Posted inଜାତୀୟ

ଦେଶରେ ୩,୨୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୭।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୨୩୦ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪,୪୧,୨୦,୪୫୧ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୪,୪୦,୦୪,୫୫୩ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୪୨,୩୫୮ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୮୫,୫୬୨କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବିମାନ ବନ୍ଦରରେ ଟଳିଲା ବଡ ଦୁର୍ଘଟଣା: ଇଣ୍ଡିଗୋ ବିମାନର ନୋଜ ଏରିଆରେ ଫସିଲା ଗାଡି

ନୂଆଦିଲ୍ଲୀ,୨ ।୮: ରାଜଧାନି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟର ନ୍ୟାଶନାଲ ବିମାନ ବନ୍ଦରରେ ମଙ୍ଗଳବାର ଏକ ବଡ ଦୁର୍ଘଟଣା ଟଳି ଯାଇଛି । ବିମାନ ବନ୍ଦରର...

ଦିଲ୍ଲୀ ବିଧାନସଭା ପାଇଁ ୧୪ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ସୋମବାର କଂଗ୍ରେସ ତା’ର ସେଣ୍ଟ୍ରାଲ ଇଲକେଶନ୍‌ କମିଟି ବୈଠକରେ ୧୪ ଜଣ ପ୍ରାର୍ଥୀଙ୍କ ନାମ...

ବିହାର ନିର୍ବାଚନ: ୬୦ ଆସନରେ ମୁସଲମାନ୍‌ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପାଟନା, ୧୭।୧୦: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏବେ ରାଜ୍ୟରେ ରାଷ୍ଟ୍ରବାଦୀ ରାଜନୀତି ଆରମ୍ଭ ହୋଇଛି। ଫଳରେ ହିନ୍ଦୁ ମୁସଲମାନ୍‌ଙ୍କୁ ନେଇ ଭୋଟ...

ଶାନନ ଢାକା ଏନଡ଼ିଏ ମହିଳା ଟପ୍ପର…

ନୂଆଦିଲ୍ଲୀ, ୨୨।୬ : ହରିୟାଣାର ରୋହତକ ଶାନନ ଢାକା ଭାରତୀୟ ସେନାରେ ମହିଳାମାନଙ୍କ ପ୍ରଥମ ଏନଡିଏ ବ୍ୟାଚରେ ଟପ୍ପର ହୋଇଛନ୍ତି। ଏହାକୁ ନେଇ ତାଙ୍କ ଗାଁ...

ଡିଏମ୍‌କେ-କଂଗ୍ରେସ ସରକାରକୁ ଆସିଲେ ମହିଳାଙ୍କୁ ଅପମାନିତ କରିବେ : ମୋଦି 

ଧାରାପୁରମ, ୩୦।୩ : ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ ଡିଏମ୍‌କେ ଓ କଂଗ୍ରେସ ସରକାରକୁ ଆସିଲେ ମହିଳାଙ୍କୁ ଅପମାନିତ କରିବେ। ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି...

ଗୀତ ଗାଇଲେ କଂଗ୍ରେସ୍ ଏମ୍‌ପି ଶଶୀ ଥରୁର

ଶ୍ରୀନଗର,୬ ।୯: ଏଥର ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସ ଏମ୍‌ପି ଶଶୀ ଥରୁର । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ...

ରାମଦେବଙ୍କ ଉପରେ ରାଗିଗଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୩।୫: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ରବିବାର ଯୋଗ ଗୁରୁ ରାମଦେବଙ୍କୁ ଏକ ଚିଠି ଲେଖିଛନ୍ତି। କରୋନା ଯୋଦ୍ଧାମାନଙ୍କ ବିରୋଧରେ ଦେଇଥିବା ‘ଆପତ୍ତିଜନକ ମନ୍ତବ୍ୟ’କୁ ପ୍ରତ୍ୟାହାର...

ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲା ‘ତାଣ୍ଡବ’ର ପୂରା ଟିମ୍‌

ନୂଆଦିଲ୍ଲୀ,୧୮।୧: ଆମାଜନ ପ୍ରାଇମ ଭିଡିଓର ନୂଆ ଓ୍ବେବ ସିରିଜ୍‌ ‘ତାଣ୍ଡବ’ କାଷ୍ଟ ଓ କ୍ରୁ ମେମ୍ବର ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଓ୍ବେବ ସିରିଜ୍‌ର...

Advertisement
Archives

Model This Week