ଜାତୀୟ

ଲଖିମପୁର ଖେରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ…

ଲଖିମପୁର,୨୮।୯ : ଉତ୍ତରପ୍ରଦେଶର ଲଖିମପୁର ଖେରି ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ବହୁ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ପଞ୍ଜାବ ବିଧାନସଭାରେ ଆସ୍ଥା ଭୋଟ ଲୋଡ଼ିଲେ ମାନ୍‌

ଚଣ୍ଡିଗଡ଼,୨୮।୯(ପି.ଟି.): ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ଭାଙ୍ଗିବା ପାଇଁ ବିରୋଧୀ ଦଳ ଭାଜପା ଉଦ୍ୟମ ଚଳାଇଥିବାବେଳେ କଂଗ୍ରେସ ଏହାକୁ ସାଥ୍‌ ଦେଉଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍‌ ମାନ୍‌ ମଙ୍ଗଳବାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଆସ୍ଥା ଭୋଟ ଲୋଡ଼ିଛନ୍ତି।…

ନଡ୍ଡାଙ୍କ ଗସ୍ତକୁ କାଉଣ୍ଟର ଲାଗି ବିଜେଡିର ୨ ଦିନିଆ ସମ୍ମିଳନୀ

ଭୁବନେଶ୍ବର,୨୮।୯(ବ୍ୟୁରୋ): ରାଜ୍ୟରେ ଏବେ ରାଜନୈତିକ ଲଢ଼େଇ ଧୀରେ ଧୀରେ ବଢ଼ିବା ଆରମ୍ଭ କରିଛି। ଅନେକ ଦିନ ହେବ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ନିଜର କାର୍ଯ୍ୟକ୍ରମକୁ ସାମାନ୍ୟ ଶିଥିଳ ରଖିଥିବା ବେଳେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏଥିଲାଗି ପ୍ରସ୍ତୁତି…

ଗେହଲଟ୍‌ଙ୍କ ୩ ବିଧାୟକ ଦାୟୀ

ନୂଆଦିଲ୍ଲୀ,୨୮।୯: ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ୩ ଅନୁଗତ ବିଧାୟକଙ୍କୁ ଦାୟୀ କରାଯାଇଛି। ସେମାନେ ହେଲେ ବିଧାନସଭାରେ ଦଳର ମୁଖ୍ୟ ହୁଇପ୍‌ ମହେଶ ଜୋଷୀ, ଆର୍‌ଟିଡିସି ଅଧ୍ୟକ୍ଷ ଧର୍ମେନ୍ଦ୍ର ପାଠକ ଏବଂ ଶାନ୍ତି ଧରିଓ୍ବାଲ। ସେମାନେ ବିଧାୟକମାନଙ୍କ…

ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୯(ପି.ଟି.): ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍‌)ଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ ଲାଗି ସମ୍ବିଧାନର ୧୦୩ତମ ସଂଶୋଧନର ବୈଧତାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ମଙ୍ଗଳବାର ସର୍ବୋଚ୍ଚ ଅଦାଲତ ଏ ସମ୍ପର୍କିତ ଏକାଧିକ ପିଟିଶନ୍‌ର…

କୋଭିଡ୍‌ ଭାରିଆଣ୍ଟ ବିରୋଧରେ ସ୍ପାଇକ୍‌ ପ୍ରୋଟିନ୍‌ ଟିକା ଫଳପ୍ରଦ

ଚେନ୍ନାଇ,୨୮।୯(ଆଇଏଏନ୍‌ଏସ୍‌): କୋଭିଡ୍‌-୧୯ର ବିଭିନ୍ନ ଭାରିଆଣ୍ଟ ବିରୋଧରେ ସ୍ପାଇକ୍‌ ପ୍ରୋଟିନ୍‌ ଟିକା ଫଳପ୍ରଦ ପ୍ରତିଷେଧକ ହୋଇପାରିବ ବୋଲି ଆଇଆଇଟି ମାଡ୍ରାସ୍‌ର ଏକ ଗବେଷକ ଟିମ୍‌ ଅଧ୍ୟୟନରୁ ଜାଣିପାରିଛନ୍ତି। ଟିକାଦ୍ୱାରା ଉତ୍‌ପ୍ରେରିତ ଟି-ସେଲ୍‌ କୋଭିଡ୍‌ର ଡେଲ୍‌ଟା ପ୍ଲସ୍‌, ଗାମା, ଜେଟା, ମିଙ୍କ୍‌ ଏବଂ ଓମିକ୍ରନ୍‌…

ରିସର୍ଟରେ ନିୟମିତ ଡ୍ରଗ୍ସ, ଗଣିକା ବୃତ୍ତି ଚାଲିଥିଲା

ଋଷିକେଶ,୨୮।୯: ଉତ୍ତରାଖଣ୍ଡର ବହିଷ୍କୃତ ଭାଜପା ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କ ରିସର୍ଟରେ ୧୯ ବର୍ଷୀୟା ରିସିପ୍‌ସନିଷ୍ଟ ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲାରେ ଜଣେ ପୂର୍ବତନ କର୍ମଚାରୀ ମୁହଁ ଖୋଲିଛନ୍ତି। ପୁଲକିତଙ୍କ ରିସର୍ଟରେ ନିୟମିତ ଡ୍ରଗ୍ସ କାରବାର ଓ ଗଣିକା ବୃତ୍ତି ଚାଲିଥିଲା।…

ଅସୁନ୍ଦରୀ କହିବାରୁ ସ୍ବାମୀଙ୍କୁ ହାଣିଲେ ସ୍ତ୍ରୀ

ରାୟପୁର, ୨୮।୯: ଛତିଶଗଡ଼ ଦୁର୍ଗ ଜିଲା ଆମଲେଶ୍ୱର ଗ୍ରାମରେ ସଙ୍ଗୀତା ସ୍ବାମୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି। ସଙ୍ଗୀତାଙ୍କ ରଙ୍ଗକୁ ନେଇ ସ୍ବାମୀ ଅନନ୍ତ କଟାକ୍ଷ କରୁଥିଲେ। ଅନେକ ସମୟରେ ତାଙ୍କୁ ଅସୁନ୍ଦରୀ କହିବା ସହ କାଳୀ ବୋଲି ସମ୍ବୋଧନ କରୁଥିଲେ।…

ମୂର୍ତ୍ତି ଭାଙ୍ଗିଲେ ୨ ବୁର୍ଖା ପରିହିତା ମହିଳା

ହାଇଦ୍ରାବାଦ,୨୮।୯: ହାଇଦ୍ରାବାଦର ଚିନ୍ତଳବସ୍ତିରେ ଥିବା ପୂଜା ମଣ୍ଡପରେ ମଙ୍ଗଳବାର ଦୁଇ ବୁର୍ଖାପିନ୍ଧା ମହିଳା ଦୁର୍ଗାମୂର୍ତ୍ତି ଭାଙ୍ଗିଦେଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ପିଛା କରି ଧରିବା ସହ ପୋଲିସକୁ ହସ୍ତାନ୍ତର କରିଥିଲେ। ସୈଫାବାଦ ପୋଲିସ ଉଭୟଙ୍କୁ ଗିରଫ କରିଛି। ଦୁର୍ଗାମୂର୍ତ୍ତି ଭାଙ୍ଗିବା ପୂର୍ବରୁ…

ବୁର୍ଖା ନ ପିନ୍ଧିବାରୁ ସ୍ତ୍ରୀଙ୍କୁ ହତ୍ୟା

ମୁମ୍ବାଇ,୨୮।୯: ବୁର୍ଖା ପିନ୍ଧିବାକୁ ମନା କରିବାରୁ ମୁମ୍ବାଇର ଇକ୍‌ବାଲ ଶେଖ୍‌ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ସ୍ତ୍ରୀ ରୁପାଲି ହିନ୍ଦୁ ସମ୍ପ୍ରଦାୟର ହୋଇଥିବାବେଳେ ତିନି ବର୍ଷ ପୂର୍ବେ ସେ ଇକ୍‌ବାଲଙ୍କୁ ବିବାହ କରିଥିଲେ। ବୁର୍ଖା ପିନ୍ଧିବା ତଥା ଇସ୍‌ଲାମିକ ଚାଳିଚଳନ ଗ୍ରହଣ…

ମୋବାଇଲରେ ଦେଖିହେବ ସୁପ୍ରିମକୋର୍ଟ ଶୁଣାଣି

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ଇତିହାସରେ ମଙ୍ଗଳବାର ନୂଆ ଅଧ୍ୟାୟ ଯୋଡ଼ିହୋଇଛି। ଏକ ସାମ୍ବିଧାନିକ ପୀଠରେ ଶିବସେନା ମାମଲାର ବିଚାର ଚାଲିଥିବାବେଳେ ପ୍ରଥମ ଥର ପାଇଁ ଏହାର ସିଧା ପ୍ରସାରଣ (ଲାଇଭ୍‌ ଷ୍ଟ୍ରିମିଂ) କରାଯାଇଛି। ଆଗକୁ ମଧ୍ୟ ସାମ୍ବିଧାନିକ ପୀଠର ଶୁଣାଣି webcast.Gov.In/scindia/ରେ ଉପଲବ୍ଧ…

ପ୍ରତିରକ୍ଷା ଉପକରଣ ନିର୍ମାଣ କରିବାକୁ ଭାରତ ସକ୍ଷମ, ଅନ୍ୟଦେଶକୁ ରପ୍ତାନୀ ୨୦୨୫ ସୁଦ୍ଧା ଟପିବ ୩୫ ହଜାର କୋଟି…

ନୂଆଦିଲ୍ଲୀ, ୨୭।୯ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ପ୍ରତିରକ୍ଷା ଶିଳ୍ପକୁ ଆଧୁନିକ ତଥା ବ୍ୟୟବହୁଳ ଉତ୍ପାଦ ପ୍ରସ୍ତୁତ କରିବାକୁ କହିଛନ୍ତି। ଯାହା ଦ୍ୱାରା ସରକାରଙ୍କ ନୂତନ ଭାରତ ଗଠନର ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ସେ କହିଛନ୍ତି। ରାଜନାଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?