Posted inଜାତୀୟ

ଥରିଲା କାର୍ଗିଲରୁ ଲଦାଖ…

ନୂଆଦିଲ୍ଲୀ, ୧୯।୯ : ସୋମବାର ପୂର୍ବାହ୍ନ ୯ ଟା ୩୦ରେ କାର୍ଗିଲରୁ ଲଦାଖ ପର୍ଯ୍ୟନ୍ତ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା ବୋଲି ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା।

ଭୂକମ୍ପରେ ଧନଜୀବନ ହାନୀ ହେବାର କୌଣସି ସୂଚନା ମିଳିନାହିଁ। ତେବେ ଭୂକମ୍ପ ହେବାରୁ ଏଠାରେ ବାସ କରୁଥିବା ଲୋକେ ଭୟରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ପୁଣି ଭୂକମ୍ପ ହେବା ଆଶଙ୍କା ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

ସୂଚନାଯୋଗ୍ୟ, ରବିବାରର ଗତ ୨୪ ଘଣ୍ଟା ମଧ୍ୟରେ ପୃଥିବୀର ୬ଟି ଦେଶରେ ଭୂକମ୍ପ ଅନୁଭୁତ ହୋଇଥିଲା। ଭାରତର କେତେକ ରାଜ୍ୟରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା, କିନ୍ତୁ ତାଇୱାନ, ଜାପାନ ଏବଂ ଚାଇନା ତୁଳନାରେ ଭୂକମ୍ପର ତୀବ୍ରତା ବହୁତ ଦୁର୍ବଳ ଥିଲା। ତାଇୱାନ, ଜାପାନ, ଚାଇନାରେ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୁତ ହୋଇଥିଲା।

କେବଳ ତାଇୱାନ, ଜାପାନ, ଚାଇନା ଆଦି ୩ ଦେଶରେ ରବିବାରଠାରୁ ଇତିମଧ୍ୟରେ ୫୦ ରୁ ଅଧିକ ଥର ଭୂକମ୍ପ ଅନୁଭୂତ ହୋଇଛି। ତାଇୱାନରେ ସୁନାମି ଚେତାବନୀ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ମା’ ନେଲେ କରୋନା ଡୋଜ୍‌

ନୂଆଦିଲ୍ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରା ବେନ୍‌ ମୋଦି ଗୁରୁବାର କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ସୂଚନା...

ଆମ୍ବୁଲାନ୍ସ ଯୋଗେ ମତଦାନ କେନ୍ଦ୍ରରେ ପହଞ୍ଚିଲେ ଏମ୍‌ପି

ଚେନ୍ନାଇ, ୬ା୪- ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ଆମ୍ବୁଲାନ୍ସ ଯୋଗେ ପହଞ୍ଚିଛନ୍ତି ଡିଏମ୍‌କେ ଏମ୍‌ପି କାନିମୋଝି। ଡିଏମ୍‌କେ ଦଳର ପ୍ରତିଷ୍ଠାତା ଏମ୍‌. କରୁଣାନିଧିଙ୍କ ଝିଅ...

ଦେଶର ଅର୍ଥନୀତିକୁ ହାତୀ ସହ ତୁଳନା କଲେ ଆନନ୍ଦ ମହିନ୍ଦ୍ରା: ଦେଖନ୍ତୁ ମଜାଦାର ଭିଡିଓ

ନୂଆଦିଲ୍ଲୀ,୨୨।୧୧: ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରତିଦିନ କିଛି ନୂଆ ନୂଆ ମଜାଦାର ଶିକ୍ଷଣୀୟ ଭିଡିଓ ଶେୟାର...

କ୍ଷମତାକୁ ଆସିଲେ ବଢିବ ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା: ତେଜସ୍ୱୀ

ପାଟନା,୧ ।୧୧: ବିହାର ରାଜନୀତି ଏବେ ହୋଇଛି ସରଗରମ । ବିଜୟ ହାସଲ ପାଇଁ ଗୋଟିଏ ପଟେ ଏନ୍‌ଡିଏ ବଳ କଷୁଥିବା ବେଳେ ଅନ୍ୟପଟେ ମହାମେଣ୍ଟ...

ଅଭିନନ୍ଦନଙ୍କ ସ୍କ୍ବାଡ୍ରନ୍‌କୁ ସମ୍ମାନୀତ କରିବ ବାୟୁସେନା

ନୂଆଦିଲ୍ଲୀ,୬।୧୦: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ୫୧-ସ୍କ୍ବାଡ୍ରନ୍‌କୁ ବାୟୁସେନା ସମ୍ମାନୀତ କରିବ । କମାଣ୍ଡିଙ୍ଗ୍‌ ଅଫିସର...

ପୁଣି ଡରାଇଲାଣି କରୋନା: ୧୩ ରାଜ୍ୟରେ ୨୪ ଘଣ୍ଟାରେ ୧୦,୫୮୪ ନୂଆରୋଗୀ, ୭୮ ମୃତ

ନୂଆଦିଲ୍ଲୀ,୨୩ ।୨: ଦେଶରେ କରୋନା ଭାଇରସ ପୁଣିଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ପାୟ ୧୩ଟି ରାଜ୍ୟ...

ୟୁକ୍ରେନ୍‌ରେ ନାଗରିକ ସୁରକ୍ଷାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୧୨।୪: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ସୋମବାର ୪୭ ଦିନରେ ପହଞ୍ଚତ୍ଥିବାବେଳେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି...

ବୋହୂଙ୍କ ନାମ ବଦଳାଇଲେ ଲାଲୁ

ପାଟନା,୧୪।୧୨: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ବୀ ଯାଦବ ନିକଟରେ ଦିଲ୍ଲୀରେ ବିବାହ କରିଛନ୍ତି। ଦୀର୍ଘଦିନର ବନ୍ଧୁ...

Advertisement
Archives

Model This Week