ଜେଲରେ ବିତିବ ସଞ୍ଜୟଙ୍କ ଦଶହରା…
ମୁମ୍ବାଇ, ୨୭।୯ : ମୁମ୍ବାଇର ପ୍ରସିଦ୍ଧ ପାତ୍ରା ଚୌଲ ସ୍କାମରେ ପ୍ରାୟ ଦୁଇମାସ ଧରି ଜେଲରେ ଥିବା ଶିବସେନା ନେତା ସଞ୍ଜୟ ରାଉତଙ୍କ ଜାମିନ ଉପରେ ଶୁଣାଣି ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ସ୍ବତନ୍ତ୍ର ପିଏମଏଲଏ କୋର୍ଟରେ ଅନୁଷ୍ଠିତ ଶୁଣାଣିରେ ସଞ୍ଜୟଙ୍କୁ ଝଟ୍କା…
୧୫୦ରୁ ଅଧିକ ପିଏଫ୍ଆଇ-ଏସଡିପିଆଇ ସଦସ୍ୟ ଅଟକ …
ନୂଆଦିଲ୍ଲୀ, ୨୭।୯ : ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନଆଇଏ)ଙ୍କ ନିର୍ଦ୍ଦେଶରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଏବଂ ଏସଡିପିଆଇର ଅନେକ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଯାଇଛି।…
ମଦୁରାଇରେ ଚଣ୍ଡିଗଡ଼ ଘଟଣାର ପୁନରାବୃତ୍ତି: ଯୁବତୀଙ୍କ ଅଶ୍ଳିଳ ଭିଡିଓ କରି ପ୍ରେମିକଙ୍କ ପାଖକୁ ପଠାଉଥିଲେ ପ୍ରେମିକା
ମଦୁରାଇ,୨୭ ।୯: ତାମିଲନାଡୁର ମଦୁରାଇରେ ଚଣ୍ଡିଗଡ଼ ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଡାକ୍ତର ଓ ତାଙ୍କ ପ୍ରେମିକାଙ୍କୁ ପୋଲିସ ଗିରଫ କରିଛି । ଅଭିଯୋଗ ହୋଇଛି କି ଡାକ୍ତରଙ୍କ ପ୍ରେମିକା ତାଙ୍କ ସହ ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ…
ଏଏପିର ସମସ୍ତ ପ୍ରାର୍ଥୀଙ୍କର ଅମାନତ ଉଡିଯିବ, କହିଲା କଂଗ୍ରେସ…
ଅହମଦାବାଦ, ୨୭।୯ : ଗୁଜରାଟ ବିଧାନସଭା ନିର୍ବାଚନ ନେଇ ଏଏପିକୁ କଂଗ୍ରେସ ଘେରିଛି। କଂଗ୍ରେସର ଶକ୍ତି ସିଂ ଗୋହିଲ କହିଛନ୍ତି ଭାରତ ଯୋଡ ଯାତ୍ରାର ସଫଳତା ମିଳିବାରେ ଲାଗିଛି। ଏନେଇ ଭାଜପା ସମେତ ଅନ୍ୟ ରାଜନୈକ ଦଳଙ୍କ ମଧ୍ୟରେ ଭୟ ବଢିବାରେ…
ବ୍ଲକ୍ ହେଲା ୪୫ ଭିଡିଓ
ନୂଆଦିଲ୍ଲୀ, ୨୭ା୯: ଘୃଣା ମନ୍ତବ୍ୟ ଏବଂ ସାମ୍ପ୍ରଦାୟିକ ହିଂସାକୁ ଉସୁକାଉଥିବା ଭଳି ୪୫ ଭିଡିଓକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବ୍ଲକ୍ କରିଛି। ଏହି ଭିଡିଓଗୁଡ଼ିକ ୧୦ଟି ୟୁଟ୍ୟୁବ୍ ଚ୍ୟାନେଲରେ ଅପ୍ଲୋଡ ହୋଇଥିଲା। ଧର୍ମୀୟ ସମ୍ପ୍ରଦାୟ ମଧ୍ୟରେ ଘୃଣା ବିସ୍ତାର କଲା…
ସାମ୍ବିଧାନିକ ପୀଠ ଶୁଣାଣିର ସିଧା ପ୍ରସାରଣ, ପ୍ରଥମେ ଉଦ୍ଧବ-ଶିନ୍ଦେ ମାମଲା…
ନୂଆଦିଲ୍ଲୀ,୨୭।୯ : ଦେଶର ଇତିହାସରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ସମ୍ବିଧାନ ପୀଠର ସମସ୍ତ ପ୍ରକ୍ରିୟାର ସିଧା ପ୍ରସାରଣ ଆରମ୍ଭ କରିଛନ୍ତି। ପ୍ରଥମେ ଏହା ଉଦ୍ଧବ ଠାକରେ ଏବଂ ମୁଖ୍ୟନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମାମଲାରୁ ଆରମ୍ଭ ହୋଇଥିଲା। ବରିଷ୍ଠ ଆଡଭୋକେଟ…
ଦୈନିକ ସଂକ୍ରମଣ ୪ ହଜାର ତଳେ, ସକ୍ରିୟ ମାମଲା ୪୩ ହଜାରରୁ କମ…
ନୂଆଦିଲ୍ଲୀ, ୨୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୩ ହଜାର ତଳେ ରହିଛି। ଗତ ୨୪…
ଆଶା ପାରେଖଙ୍କୁ ଦାଦାସାହେବ ଫାଲକେ ପୁରସ୍କାର
ନୂଆଦିଲ୍ଲୀ,୨୭।୯: ଲୋକପ୍ରିୟ ଅଭିନେତ୍ରୀ ଆଶା ପାରେଖଙ୍କୁ ୨୦୨୨ ପାଇଁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ରେ ଆଶା ଜୀଙ୍କୁ ଏହି ସମ୍ମାନ ଦିଆଯିବ। ୬୦ ଏବଂ…
ଟେରର ଫଣ୍ଡିଂ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ୮ରାଜ୍ୟରେ ଏନ୍ଆଇଏର ଚଢ଼ାଉ, ୨୪୭ ସଦସ୍ୟ ଅଟକ
ନୂଆଦିଲ୍ଲୀ,୨୭।୯: ଟେରର ଫଣ୍ଡିଂ ଉପରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍ଆଇଏ) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିଙ୍କ ସହାୟତାରେ ପୁଣି ଥରେ ସାରା ଦେଶରେ ପିଏଫ୍ଆଇର ଅନେକ ସ୍ଥାନରେ ଚଢ଼ାଉ କରିଛି। ପିଏଫ୍ଆଇ ଉପରେ ଏନ୍ଆଇଏର ଏହା ଦ୍ୱିତୀୟ…
ମନସ୍କାମନା ପୂରଣ ହେବାରୁ ମଇଁଷିକୁ ଲଣ୍ଡା କଲେ ମାଲିକ
ଲକ୍ଷ୍ନୌ,୨୭।୯: ଉତ୍ତରପ୍ରଦେଶ ହରଦୋଇ ଜିଲାରେ ଏକ ଅଜବ ଘଟଣା ଘଟିଛି। ମନସ୍କାମନା ପୂରଣ ହେବାରୁ ଜଣେ କୃଷକ ନବରାତ୍ରିର ପ୍ରଥମ ଦିନ ମା’ ଦୁର୍ଗା ମନ୍ଦିରରେ ମଇଁଷି ଛୁଆକୁ ଲଣ୍ଡା କରିଛନ୍ତି। କେବଳ ଏତିକି ନୁହେଁ, ଲଣ୍ଡା ପରେ ଗ୍ରାମବାସୀଙ୍କୁ ଭୋଜନ…
ଆମ ଆଦମୀ ପାର୍ଟିକୁ ବଡ଼ ଝଟ୍କା
ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ ହାଇକୋର୍ଟ ଆମ୍ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା ଦେଇଛନ୍ତି। ଲ୍ୟୁଟନାଣ୍ଟ ଗଭର୍ନର ଭି.କେ. ସକ୍ସେନାଙ୍କ ବିରୋଧରେ ଥିବା ସମସ୍ତ ବିବାଦୀୟ ସୋସିଆଲ ମିଡିଆରୁ ପୋଷ୍ଟ ହଟାଇବାକୁ ହାଇକୋର୍ଟ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି। ଏଲଜି ଦାଖଲ କରିଥିବା ମାନହାନି…
ଦାଉଦ ଇବ୍ରାହିମଙ୍କ ସହଯୋଗୀ ରିୟାଜ୍ ଭାଟ୍ଟି ଗିରଫ
ମୁମ୍ବାଇ,୨୭।୯: ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଏଇସି (ଆଣ୍ଟି ଏକ୍ସଟୋରସନ ସେଲ) ଅଣ୍ଡରୱାଲର୍ଡ ଡନ୍ ଦାଉଦ ଇବ୍ରାହିମ ସହଯୋଗୀ ତଥା ଗ୍ୟାଙ୍ଗର ସଦସ୍ୟ ରିୟାଜ ଭାଟ୍ଟିଙ୍କୁ ଗିରଫ କରିଛି। ରିୟାଜ ଭାଟ୍ଟି ଏବଂ ଛୋଟା ଶକିଲଙ୍କ ସମ୍ପର୍କୀୟ ସଲିମ ଫ୍ରୁଟ ଅନ୍ଧେରୀର ଜଣେ…

