ସୁନା ପରେ ଏବେ ବିହାରରେ ପେଟ୍ରୋଲିୟମ ଭଣ୍ଡାର ମିଳିବାର ସଙ୍କେତ, ଖୋଜିବାକୁ ଓଏନଜିସିକୁ ମିଳିଲା ଅନୁମତି
ନୂଆଦିଲ୍ଲୀ,୭ ।୬: ବିହାରର ଜମୁଇରେ ଗୋଟିଏ ପଟେ ଦେଶର ସବୁଠାରୁ ବଡ ସୁନା ଖଣି ଥିବା କୁହାଯିବା ପରେ ଏବେ ଅନ୍ୟପଟେ ବକ୍ସର ଓ ସମସ୍ତିପୁରରେ ପ୍ରେଟ୍ରୋଲିୟମ ଭଣ୍ଡାର ଥିବା ଆଶଙ୍କା କରାଯାଉଛି । ସମସ୍ତିପୁର ଜିଲାର ୩୦୮ କିଲୋମିଟର ଓ…
କାନପୁର ହିଂସାର ଅପରାଧିଙ୍କୁ ଧରିବାକୁ ଯାଇଥିବା ପୋଲିସ ଉପରକୁ ଆକ୍ରମଣ
କାନପୁର,୭ ।୬: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗତ ଶୁକ୍ରବାର କାନପୁର ଗସ୍ତ କରିଥିବା ସମୟରେ ସେଠାରେ ହୋଇଥିବା ହିଂସାରେ ପଥରମାଡ କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଲାଗି ପଡିଛି । ହେଲେ ଏପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ଶାନ୍ତି ଫେରିପାରୁ ନାହିଁ ।…
ପୂର୍ବତନ କଂଗ୍ରେସ ମନ୍ତ୍ରୀ ସାଧୁ ସିଂ ଧର୍ମସୋତ ଗିରଫ
ଚଣ୍ଡିଗଡ଼,୭ ।୬: ପଞ୍ଜାବର ପୂର୍ବତନ କଂଗ୍ରେସ ମନ୍ତ୍ରୀ ସାଧୁ ସିଂ ଧର୍ମସୋତଙ୍କୁ ଗିରଫ କରାଯାଇଛି । ଏକ ଭ୍ରଷ୍ଟାଚାର ମାମଲାରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି । କ୍ୟାପଟେନ ଅମରିନ୍ଦର ସିଂଙ୍କ ସରକାରରେ ଧର୍ମସୋତ ମନ୍ତ୍ରୀ ଥିଲେ । ସୋମବାର…
ହୋଟେଲ ଗଲେ ଶିବସେନା ବିଧାୟକ
ନୂଆଦିଲ୍ଲୀ,୭।୬ : ମହାରାଷ୍ଟ୍ରରୁ ୬ ରାଜ୍ୟ ସଭା ଆସନ ଲାଗି ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭାଜପା ଘୋଡ଼ାବେପାରରେ ସାମିଲ ହେବା ଆଶଙ୍କା କରି ଶାସକ ଶିବସେନାର ବିଧାୟକମାନେ ସୋମବାର ସନ୍ଧ୍ୟାରେ ଏକ ଅଜଣା ହୋଟେଲକୁ ଯାଇଥିବା ଜଣାପଡ଼ିଛି। ସେମାନଙ୍କ…
୫ ଶ୍ରେଷ୍ଠ ତୀର୍ଥସ୍ଥାନରେ ପୁରୀ: ଓୟୋ
ନୂଆଦିଲ୍ଲୀ,୭।୬:ଭାରତର ୫ ଶ୍ରେଷ୍ଠ ତୀର୍ଥସ୍ଥାନ ମଧ୍ୟରେ ପୁରୀ ରହିଛି। ସର୍ବାଧିକ ଯାତ୍ରୀ ଆସୁଥିବା ଅନ୍ୟ ତୀର୍ଥସ୍ଥାନଗୁଡ଼ିକ ହେଲେ ବାରାଣସୀ, ତିରୁପତି, ଅମୃତସର ଏବଂ ଶିରିଡ଼ି। ଟ୍ରାଭେଲ୍ ଟେକ୍ କମ୍ପାନୀ ଓୟୋ ପକ୍ଷରୁ ପ୍ରକାଶିତ ରିପୋର୍ଟ ‘ଇଣ୍ଡିଆସ୍ ଟ୍ରେଜର ଟ୍ରୋଭ୍ ଅଫ୍ କଲ୍ଚର…
କୁପୱାଡାରେ ସୁରକ୍ଷାକର୍ମୀଙ୍କୁ ସଫଳତା, ଜଣେ ପାକିସ୍ତାନୀ ସମେତ ଲସ୍କରର ୨ ଆତଙ୍କବାଦୀ ନିହତ
ଜମ୍ମୁ,୭ ।୬: ଜମ୍ମୁ-କଶ୍ମୀରର କୁପୱାଡାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷାର୍କମୀଙ୍କ ସହ ମୁହାଁମୁହିଁ ସମୟରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ପ୍ରତିବନ୍ଧିତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଏବାର ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ…
ବନ ବିଭାଗ ମଞ୍ଜୁରୀ ବିନା ଓଡ଼ିଶାରେ ଖଣି ଖନନ ବେଆଇନ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୭ା୬:ଓଡ଼ିଶାରେ ଖଣି କମ୍ପାନୀଗୁଡ଼ିକ ବନ ବିଭାଗ ମଞ୍ଜୁରୀ ବିନା ବେଆଇନ ଭାବେ ଖଣିଜ ଉତ୍ତୋଳନ କରିଚାଲିଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ବେଆଇନ ଖଣି ଖନନକୁ ସର୍ବୋଚ୍ଚ ଅଦାଲତ ସୋମବାର ଅତ୍ୟନ୍ତ ଗୁରୁତର ସହ ନେବା ସହିତ ଏଭଳି ମାମଲାଗୁଡ଼ିକର ଫଇସଲା ୬…
ସ୍ବର୍ଣ୍ଣ ମନ୍ଦିରରେ ଖଲିସ୍ତାନୀ ସ୍ଲୋଗାନ
ଅମୃତସର,୭।୬: ପଞ୍ଜାବର ଅମୃତସର ସ୍ଥିତ ସ୍ବର୍ଣ୍ଣମନ୍ଦିରରେ ସୋମବାର ଖଲିସ୍ତାନୀ ସମର୍ଥକମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇଛନ୍ତି। ଅପରେଶନ ବ୍ଲୁ ଷ୍ଟାରର ୩୮ବର୍ଷ ପୂର୍ତ୍ତି ଅବସରରେ ବହୁସଂଖ୍ୟାରେ ଖଲିସ୍ତାନୀ ସମର୍ଥକ ବ୍ୟାନର୍ ଧରି ‘ଖଲିସ୍ତାନ ଜିନ୍ଦାବାଦ୍’ ନାରାବାଜି କରିଥିଲେ। ବିଚ୍ଛିନ୍ନତାବାଦୀ ନେତା ଜରନେଲ…
ରାଜ୍ୟ ସଭା ନିର୍ବାଚନ: ବିଧାୟକଙ୍କୁ ହୋଟେଲ ସିଫ୍ଟ କଲା ଶିବସେନା
ମୁମ୍ବାଇ,୭ ।୬: ଜୁନ ୧୦ରେ ହେବାକୁ ଯାଉଥିବା ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ଶିବସେନା ତା’ର ବିଧାୟକମାନଙ୍କୁ ସୋମବାର ରାତିରେ ମଲାଡଠାରେ ଥିବା ଏକ ହୋଟେଲକୁ ସିଫ୍ଟ କରିଥିବା ସୂଚନା ମିଳିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ନିର୍ଦ୍ଦଳୀୟ…
ଜ୍ଞାନବାପି ପରିସରରେ ଶିବଲିଙ୍ଗ ପୂଜା ରାୟ ସଂରକ୍ଷିତ
ବାରାଣସୀ,୭।୬: ବାରାଣସୀର ଜ୍ଞାନବାପି ମସ୍ଜିଦ ପରିସରରେ ଗତ ମେ’ରେ ଭିଡିଓଗ୍ରାଫି ସର୍ଭେ ବେଳେ ମିଳିଥିବା ଶିବଲିଙ୍ଗ ଢାଞ୍ଚାକୁ ପୂଜା କରିବା ଲାଗି ଅନୁମତି ଦେବାକୁ ଦାଏର ପିଟିଶନ୍ର ଶୁଣାଣି ସୋମବାର ଶେଷ ହୋଇଛି। ବାରାଣସୀର ଏକ ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି।…
ବାରାମୁଳାରେ ସୁରକ୍ଷାକର୍ମୀଙ୍କୁ ସଫଳତା, ଜଣେ ଆତଙ୍କବାଦୀ ନିହତ, ଲାହୋର ସହ ଥିଲା ସମ୍ପର୍କ
ଜମ୍ମୁ,୭ ।୬: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ବାରାମୁଳା ଜିଲାର ସୋପୋରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଇଜିପି କଶ୍ମୀର ବିଜୟ କୁମାର କହିଛନ୍ତି, ନିହତ ହୋଇଥିବା ଲସ୍କର-ଇ-ତୋଏବାର ଆତଙ୍କବାଦୀଙ୍କ ନିକଟରୁ ଯେଉଁ ଡକ୍ୟୁମେଣ୍ଟ…
ସ୍ତ୍ରୀଙ୍କ ହାତ କାଟିଦେଲେ ସ୍ବାମୀ
କୋଲକାତା,୭।୬: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାର କେତୁଗ୍ରାମରେ ଜଣେ ମହିଳା ସରକାରୀ ନର୍ସିଂ ପଦବୀରେ ନିଯୁକ୍ତି ପାଇଁ ସିଲେକ୍ଟ ହୋଇଥିଲେ। ଈର୍ଷାନ୍ବିତ ସ୍ବାମୀ ତାଙ୍କୁ ଚାକିରିରେ ଯୋଗଦେବାକୁ ବାରଣ କରିଥିଲେ। ରେଣୁ ଖାତୁନ୍ ନାମ୍ନୀ ମହିଳା ଯେପରି ଚାକିରିରେ ଯୋଗଦେଇ ନ…
Archives


