ଜାତୀୟ

ନବାବ-ଅନୀଲ ଦେଇପାରିବେନି ଭୋଟ

ମୁମ୍ବାଇ,୧୭।୬: ରାଜ୍ୟ ସଭା ନିର୍ବାଚନ ପାଇଁ ହେବାକୁ ଥିବା ମତଦାନ ଲାଗି କରାଯାଇଥିବା ଆବେଦନର ଶୁଣାଣିରେ ଇଡି ଦ୍ୱାରା ଗିରଫ ହୋଇଥିବା ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନବାବ ମଲିକ ଏବଂ ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଝଟ୍‌କା ମିଳିଛି। ଶୁକ୍ରବାର…

ଜଳୁଛି ଅଗ୍ନିପଥ ନିଆଁ: ପୋଲିସ ଗୁଳିରେ ଜଣେ ମୃତ

ହାଇଦ୍ରାବାଦ,୧୭।୬: ଅଗ୍ନିପଥ ଯୋଜନା ବିରୋଧରେ ଜାରି ରହିଥିବା ପ୍ରଦର୍ଶନ ଏବେ ଉଗ୍ର ରୂପ ଧାରଣ କରିଛି। ଦିନକୁ ଦିନ ଏହାର ନିଆଁ ଦେଶର ବିଭିନ୍ନ ରାଜ୍ୟକୁ ବ୍ୟାପିଲାଣି। ଇତିମଧ୍ୟରେ ତେଲେଙ୍ଗାନାର ସିକନ୍ଦରାବାଦରେ ଶୁକ୍ରବାର ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ଏହି ଘଟଣାରେ…

ମାସେ ପାରୋଲରେ ଯିବେ ରାମ ରହିମ

ସିରସା,୧୭।୬: ହରିଆଣାର ପଞ୍ଚକୁଲା ବଳାତ୍କାର ମାମଲାରେ ଜେଲ୍‌ରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂଙ୍କୁ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ରାମ ରହିମଙ୍କୁ ଏକ ମାସ ପାଇଁ ପାରୋଲରେ ଯିବାକୁ ଅନୁମତି ପ୍ରଦାନ କରାଯାଇଛି ବୋଲି ରୋହତକ…

ଜୁନ୍‌ ୨୪ରୁ ଆରମ୍ଭ ହେବ ସେନା ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’କୁ ବିରୋଧ କରି ଯୁବକମାନଙ୍କ ପ୍ରଦର୍ଶନ ତୃତୀୟ ଦିନ ପାଇଁ ଜାରି ରହିଛି। ବିହାରର ଅନେକ ସ୍ଥାନରେ ଏହି ନୂତନ ଯୋଜନାକୁ ବିରୋଧ କରାଯାଉଛି। ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସରକାର ସେନା ନିଯୁକ୍ତିରେ ବୟସ…

୨ରୁ ୧୮ବର୍ଷର ପିଲାଙ୍କ ପାଇଁ କୋଭାକ୍ସିନ ବହୁ ପ୍ରଭାବଶାଳୀ: ଦାବି କଲା ଭାରତ ବାୟୋଟେକ

ନୂଆଦିଲ୍ଲୀ,୧୭।୬: ଭାରତ ବାୟୋଟେକର ଆଣ୍ଟି-କରୋନା ଭାଇରସ୍‌ ଟିକା କୋଭୋକ୍ସିନ ୨ରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା ଶିଶୁ ଏବଂ କିଶୋରମାନଙ୍କ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ। ଶୁକ୍ରବାର କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, ଏହାର କୋଭିଡ ଟିକା ଦ୍ୱିତୀୟ ଏବଂ…

ସୋନିଆଙ୍କ ହେଲଥ୍‌ ଅପଡେଟ୍‌ ଦେଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୧୭।୬: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗତ କିଛି ଦିନରୁ ଅସୁସ୍ଥ ଅଛନ୍ତି। ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଜୁନ ୧୨ରେ ତାଙ୍କ ନାକରୁ ରକ୍ତ ବାହାରିଥିବା ଜଣାପଡ଼ିଛି। ଏଥିଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ…

ଇଡି ଜାଲରେ ପୁଣି ଫସିଲେ ସ୍ବାସ୍ଥ୍ୟ ମନ୍ତ୍ରୀ,୧୦ ସ୍ଥାନରେ ଚଢାଉ

ନୂଆଦିଲ୍ଲୀ,୧୭।୬: ବେଆଇନ ଅର୍ଥ କାରବାରରେ ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓ ତାଙ୍କର ସହଯୋଗୀଙ୍କ ୧୦ଟି ସ୍ଥାନରେ ଶୁକ୍ରବାର ଦ୍ୱିତୀୟ ଥର ପାଇଁ ଇଡି ଚଢାଉ କରିଛି । ଚଢାଉ ହୋଇଥିବା ସମସ୍ତ ଠିକଣା ଦିଲ୍ଲୀ-ଏନ୍‌ସିଆର ଭିତରେ…

ଭୀମ ସେନା ମୁଖ୍ୟ ସତପାଲ ତନୱାର ଗିରଫ

ଗୁରୁଗ୍ରାମ,୧୭।୬: ପୂର୍ବତନ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କୁ ଧମକ ଦେଇ ଭୀମ ସେନା ମୁଖ୍ୟ ନବାବ ସତପାଲ ତନୱାର ଗିରଫ ହୋଇଛନ୍ତି। ଗୁରୁଗ୍ରାମରେ ଥିବା ତାଙ୍କ ବାସଭବନରୁ ତନଓ୍ବାର୍‌ଙ୍କୁ ପୋଲିସ ଗିରଫ କରିଛି। ତନଓ୍ବାର ଅତୀତରେ ଘୋଷଣା କରିଥିଲେ ଯେ, ଯିଏ…

ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରେ ପଥରମାଡ଼

ପାଟନା,୧୭।୫: କେନ୍ଦ୍ର ସରକାରଙ୍କ ନୂଆ ଅଗ୍ନିପଥ ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଶୁକ୍ରବାର ଯୁବକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସକାଳୁ ଯୁବକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉତ୍ତରପ୍ରଦେଶ ଓ ବିହାର ସମେତ ଅନେକ ରାଜ୍ୟର ରେଲଓ୍ବେ ଷ୍ଟେସନ ଓ…

ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଘରେ ସିବିଆଇ ଚଢାଉ

ଯୋଧପୁର,୧୭।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଭାଇ ଆଗ୍ରାସେନ ଗେହଲୋଟଙ୍କ ଘରେ ଶୁକ୍ରବାର ସିବିଆଇ ଚଢାଉ କରିଛି। ଏହାପୂର୍ବରୁ ଇଡି ଆଗ୍ରାସେନଙ୍କ ଘରେ ଚଢାଉ କରିଥିଲା। ସାର ରପ୍ତାନି ମାମଲାରେ ଅନିୟମିତତା ଅଭିଯୋଗରେ ଆଗ୍ରାସେନ ଗେହଲୋଟ ଇଡି ଅନୁସନ୍ଧାନରେ ଅଛନ୍ତି। ଇଡି…

ଦେଶର ଜନତା କଣ ଚାହୁଁଛନ୍ତି, ପ୍ରଧାନମନ୍ତ୍ରୀ ତାହା ବୁଝନ୍ତି ନାହିଁ: ରାହୁଲ

ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଶୁକ୍ରବାର ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଅଗ୍ନିପଥ ଯୋଜନା ମାଧ୍ୟମରେ ସେନାରେ ନୂଆ ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ କରି ପ୍ରଦର୍ଶନ ଜାରି ରହିଛି। ଅଗ୍ନିପଥ ଯୋଜନାକୁ ନେଇ ଉତ୍ତେଜନା ମଧ୍ୟରେ କଂଗ୍ରେସ…

‘ପ୍ରସ୍ତୁତ ହୁଅନ୍ତୁ, ଖୁବଶୀଘ୍ର ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା’

ନୂଆଦିଲ୍ଲୀ,୧୭।୫: କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ସେନା, ବାୟୁସେନା ଏବଂ ନୌସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଏହି ଯୋଜନା ଅଧୀନରେ, ଇଚ୍ଛୁକ ଯୁବକମାନଙ୍କୁ ୪ ବର୍ଷ ପାଇଁ ସଶସ୍ତ୍ର ବାହିନୀରେ ନିଯୁକ୍ତି ଦିଆଯିବ। ଏହାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri