। ସେହିପରି ୨୪ ଘଣ୍ଟାରେ ୫ ହଜାର ୯୭୫ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୫ ହଜାର ୯୭୦ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୧୬୫ ଛୁଇଁଛି।

ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୫ ଲକ୍ଷ ୫୮୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୯ ଲକ୍ଷ ୨୫ ହଜାର ୨୩୯ ଜଣ ସୁସ୍ଥ ହୋଇ ସାରିଛନ୍ତି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଟିକ୍ସ୍‌ ଫିଜିକ୍ସ୍‌ ନୁହେଁ କେମେଷ୍ଟ୍ରି, କହିଲେ ସ୍ବରାଷ୍ଟ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୪।୧୨: ଉତ୍ତରପ୍ରଦେଶରେ ୨୦୨୨ରେ ହେବାକୁଥିବା ବିଧାନସଭା ନିର୍ବାଚନ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ନୂଆ ପ୍ରକାରର ମନ୍ତବ୍ୟ ଦେଇଛନ୍ତି। ଶାହାଙ୍କ ରାଜନୀତିର ବିଜ୍ଞାନ ପାଠ...

ରାଜଧାନୀରୁ ୨୦୧ କରୋନା ପଜିଟିଭ ଚିହ୍ନଟ: ସୁସ୍ଥ ହେଲେ ୨୯୨

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ଆଉ ୨୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୬୪ ଏବଂ ଲୋକାଲ କେସ୍‌ ୧୩୭...

‘ ଭାଜପା ପାଇଁ ଭୋଟ ନାହିଁ ’ ପୋଷ୍ଟର

କୋଲକାତା,୧୬।୩ : ଭାଜପା-ତୃଣମୂଳ କଂଗ୍ରେସ ମଧ୍ୟରେ ପଶ୍ଚିମବଙ୍ଗ ହାତେଇବା ପାଇଁ ଚାଲିଥିବା ଯୁଦ୍ଧ ଏବେ ପହଞ୍ଚିଛି କୋଲକାତାର ଆଇକ୍‌ନିକ କଫି ହାଉସରେ। କଲେଜ ଷ୍ଟ୍ରିଟ୍‌ରେ ଥିବା...

ଦିଲ୍ଲୀରେ ପରିସ୍ଥିତି ଗମ୍ଭୀର: ମୋଦିଙ୍କୁ ଚିଠି ଲେଖିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୮।୪: ସମଗ୍ର ଦେଶରେ କରୋନା ପରିସ୍ଥିତି ଅଣାୟତ୍ତ ହୋଇଛି। କିଛି ରାଜ୍ୟରେ ବେଡ୍‌ ମିଳୁ ନ ଥିବାରୁ କରୋନା ରୋଗୀ ନାହିଁି ନ ଥିବା ଅସୁବିଧାର...

ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତ କହିଲା ଶତ୍ରୁତା ଛାଡି କଥାବାର୍ତ୍ତା ଜରିଆରେ ଶେଷ କରାଯାଉ ଯୁଦ୍ଧ

ନୂଆଦିଲ୍ଲୀ,୮ ।୩: ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟିଏମ ତିରୁମୂର୍ତ୍ତି କହିଛନ୍ତି, ୟୁକ୍ରେନର ସ୍ଥିତି ଓ ମାନବୀୟ ସଙ୍କଟ...

ପୁଲୱାମା ଆକ୍ରମଣ: ୧୨ ଦିନରେ ଭାରତ ନେଇଥିଲା ୪୦ ଶହୀଦ ଯବାନଙ୍କ ପ୍ରତିଶୋଧ

ନୂଆଦିଲ୍ଲୀ,୧୪ ।୨: ସାରା ବିଶ୍ୱ ଫେବୃୟାରୀ ୧୪କୁ ଭାଲେଣ୍ଟାଇନ ଡେ’ ଭାବେ ପାଳନ କରୁଥିବା ବେଳେ ଭାରତ ପାଇଁ କିନ୍ତୁ ଏହା ଏକ କଳା ଦିବସ...

ଫ୍ଲୋର ଟେଷ୍ଟ ପାଇଁ ଭାଜପାକୁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡିବ

ଭୋପାଳ,୧୭।୩: ମଧ୍ୟପ୍ରଦେଶର କଂଗ୍ରେସ ସରକାର ଏବେ ସଙ୍କଟରେ। ଏହାକୁ ଦେଖି ବିରୋଧୀ ଭାରତୀୟ ଜନତା ପାର୍ଟି(ଭାଜପା) କଂଗ୍ରେସକୁ ଗାଦିଚ୍ୟୁତ କରିବାକୁ ପ୍ରୟାସ ଜାରି ରଖିଛି। କରୋନା...

ମୁଖ୍ୟମନ୍ତ୍ରୀଙ୍କ କରୋନା ମୁକାବିଲା ପାଣ୍ଠିକୁ ସହାୟତା ରାଶିର ସୁଅ

ଭୁବନେଶ୍ୱର,୧।୪(ବ୍ୟୁରୋ) କରୋନା ଭୂତାଣୁର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଏହି ପାଣ୍ଠିକୁ ମଙ୍ଗଳବାର କଟକସ୍ଥିତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ...

Advertisement
Archives

Model This Week