ଦଙ୍ଗା ଉସୁକାଇବା ଘଟଣାରେ ଏଏପିର ୨ବିଧାୟକ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ,୧୨।୯: ଦଙ୍ଗା ଉସୁକାଇବା ଏବଂ ପୋଲିସକର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ସମ୍ପର୍କିତ ୭ବର୍ଷ ପୁରୁଣା ମାମଲାରେ ଦିଲ୍ଲୀ ରୌଜ ଏଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି(ଏଏପି)ର ୨ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଏପି ବିଧାୟକ ଅଖିଳେଶ ତ୍ରିପାଠୀ, ସଞ୍ଜୀବ ଝା…
‘କଂଗ୍ରେସ ଏବେ ବି ବୃହତ୍ ବିରୋଧୀ ଦଳ’
ପାଟନା,୧୨।୯: ୨୦୨୪ସାଧାରଣ ନିର୍ବାଚନରେ ଭାଜପାକୁ ପରାସ୍ତ କରିବା ନିମନ୍ତେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ଲାଗି ଜୋର୍ଦାର ଉଦ୍ୟମ ଜାରି ରହିଛି। ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିଲ୍ଲୀ ଯାଇ ବିଭିନ୍ନ ଦଳର ନେତାଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ।…
ୟୁପିରେ ହାଇଆଲର୍ଟ
ଲକ୍ଷ୍ନୌ,୧୨।୯: ଜ୍ଞାନବାପି ମସ୍ଜିଦ ମାମଲାରେ ବାରାଣସୀ ଜିଲା କୋର୍ଟ ସୋମବାର ଅଞ୍ଜୁମନ ଇଣ୍ଟେଜେମିଆ ମସ୍ଜିଦ କମିଟିର ଆବେଦନକୁ ଖାରଜ କରିଦେବା ପରେ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି। ଜିଲା ଜଜ୍ ଅଜୟ କ୍ରିଷ୍ଣ ବିଶ୍ୱେଷ ମହିଳା ଆବେଦନକାରୀଙ୍କ ସପକ୍ଷରେ ରାୟ ଦେଇଛନ୍ତି।…
ସୋନାଲିଙ୍କ ମୃତ୍ୟୁ ମାମଲାର ହେବ ସିବିଆଇ ଯାଞ୍ଚ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିଶ
ନୂଆଦିଲ୍ଲୀ,୧୨।୯: ଟିକ୍ଟକ୍ ଷ୍ଟାର ତଥା ଭାଜପା ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ପରେ ସିବିଆଇ ତଦନ୍ତ ପାଇଁ ଦାବି ଜୋର ଧରିଛି। ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋନାଲିଙ୍କ ମୃତ୍ୟୁ…
ଗୁଜରାଟ ନିର୍ବାଚନ ପୂର୍ବରୁ ଏଏପିକୁ ବଡ଼ ଝଟ୍କା
ଅହମ୍ମଦାବାଦ,୧୨।୯: ଗୁଜରାଟ ନିର୍ବାଚନ ପାଇଁ ନିଜର ପୁରା ଦମ୍ ଲଗାଇଥିବା ଆମ ଆଦମୀ ପାର୍ଟି(ଏଏପି)କୁ ଏକ ବଡ଼ ଝଟ୍କା ଲାଗିଛି। ଭାରତୀୟ ଟ୍ରାଇବଲ ପାର୍ଟି (ବିଟିପି) ଏଏପି ସହ ନିଜର ୫ମାସର ମେଣ୍ଟକୁ ଭାଙ୍ଗିିଛି। ଏନେଇ ସୋମବାର ବିଟିପି ଔପଚାରିକ ଭାବେ…
ଟ୍ରାଫିକ୍ ଜାମ୍ରେ ଫସିଯାଇଥିଲେ ଡାକ୍ତର, ରୋଗୀଙ୍କ ଜୀବନ ବଞ୍ଚାଇବାକୁ ୩ କିମି ଦୌଡିଲେ
ବେଙ୍ଗାଲୁରୁ,୧୨।୯: ବେଙ୍ଗାଲୁରୁର ଜଣେ ଡାକ୍ତର ସେବାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଟ୍ରାଫିକ ଜାମ୍ରେ ଅଟକି ଯାଇଥିବା ଏହି ଡାକ୍ତର ଜଣଙ୍କ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ତିନି କିଲୋମିଟର ଦୌଡ଼ିଥିଲେ ଏବଂ ଡାକ୍ତରଖାନାରେ ଠିକ ସମୟରେ ପହଞ୍ଚି ରୋଗୀର…
ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଉତ୍ତରାଧିକାରୀଙ୍କ ନାଁ ଘୋଷଣା
ଭୋପାଳ,୧୨।୯: ଦ୍ୱାରକା ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ଉତ୍ତରାଧିକାରୀଙ୍କ ନାଁ ସୋମବାର ଘୋଷଣା କରାଯାଇଛି। ଜ୍ୟୋତିଷ ପୀଠର ନୂତନ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଏବଂ ଶାରଦା ପୀଠର ନୂତନ ଶଙ୍କରାଚାର୍ଯ୍ୟ ସ୍ବାମୀ ସଦାନନ୍ଦ ସରସ୍ବତୀ ହେବେ। ଶଙ୍କରାଚାର୍ଯ୍ୟଙ୍କ ବ୍ୟକ୍ତିଗତ ସଚିବ…
ଜ୍ଞାନବ୍ୟାପୀ-ଶୃଙ୍ଗାର ଗୌରୀ ମାମଲା: ହିନ୍ଦୁଙ୍କ ସପକ୍ଷରେ ଆସିଲା ରାୟ
ଲକ୍ଷ୍ନୌ,୧୨।୯: ଉତ୍ତରପ୍ରଦେଶର ବାରାଣସୀରେ ଜ୍ଞାନବ୍ୟାପୀ ଏବଂ ଶୃଙ୍ଗାର ଗୌରୀ ମାମଲାରେ ସୋମବାର ଜିଲା କୋର୍ଟ ରାୟ ଦେଇଛନ୍ତି। ଶୃଙ୍ଗାର ଗୌରୀରେ ପୂଜାପାଠ କରିବାର ଅଧିକାର ପାଇଁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଶୁଣାଣି ଯୋଗ୍ୟ ବୋଲି କହିଛନ୍ତି। ହିନ୍ଦୁ ପକ୍ଷ ଜ୍ଞାନବ୍ୟାପି…
ଆରଏସ୍ଏସ୍ ପ୍ୟାଣ୍ଟରେ ନିଆଁ ଲାଗିଥିବା ଫଟୋ ପୋଷ୍ଟ କଲା କଂଗ୍ରେସ
ନୂଆଦିଲ୍ଲୀ,୧୨।୯: ଭାରତ ଯୋଡ ଯାତ୍ରା ମଧ୍ୟରେ ସୋମବାର କଂଗ୍ରେସ ଏକ ବିବାଦୀୟ ଫଟୋ ଶେୟାର କରିଛି। କଂଗ୍ରେସ ନିଜର ଅଫିସିଆଲ ଟୁଇଟର୍ ହ୍ୟାଣ୍ଡେଲରୁ ନିଆଁ ଲାଗିଥିବା ଆରଏସଏସ ପ୍ୟାଣ୍ଟର ଏକ ଫଟୋ ପୋଷ୍ଟ କରିଛି। ଏହି ଫଟୋ ମାଧ୍ୟମରେ କଂଗ୍ରେସ ଆରଏସଏସ-ଭାଜପାକୁ…
ଭାଜପା ସୋସିଆଲ ମିଡ଼ିଆରେ ମିଥ୍ୟା କାରଖାନା ଚଳାଉଛି…
ନୂଆଦିଲ୍ଲୀ, ୧୨।୯ : ଭାରତ ଯୋଡ ଯାତ୍ରା ସମ୍ପର୍କରେ ଭାଜପାର ଅଭିଯୋଗ ଉପରେ କଂଗ୍ରେସ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଭାଜପା ଉଦ୍ଦେଶ୍ୟରେ କହିଛନ୍ତି ଯେ. ଆମେ ଟି-ଶର୍ଟ ଏବଂ ଅନ୍ତର୍ବସ୍ତ୍ର ବିଷୟରେ କଥାବାର୍ତ୍ତା…
ଅଶ୍ଳୀଳତା-ଶିଶୁ ଯୌନ ଶୋଷଣ ଉପରେ ଅଧ୍ୟୟନ ଆବେଦନ ସୁପ୍ରିମ୍କୋର୍ଟରେ ଖାରଜ…
ନୂଆଦିଲ୍ଲୀ, ୧୨।୯ : ଇଣ୍ଟରନେଟରେ ଅଶ୍ଳୀଳତା (ପୋନୋଗ୍ରାଫି) ଉପଲବ୍ଧତା ଏବଂ ଶିଶୁ ଯୌନ ଶୋଷଣ ମାମଲା ମଧ୍ୟରେ ଥିବା ଚିନ୍ତାଜନକ ସମ୍ପର୍କ ଉପରେ ଅଧ୍ୟୟନ ପାଇଁ ନିର୍ଦ୍ଦେଶ ଲୋଡିଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଭାଜପା ମୁଖପାତ୍ର ନଳିନ କୋହଲିଙ୍କ…
୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ
ଗୁଆହାଟୀ,୧୨।୯: ଆସାମରେ ଆତଙ୍କବାଦୀ ମଡ୍ୟୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି। ସୋମବାର ପୋଲିସ ଆଉ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଉଭୟଙ୍କୁ ମୋରିଗାଓଁରୁ ଗିରଫ କରାଯାଇଛି। ଏହି ଦୁଇ ଆତଙ୍କବାଦୀ ମୁସାଦିକ ହୁସେନ ଏବଂ ଇକ୍ରାମୁଲ ଇସଲାମ ବୋଲି ଜଣାପଡିଛି। ଆତଙ୍କବାଦୀ…

