ଲାଲୁଙ୍କୁ ଭେଟିଲେ କେସିଆର୍
ପାଟନା,୩୧।୮: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପାଟନାରେ ଆରଜେଡି ମୁଖ୍ୟ ଲାଲୁ ଯାଦବ ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ଭେଟିଛନ୍ତି। ରାବ୍ରି ଦେବୀଙ୍କ ବାସଭବନରେ ହୋଇଥିବା ଏହି ସାକ୍ଷାତବେଳେ କେସିଆର୍ ବିରୋଧୀ ଏକତା ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ…
‘ଯେକୌଣସି ଭାବେ ଭାଜପାକୁ ଦେଶରୁ ହଟାଇବାକୁ ପଡିବ’
ପାଟନା,୩୧।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାର ବିକାଶମୂଳକ କାର୍ଯ୍ୟ ବଦଳରେ କେବଳ ‘ପ୍ରଚାରପ୍ରସାର’ କାର୍ଯ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି। ଏକ କାର୍ଯ୍ୟକ୍ରମ ସମୟରେ ନୀତୀଶ…
‘ଏବେ ଗୁଣ୍ଡାଗର୍ଦ୍ଦି ରାଜନୀତିକୁ ଓହ୍ଲାଇଛି ଭାଜପା’
ନୂଆଦିଲ୍ଲୀ,୩୧।୮: ଗୁଜରାଟରେ ଆମ୍ ଆଦମୀ ପାର୍ଟି ନେତା ମନୋଜ ସୋରାଥିଆଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏଏପି ଏମ୍ପି ରାଘବ ଚଢା ଭାଜପାକୁ ଘେରିଛନ୍ତି। ବର୍ତ୍ତମାନ ଭାଜପା ଗୁଣ୍ଡାଗର୍ଦ୍ଦିର ରାଜନୀତି କରିବାକୁ ଓହ୍ଲାଇଛି। ଭାଜପାର ଗୁଣ୍ଡାମାନେ ଏଏପିର ରାଜ୍ୟ ସାଧାରଣ ସମ୍ପାଦକ…
ଏଏପି ବିଧାୟକଙ୍କ ବିରୋଧରେ ମାନହାନି କେସ୍ କରିବେ ଦିଲ୍ଲୀ ଉପରାଜ୍ୟପାଳ
ନୂଆଦିଲ୍ଲୀ,୩୧।୮: ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଏକ ନୂଆ ମୋଡ଼ ନେଇଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣିଥିବା ଆମ୍ ଆଦମୀ ପାର୍ଟି(ଏଏପି) ନେତା ସୌରଭ ଭରଦ୍ୱାଜ, ଆତିଶି, ଦୁର୍ଗେଶ…
ସୋନିଆ ଗାନ୍ଧୀଙ୍କ ମା’ଙ୍କ ପରଲୋକ
ନୂଆଦିଲ୍ଲୀ,୩୧।୮: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମେନୋଙ୍କ ପରଲୋକ ଘଟିଛି। ୨୭ ଅଗଷ୍ଟ ଶନିବାର ଇଟାଲୀରେ ଥିବା ତାଙ୍କ ବାସଭବନରେ ପାଓଲା ଦେହାନ୍ତ ହୋଇଛି। ଅଗଷ୍ଟ ୩୦ରେ ପାଓଲାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ…
ବଢିଲା ଜ୍ୟାକଲିନ୍ଙ୍କ ଅଡ଼ୁଆ
ନୂଆଦିଲ୍ଲୀ,୩୧।୮:ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟା ବଢିବାରେ ଲାଗିଛି। ୨୧୫ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କୁ ଡକାଇଛନ୍ତି। ଏହି ମାମଲାରେ ସେପ୍ଟେମ୍ବର ୨୬ରେ ଜ୍ୟାକଲିନ୍ଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପ୍ଟେମ୍ବର ୧୨ରେ…
ଗିରଫ ପରେ ସୀମା କହିଲେ, ମୋ ନାଁରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା
ରାଞ୍ଚି,୩୧।୮: ଝାଡଖଣ୍ଡର ପୂର୍ବତନ ଆଇଏସ ଅଫିସରଙ୍କ ସ୍ତ୍ରୀ ତଥା ଭାଜପାରୁ ନିଲମ୍ବିତ ହୋଇଥିବା ସୀମା ପାତ୍ରଙ୍କୁ ବୁଧବାର ରାଞ୍ଚି ପୋଲିସ ଗିରଫ କରିଛି। ୮ ବର୍ଷ ଧରି ଘରେ କାମ କରୁଥିବା ସୁନୀତା ନାମ୍ନୀ ଜଣେ ମହିଳାଙ୍କୁ ଅକଥନୀୟ ନିର୍ଯାତନା ଅଭିଯୋଗରେ…
ସାଇବର ଅପରାଧରେ ୫ ପ୍ରତିଶତ ବୃଦ୍ଧି, ଆଗରେ ତେଲେଙ୍ଗାନା-ୟୁପି-କର୍ନାଟକ…
ନୂଆଦିଲ୍ଲୀ, ୩୧।୮ : ଗତ ବର୍ଷ ଦେଶରେ ସାଇବର ଅପରାଧ ମାମଲାରେ ପାଞ୍ଚ ପ୍ରତିଶତ ବୃଦ୍ଧି ଘଟିଛି। ଚିନ୍ତାଜନକ ବିଷୟ ହେଉଛି, ଏହି ସମ୍ବନ୍ଧୀୟ ମାମଲାଗୁଡ଼ିକର ଏକ ତୃତୀୟାଂଶରେ ଚାର୍ଜ ଶିଟ ଦାଖଲ କରାଯାଇଛି। ଏହି ସୂଚନା ଏନସିଆର୍ବି ରିପୋର୍ଟ ୨୦୨୧…
ଚେକ୍ ବାଉନ୍ସ୍ ମାମଲାର ଶୁଣାଣି ପାଇଁ ୫ ଅବସରପ୍ରାପ୍ତ ବିଚାରପତି ନିଯୁକ୍ତ…
ନୂଆଦିଲ୍ଲୀ, ୩୧।୮ : ଦିଲ୍ଲୀ ହାଇକୋର୍ଟ ପାଞ୍ଚଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନିଗୋସିଏବୁଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟ ଅନୁଯାୟୀ ଚେକ ବାଉନ୍ସ ମାମଲାର ଶୁଣାଣି ପାଇଁ ସ୍ଥାପିତ ସ୍ବତନ୍ତ୍ର କୋର୍ଟର ପ୍ରିଜାଇଡିଂ ଅଫିସର ଭାବରେ ନିଯୁକ୍ତ କରିଛନ୍ତି। ହାଇକୋର୍ଟଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରଶାସନିକ…
ଛତିଶଗଡ଼ ରାଜନୀତିରେ ଲେମ୍ବୁ-ଲଙ୍କା ଏଣ୍ଟ୍ରି…
ରାଞ୍ଚି, ୩୧।୮ : ଲେମ୍ବୁ ଏବଂ ଲଙ୍କା ଏବେ ଛତିଶଗଡ ରାଜନୀତିରେ ଏଣ୍ଟ୍ରି କରିଛି। ରାଜ୍ୟରେ ବଢୁୁଥିବା ଅପରାଧ ସମ୍ପର୍କରେ ଭାଜପା ନେତାମାନେ କହିଛନ୍ତି ଯେ ପ୍ରତ୍ୟେକ ପୋଲିସ ଷ୍ଟେଶନରେ ଲେମ୍ବୁ ଏବଂ ଲଙ୍କା ଟାଙ୍ଗିବା ଉଚିତ। ପୋଲିସ ଦ୍ୱାରା ଅପରାଧ…
କେସିଆର-ନୀତୀଶ ଭେଟ,ଦୁଇ ଦିବାସ୍ବପ୍ନ ଦେଖୁଥିବା ନେତାଙ୍କ ସାକ୍ଷାତ ବୋଲି ସୁଶୀଲ ମୋଦିଙ୍କ କଟାକ୍ଷ…
ପାଟନା, ୩୧।୮ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗୁରୁବାର ବିହାରର ରାଜଧାନୀ ପାଟନା ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କୁ ସ୍ବାଗତ କରିଛନ୍ତି। ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭେଟ ନେଇ ଭାଜପା ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ…
ପ୍ରଥମ ଭର୍ଚୁଆଲ ସ୍କୁଲର ଶୁଭାରମ୍ଭ କଲେ କେଜରିଓ୍ବାଲ…
ନୂଆଦିଲ୍ଲୀ, ୩୧।୮ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶିକ୍ଷା ଏବଂ ଚିକିତ୍ସା କ୍ଷେତ୍ରରେ କେତେକ ବଡ଼ ଘୋଷଣା କରିଛନ୍ତି। ଏଥି ମଧ୍ୟରୁ ସବୁଠାରୁ ବିଶେଷ ଏବଂ ଭିନ୍ନ ଘୋଷଣା ହେଉଛି ବିଶ୍ୱର ପ୍ରଥମ ଭର୍ଚୁଆଲ ବିଦ୍ୟାଳୟର ଶୁଭାରମ୍ଭ। ଦେଶର ପ୍ରଥମ…
Archives


