ଇଡି କାର୍ଯ୍ୟାଳୟରେ ପ୍ରିୟଙ୍କାଙ୍କ ସହ ପହଞ୍ଚିଲେ ରାହୁଲ
ନୂଆଦିଲ୍ଲୀ,୧୩।୬: ଶତାଧିକ କଂଗ୍ରେସ କର୍ମୀଙ୍କ ସହ ଏକ ଶୋଭାଯାତ୍ରାରେ ବାହାରି ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ନ୍ୟାଶନାଲ ହେରାଲ୍ଡ’ ଖବରକାଗଜ ସଂକ୍ରାନ୍ତ ‘ମନି ଲଣ୍ଡରିଂ’ ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ରାହୁଲଙ୍କ ସହ ଭଉଣୀ…
ପ୍ରତିବାଦ କରିବାରୁ ମହିଳାଙ୍କୁ କଟରରେ ଆକ୍ରମଣ: ପୀଡ଼ିତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଭୋପାଳ, ୧୩ା୬: ମଧ୍ୟପ୍ରଦେଶର ଜଣେ ମହିଳାଙ୍କୁ କେତେଜଣ ଅସଦାଚରଣ ସହ ଯୌନ ନିର୍ଯାତନା ଦେବାକୁ ଉଦ୍ୟମ କରିବା ବେଳେ ପ୍ରତିବାଦ ଯୋଗୁ ଅଭିଯୁକ୍ତମାନେ ପେପର କଟରରେ ତାଙ୍କ ମୁହଁକୁ ଆକ୍ରମଣ କରିଛନ୍ତି। ଫଳରେ ପୀଡ଼ିତାଙ୍କ ମୁହଁରେ ୧୧୮ ଷ୍ଟିଚ୍ କରାଯାଇଛି। ପୋଲିସ…
ଜୟ ଶ୍ରୀରାମ ସ୍ଳୋଗାନ ଦେଇ ୨ ମୁସଲମାନଙ୍କୁ ଆକ୍ରମଣ
ରାଞ୍ଚି,୧୩ା୬: ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ଦେଶର ବିଭିନ୍ନ ପ୍ରାନ୍ତରେ ହିଂସାକାଣ୍ଡ ହେଉଛି। ଏଭଳି ସ୍ଥିତିରେ ରାଞ୍ଚତ୍ର ସୁଜାତା ଚୌକରେ ଜୟ ଶ୍ରୀରାମ ସ୍ଳୋଗାନ ଦେଇ ଏକ ହିନ୍ଦୁ ଯୁବଗୋଷ୍ଠୀ ଜିଶାନ୍(୨୪) ଏବଂ ଫୈଜାନ(୨୧)ଙ୍କୁ ମାଡ଼ ମାରିଥିବା ଅଭିଯୋଗ…
ସତ୍ୟାଗ୍ରହକୁ ନେଇ କଂଗ୍ରେସ-ଭାଜପା ମୁହାଁମୁହିଁ…
ନୂଆଦିଲ୍ଲୀ, ୧୩।୬ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡ଼ି ସମନ ଜାରି କରିଛି। ଏନେଇ କଂଗ୍ରେସ ଦଳ ବିରୋଧ କରୁଛି। ରାହୁଲ ଗାନ୍ଧୀଙ୍କ ସମର୍ଥନରେ କଂଗ୍ରେସ ପାର୍ଟି ସତ୍ୟାଗ୍ରହ ଘୋଷଣା କରିଛି। ସତ୍ୟାଗ୍ରହକୁ ନେଇ କଂଗ୍ରେସ ଭାଜପା ମୁହାଁମୁହିଁ ହୋଇଛନ୍ତି।…
ଭାରତୀୟଙ୍କ ଜୀବନ ଧାରଣ ବୟସରେ ୨ ବର୍ଷ ବୃଦ୍ଧି…
ନୂଆଦିଲ୍ଲୀ, ୧୩।୬ : ଭାରତରେ ନାଗରିକଙ୍କ ହାରାହାରି ଜୀବନ ଧାରଣ ବୟସରେ ୨ ବର୍ଷ ବୃଦ୍ଧି ପାଇଛି। ନମୁନା ରେଜିଷ୍ଟ୍ରେଶନ ସିଷ୍ଟମ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଭାରତୀୟମାନଙ୍କର ହାରାହାରି ବୟସ ଦୁଇ ବର୍ଷ ବଢ଼ି ୬୯.୭ ବର୍ଷକୁ ବୃଦ୍ଧି…
ଡ୍ରଗ୍ସ୍ ମାମଲା, ଶ୍ରଦ୍ଧା କପୁରଙ୍କ ଭାଇ ଗିରଫ …
ମୁମ୍ବାଇ, ୧୩।୬ : ଡ୍ରଗ ମାମଲାରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ପୋଲିସ ଗରଫ କରିଛି। ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବଲିଉଡ୍ର ବହୁ ସେଲିବ୍ରିଟିଙ୍କ ନାମ ଡ୍ରଗ ମାମଲା ସହ ଜଡିତ ହେବାରେ ଲାଗିଛି।…
ଭାଜପା ସରକାର ରାବଣ, ରାହୁଲ ରାମ, କଂଗ୍ରେସ ପକ୍ଷରୁ ପ୍ରଦର୍ଶନ …
ନୂଆଦିଲ୍ଲୀ, ୧୩।୬ : ମନି ଲଣ୍ଡରିଂ ମାମଲାରେ ରାହୁଲ ଗାନ୍ଧୀ ସୋମବାର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ରେ ହାଜର ହେବାକୁ ଯିବାର କାର୍ଯ୍ୟକ୍ରମ କରିଛନ୍ତି। ଏହାପୂର୍ବରୁ କଂଗ୍ରେସ ସମର୍ଥକମାନେ ରାହୁଲଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ସେମାନଙ୍କ ଦିଲ୍ଲୀ ପୋଲିସ ଗିରଫ କରିଥିଲା।…
ସକ୍ରିୟ ମାମଲା ୪୮ ହଜାର ମୁହାଁ …
ନୂଆଦିଲ୍ଲୀ, ୧୩।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ମୁସେୱାଲା ହତ୍ୟାକାଣ୍ଡ: ଶାର୍ପ ସୁଟର ସନ୍ତୋଷ ଗୁଜରାଟରୁ ଗିରଫ
ନୂଆଦିଲ୍ଲୀ,୧୩ ।୬: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡରେ ପୁଣେ ଗ୍ରାମୀଣ ପୋଲିସର କ୍ରାଇମ ବ୍ରାଞ୍ଚ ଶାର୍ପ ସୁଟର ସନ୍ତୋଷ ଯାଦବଙ୍କୁ ଗୁଜରାଟରୁ ଗିରଫ କରିଛି । ପୋଲିସର ଏକ ଟିମ ରବିବାର ରାତିରେ ସନ୍ତୋଷଙ୍କୁ ଗିରଫ କରିଥିବା ସୂଚନା ମିଳିଛି…
ଇଡିରେ ହାଜର ହେବା ପୂର୍ବରୁ ରାହୁଲଙ୍କ ଘର ସାମ୍ନାରେ ଲାଗିଲା ପୋଷ୍ଟର
ନୂଆଦିଲ୍ଲୀ,୧୩ ।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ନ୍ୟାଶନାଲ ହେରାଲ୍ଡ ମାମଲାରେ ପଚରା ଉଚରା ପାଇଁ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଇଡି ସାମ୍ନାରେ ହାଜର ହେବାର ଅଛି । ହେଲେ ଏହା ପୂର୍ବରୁ ଆରମ୍ଭ ହୋଇ ଯାଇଛି ପୋଷ୍ଟର ୱାର…
ସମୁଦ୍ର ଆଁକୁ ଯିବ ମୂମ୍ବାଇ !…
ନୂଆଦିଲ୍ଲୀ, ୧୩।୬ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ବୁଡ଼ିଯିବ। ଏହି ବିପଦ ଅନେକ ଅନ୍ତର୍ଜାତୀୟ ଅଧ୍ୟୟନରେ ପ୍ରକାଶ ପାଇଛି। ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ବର୍ତ୍ତମାନ ଏକ ଅଧ୍ୟୟନ ଦାବି କରିଛି ଯେ ମୁମ୍ବାଇ ସହର ପ୍ରତିବର୍ଷ ୨ ମିଲିମିଟର ବେଗରେ…
ସକାଳୁ ସକାଳୁ ଥରିଲା ମେଘାଳୟ…
ଶିଲଂ, ୧୩।୬ : ସୋମବାର ସକାଳ ୬ଟା ୩୨ରେ ଉତ୍ତର ପୂର୍ବ ରାଜ୍ୟ ମେଘାଳୟର ତୁରାରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ମାପ କରାଯାଇଥିଲା। ଭୂକମ୍ପ ଯୋଗୁଁ ଧନ…
Archives


