Posted inଜାତୀୟ

ମହାରାଷ୍ଟ୍ରକୁ ପୁଣି ଝଟ୍‌କା, ଏବେ ଔଷଧ ପ୍ରକଳ୍ପ ବି ହାତରୁ ଗଲା…

ମୁମ୍ବାଇ, ୧୫।୯ : ମହାରାଷ୍ଟ୍ର ହାତରୁ ସେମିକଣ୍ଡକ୍ଟର କାରଖାନା ଗୁଜୁରାଟକୁ ଯିବା ପରେ ଏବେ ପୁଣି ବଡ଼ ଝଟ୍‌କା ଲାଗିଛି। ଶିବସେନା ନେତା ଆଦିତ୍ୟ ଠାକରେ ଦାବି କରିଛନ୍ତି ଯେ ମହାରାଷ୍ଟ୍ରରେ ପ୍ରତିଷ୍ଠା ହେବାକୁ ଥିବା ୩ ହଜାର କୋଟି ଟଙ୍କା ମୂଲ୍ୟର ଏକ ଔଷଧ ପ୍ରକଳ୍ପ ମଧ୍ୟ ମହାରାଷ୍ଟ୍ର ହାତରୁ ଛଡ଼ାଇ ନିଆଯାଇଛି ଏବଂ ଏହାକୁ ମଧ୍ୟ ଗୁଜରାଟକୁ ଯାଉଛି।

ଆଦିତ୍ୟ ଠାକରେ କହିଛନ୍ତି ଯେ ଏହାର କାରଖାନା ରାୟଗଡରେ ପ୍ରତିଷ୍ଠା ହେବାର ଥିଲା। ଏହାଯୋଗୁ ୮୦ ହଜାର ଲୋକଙ୍କୁ ଚାକିରି ମିଳିଥାନ୍ତା। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କୁ ସେ ଏକ ବେଆଇନ ସରକାର ବୋଲି କହିଛନ୍ତି। ସେ କହିଛନ୍ତି ଶିନ୍ଦେ ଏହା ପୂର୍ବରୁ ଏହା ୪୦ ଶିବସେନା ବିଧାୟକଙ୍କୁ ଗୁଜରାଟକୁ ନେଇଥିଲେ ଏବଂ ବର୍ତ୍ତମାନ ମହାରାଷ୍ଟ୍ରରୁ ହାଇଥରୂୁ ଛଡ଼ାଇ ଗୁଜରାଟକୁ ଦୁଇଟି ବଡ ପ୍ରକଳ୍ପ ପଠାଇଛନ୍ତି।

ମହାରାଷ୍ଟ୍ରକୁ  ଆସିବାକୁ ଥିବା ପ୍ରକଳ୍ପଗୁଡ଼ିକୁ ଶିନ୍ଦେ ସରକାର ଗୁଜରାଟକୁ ପଠାଉଥିବା ଆଦିତ୍ୟ ଅଭିଯୋଗ କରିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଧହାର କମାଇଲା ଆରବିଆଇ

ନୂଆଦିଲ୍ଲୀ,୪।୧୦: ମୁଦ୍ରାନୀତି ସମୀକ୍ଷା ପରେ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୦.୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଫଳରେ ୫.୧୫ ପ୍ରତିଶତକୁ ରେପୋ ରେଟ...

ମୋରବି ମାମଲାରେ ଗୁଜରାଟ ସରକାରଙ୍କୁ ହାଇକୋର୍ଟଙ୍କ ଛାଟ, ଚାଲାକି ନ କରି ପ୍ରଶ୍ନର ଜବାବ ଦିଅ…

ଅହମଦାବାଦ,୧୫।୧୧ : ଗୁଜରାଟରେ ମୋରବି ଝୁଲାପୋଲ ଦୁର୍ଘଟଣାକୁ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହାର ମରାମତି ପାଇଁ ଚୁକ୍ତିନାମା ପ୍ରଦାନ କରିବାର...

୬୧ ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ଅଢ଼େଇ କିଲୋର ଟ୍ୟୁମର ବାହାର କଲେ ଡାକ୍ତର

ପାଟନା,୧୯।୬: ବିହାର ପାଟନା ସ୍ଥିତ ଏମ୍ସରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏମ୍ସର ଡାକ୍ତରମାନେ ଜଣେ ୬୧ବର୍ଷୀୟ ବୃଦ୍ଧଙ୍କ ସଫଳ ଚିକିତ୍ସା କରି ତାଙ୍କର...

ଟିକାକରଣ: ୯୦୦ କୋଟି ଡଲାର ଦେବ ଏଡିବି

ନୂଆଦିଲ୍ଲୀ, ୧୨।୧୨(ପି.ଟି.): ବିକାଶଶୀଳ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ କୋଭିଡ୍‌ ଟିକା ସଂଗ୍ରହ ଓ ପ୍ରଦାନରେ ସହାୟତା ଲାଗି ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ୯୦୦ କୋଟି ଡଲାରର...

‘ଖୁବଶୀଘ୍ର ଶେଷ ହେବ ଭାଜପାର ଅହଙ୍କାର’

ଲକ୍ଷ୍ନୌ,୨।୨: ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପାଇଁ ଗୁରୁବାର ମୋରାଦାବାଦ୍‌ରେ ବିମାନ ଅବତରଣ...

ମହାରାଷ୍ଟ୍ରର ସବୁ ଜିଲାରେ ହେବ ମହିଳା ପୋଲିସ ଷ୍ଟେଶନ: ଅଜିତ ପାଓ୍ବାର

ମୁମ୍ବାଇ,୬।୩: ମହାରାଷ୍ଟ୍ରର ଶିବସେନା ମେଣ୍ଟ ସରକାର ଏବେ ଲୋକଙ୍କ ହିତ ଉଦ୍ଦେଶ୍ୟରେ କାମ କରିବା ଆରମ୍ଭ କରିଥିବା ଆଲୋଚନା ହେଉଛି। ଶୁକ୍ରବାର ବିଧାନସଭାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ...

ଷଷ୍ଠ ପର୍ଯ୍ୟାୟରେ ୫୩% ମତଦାନ

ଲକ୍ଷ୍ନୌ,୩।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଗୁରୁବାର ୧୦ ଜିଲାର ୫୭ ଆସନ ଲାଗି ମତଦାନ ହୋଇଛି। ଏଥିସହିତ ୬୭୬ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ...

ରାଜନୈତିକ ଦଳ ଗଠନ କରିବେ ନାହିଁ ରଜନୀକାନ୍ତ

ଚେନ୍ନାଇ,୨୯।୧୨: କୌଣସି ରାଜନୈତିକ ଦଳ ଗଠନ ନ କରିବାକୁ ସୁପରଷ୍ଟାର ରଜନୀକାନ୍ତ ମଙ୍ଗଳବାର ଘୋଷଣା କରିଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ଏଭଳି ନିଷ୍ପତ୍ତି...

Advertisement
Archives

Model This Week