ଅନିଲ ଚୌହାନ ହେବେ ନୂଆ ସିଡିଏସ୍
ନୂଆଦିଲ୍ଲୀ,୨୮।୯: ଦେଶର ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍)ଙ୍କ ନାଁ ବୁଧବାର ଘୋଷଣା କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନଙ୍କୁ ଆଗାମୀ ସିିଡିଏସ୍ ପଦରେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। ସିଡିଏସ୍ ସହ ମିଲିଟାରୀ ଆଫେୟାର୍ସ ସଚିବ ଭାବେ ମଧ୍ୟ…
ଅଧ୍ୟକ୍ଷ ଦୌଡରେ ଦିଗ୍ବିଜୟ ସାମିଲ
ନୂଆଦିଲ୍ଲୀ,୨୮।୯:କଂଗ୍ରେସ ସଭାପତି ପଦ ଦୌଡ଼ରେ ଲଗାତର ନୂଆ ନାମ ଯୋଡାଯାଉଛି। ବର୍ତ୍ତମାନ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ନାମ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛି। ସେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବେ। ରାହୁଲ ଗାନ୍ଧୀଙ୍କ…
ଭାଜପାରେ ଯୋଗ ଦେଲେ କଂଗ୍ରେସ କାର୍ଯ୍ୟକାରୀ ସଭାପତି
ଶିମ୍ଲା,୨୮।୯: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟକା ଦେଇଛି। ହିମାଚଳ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହର୍ଷ ମହାଜନ ଭାଜପାରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡା ଏବଂ…
ମୋଦି ମଧ୍ୟ ମୋ କ୍ୟାରିୟରକୁ ଶେଷ କରିପାରିବେ ନାହିଁ, କାହିଁକି କହିଲେ ପଙ୍କଜା ମୁଣ୍ଡେ…
ମୁମ୍ବାଇ, ୨୮।୯ : ଭାଜପାର ରାଷ୍ଟ୍ରୀୟ ସଚିବ ପଙ୍କଜା ମୁଣ୍ଡେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ବର୍ତ୍ତମାନ ଏହା ଉପରେ ଆଲୋଚନା ଚାଲିଛି। ଖବର ମୁତାବକ ସେ ମଞ୍ଚରୁ ଏହା ଦେଇଛନ୍ତି ଯେ ‘ମୋଦି…
ପିଏଫଆଇକୁ ନିଷିଦ୍ଧ ଘୋଷଣାକୁ ସ୍ବାଗତ କଲେ ଆଜମେର ଦରଘା ଦିଓ୍ବାନ ଜୈନୁଲ ଆବେଦିନ…
ଆଜମେର, ୨୮।୯ : ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ପ୍ରମାଣ ପାଇବା ପରେ କେନ୍ଦ୍ର ସରକାର ପିଏଫ୍ଆଇକୁ ନିଷେଧ କରିବା ପରେ ଧାର୍ମିକ ନେତାଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସୁଛି। ପ୍ରସିଦ୍ଧ ଖ୍ବାଜା ଗ୍ରିବ ନୱାଜ ଦରଘାର ଦିଓ୍ବାନ ଜୈନୁଲ…
ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୫ ଜୀବନ, ୨୦ ଆହତ
ରେୱାରୀ,୨୮।୯: ହରିୟାଣାର ରେୱାରୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ଜାତୀୟ ରାଜପଥ ନମ୍ବର ୪୮ରେ କାରଟି ବସ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା…
୩ ରେଳ ଷ୍ଟେଶନର ହେବ ନବୀକରଣ , ୧୦ ହଜାର କୋଟି ନିବେଶ ଯୋଜନା…
ନୂଆଦିଲ୍ଲୀ, ୨୮।୯ : ବୁଧବାର କେନ୍ଦ୍ର କ୍ୟାବିନେଟ ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। ସେଥିରେ ଦେଶର ୩ଟି ରେଳ ଷ୍ଟେଶନର ନବୀକରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ନୂଆଦିଲ୍ଲୀ, ଅହମଦାବାଦ…
ଡିସେମ୍ବର ପର୍ଯ୍ୟନ୍ତ ବଢ଼ିଲା ମାଗଣା ରାଶନ ଯୋଜନା…
ନୂଆଦିଲ୍ଲୀ, ୨୮।୯ : ମାଗଣା ରାଶନ ଯୋଜନା ପୁଣି ୩ ମାସ ବଢ଼ିଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଟିତ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ ହୋଇଛି।…
ମମତା ବାନାର୍ଜୀଙ୍କୁ ବଡ଼ ଝଟ୍କା
କୋଲକତା,୨୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଝଟ୍କା ଲାଗିଛି। କଲିକତା ହାଇକୋର୍ଟ ରାଜ୍ୟ ସରକାରଙ୍କ ‘ଦୁଆରେ ରାଶନ’ ଯୋଜନାକୁ ବେଆଇନ ଘୋଷଣା କରିଛନ୍ତି। କୋର୍ଟ କହିଛନ୍ତି ଯେ, ପଶ୍ଚିମବଙ୍ଗ ସରକାରଙ୍କ ଏହି ଯୋଜନା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ…
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର
ନୂଆଦିଲ୍ଲୀ,୨୮।୯: ଦଶହରା ଏବଂ ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ବଡ ଉପହାର ଦେଇଛନ୍ତି। ସରକାର ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଫଳରେ ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩୨% ରୁ ୩୮% କୁ ବୃଦ୍ଧି ପାଇଛି। ସରକାରଙ୍କ…
ନୀତୀଶଙ୍କୁ ଦିଲ୍ଲୀ ପଠାଇବୁ, ତେଜସ୍ବୀ ସମ୍ଭାଳିବେ ବିହାର, ଲାଲୁ ଦେଲେ ସଙ୍କେତ…
ପାଟନା, ୨୮।୯ : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପ୍ରତିଷ୍ଠାତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ବୁଧବାର ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ପରେ ସେ କହିଛନ୍ତି ଯେ…
କେନ୍ଦ୍ର ସରକାରଙ୍କୁ ଘେରିଲେ ଲାଲୁ, କହିଲେ ଆରଏସଏସକୁ କରାଯାଉ ବ୍ୟାନ୍…
ପାଟନା, ୨୮।୯ : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା ପରେ ଏବେ ଦେଶରେ ରାଜନୈତିକ ସ୍ଥିତିରେ ଉଷ୍ଣତା ଭରିବା ଆରମ୍ଭ ହୋଇଛି। ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ…

