୮ରେ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ଉଦ୍ଘାଟନ
ନୂଆଦିଲ୍ଲୀ,୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୮ ତାରିଖରେ ବିଜୟ ଚୌକରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁର ଉଦ୍ଘାଟନ କରିବେ। ସେଥିପାଇଁ କେନ୍ଦ୍ରୀୟ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଟ୍ରାଫିକ କଟକଣା ଲାଗୁ ହୋଇଛି। ଗୁରୁବାର ଜରୁରୀ ଆବଶ୍ୟକ ନ…
‘ଭାରତ ଏକ ବଡ଼ ଦେଶ,ବହୁତ କିଛି କରିପାରିବ’
ନୂଆଦିଲ୍ଲୀ,୬।୯: ଚାରି ଦିନିଆ ଭାରତ ଗସ୍ତରେ ଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ରୋହିଙ୍ଗ୍ୟା ଶରଣାର୍ଥୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାହାଯ୍ୟ ଆଶା କରୁଛନ୍ତି। ସେ କହିଛନ୍ତି, ଭାରତ ଏକ ବଡ ଦେଶ। ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସମସ୍ୟାର ମୁକାବିଲା ପାଇଁ ବାଂଲାଦେଶକୁ…
ଲକ୍ଷ୍ନୌ ପହଞ୍ଚିଲେ ଡ୍ୟାନ୍ସିଂ କୁଇନ ସପନା ଚୌଧୁରୀ, କୋର୍ଟରେ କରିପାରନ୍ତି ସରେଣ୍ଡର
ଲକ୍ଷ୍ନୌ,୬ ।୯: ହରିୟାଣାର ଜଣାଶୁଣା ଡ୍ୟାନ୍ସର ତଥା ସିଙ୍ଗର ସପନା ଚୌଧୁରୀଙ୍କ ଅଡୁଆ ବେଳକୁ ବେଳ ବଢିବାରେ ଲାଗିଛି । ଏବେ କୁହାଯାଉଛି କି ସପନା ମଙ୍ଗଳବାର କୋର୍ଟରେ ସରେଣ୍ଡର କରିପାରନ୍ତି । ସେଥିପାଇଁ ସେ ମଙ୍ଗଳବାର ସକାଳୁ ଲକ୍ଷ୍ନୌ ପହଞ୍ଚି…
ମୋଦିଙ୍କୁ ଭେଟିବେ ଶେଖ ହାସିନା, ୭ଟି ଚୁକ୍ତି ଉପରେ ହେବ ସ୍ୱାକ୍ଷର
ନୂଆଦିଲ୍ଲୀ,୬ ।୯: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ କରିବାକୁ ୪ ଦିବସୀୟ ଭାରତ ଗସ୍ତରେ ଆସିଛନ୍ତି । ସୋମବାର ସେ ଭାରତ ପହଞ୍ଚିବା ପରେ ପ୍ରଥମ ଦିନରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ…
‘ମୋ ମା’ଙ୍କ ମୃତୁ୍ୟର ସିବିଆଇ ଯାଞ୍ଚ କରାଯାଉ’ ମୋଦିଙ୍କୁ ଚିଠି ଲେଖିଲେ ସୋନାଲିଙ୍କ ଝିଅ
ଚଣ୍ଡିଗଡ଼,୬ ।୯: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଟିକଟକ ଷ୍ଟାର ସୋନାଲି ଫୋଗାଟଙ୍କ ମୃତୁ୍ୟ ମାମଲା ଏବେବି ରହସ୍ୟ ଘେରରେ । ଏହି ଘଟଣାକୁ ନେଇ ଏବେ ସାନାଲିଙ୍କ ଝିଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି ।…
ମାତୃଭାଷାରେ ଶିକ୍ଷା ଉପରେ ରାଷ୍ଟ୍ରପତିଙ୍କ ଗୁରୁତ୍ୱ
ନୂଆଦିଲ୍ଲୀ,୬ା୯:ବିଦ୍ୟାଳୟ ଶିକ୍ଷାକ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ୪୭ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଗୁରୁଦିବସ ଅବସରରେ ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି। ପୁରସ୍କୃତ ଶିକ୍ଷକଙ୍କ ମଧ୍ୟରେ ଓଡ଼ିଶାର ଈଶ୍ୱର ଚନ୍ଦ୍ର ନାୟକ ଅଛନ୍ତି। ପୁରୀ ଜିଲା ନିମାପଡ଼ା…
ରାଜପଥ ହେବ ‘କର୍ତ୍ତବ୍ୟ ପଥ’
ନୂଆଦିଲ୍ଲୀ,୬ା୯: ନୂଆଦିଲ୍ଲୀର କେନ୍ଦ୍ରସ୍ଥଳରେ ଥିବା ରାଜପଥ ଏବଂ ଖୁବ୍ଶୀଘ୍ର ଉଦ୍ଘାଟିତ ହେବାକୁ ଯାଉଥିବା ସେଣ୍ଟ୍ରାଲ ଭିଷ୍ଟା ଲନ୍ ନୂଆ ନାଁରେ ପରିଚିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟିଶ ଶାସନ ସମୟର ନାଁ ଓ ଚିହ୍ନ ହଟାଇବା ଉପରେ ଗୁରୁତ୍ୱ…
ଭାଜପା ପାଇଁ ଆଉ ଏକ ଚ୍ୟାଲେଞ୍ଜ ଆଣିଲେ କେସିଆର, ୨୦୨୪ରେ ମୋଦିଙ୍କୁ ହରାଇବାକୁ ଦେଲେ ବଡ ଅଫର
ଅମରାବତୀ,୬ ।୯: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ସୋମବାର ନିଜାମାବାଦରେ ଘୋଷଣା କରିଛନ୍ତି କି ଟିଆରଏସ୍ ଅଲଗା ରାଜ୍ୟରୁ ପ୍ରେରଣା ନେଇ ’ଭାଜପା ମୁକ୍ତ ଭାରତ’ ସ୍ଲୋଗାନ ଭଳି ରାଷ୍ଟ୍ରୀୟ ରାଜନୀତିରେ ପ୍ରବେଶ କରିବ । ସେ ଆହୁରି ମଧ୍ୟ କହିଛନ୍ତି…
କଂଗ୍ରେସ ନେତା ଅର୍ଚ୍ଚନା ଗୌତମଙ୍କ ଭିଡିଓ ଭାଇରାଲ, ତିରୁପତି ବାଲାଜୀ ମନ୍ଦିର କର୍ମଚାରୀଙ୍କ ଉପରେ ଆଣିଲେ ଗୁରୁତର ଅଭିଯୋଗ
ଲକ୍ଷ୍ନୌ,୬ ।୯: ଉତ୍ତର ପ୍ରଦେଶର ହସ୍ତିନାପୁର ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିବା ଅଭିନେତ୍ରୀ ଅର୍ଚ୍ଚନା ଗୌତମ ଆନ୍ଧ୍ର ପ୍ରଦେଶ ସ୍ଥିତ ତିରୁପତି ବାଲାଜୀ ମନ୍ଦିରର ଅଧିକାରୀଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ଅଭିନେତ୍ରୀ ଏକ…
ଦରଘା ବୁଲିବା ପରେ ଜୟଶଙ୍କରଙ୍କୁ ଭେଟିଲେ ହାସିନା
ନୂଆଦିଲ୍ଲୀ, ୫ା୯: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ସୋମବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବୟନଶିଳ୍ପ, ରେଳପଥ ରାଷ୍ଟ୍ରମନ୍ତ୍ରୀ ଦର୍ଶନ ବିକ୍ରମ ଜର୍ଦ୍ଦୋଶ ତାଙ୍କୁ ସ୍ବାଗତ କରିଥିଲେ। ୪ ଦିନିଆ ଗସ୍ତର ପ୍ରଥମ ଦିନରେ ହାସିନା ପ୍ରସିଦ୍ଧ ସୁଫି ସନ୍ଥ ନିଜାମୁଦ୍ଦିନ୍ ଔଲିଆ ଦରଘାକୁ…
ବଦାନତା ଦେଖାଇଲା ଭାରତ: ପାକିସ୍ତାନକୁ ପଠାଇଲା ମୃତଦେହ
ଶ୍ରୀନଗର,୫।୯: ଫିଦାୟିନ ଆକ୍ରମଣକାରୀ ତବାରକ ହୁସୈନ୍ଙ୍କ ମୃତଦେହ ପାକିସ୍ତାନକୁ ହସ୍ତାନ୍ତର କର ନିଜର ବଦାନତା ଦେଖାଇଛି ଭାରତ। ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ୬ମିନିଟ୍ରେ ହୁସୈନଙ୍କ ମୃତଦେହକୁ ପାକିସ୍ତାନୀ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଡକ୍ଟର ମନମିତ କୌର କହିଛନ୍ତି। ଶନିବାର…
ବେଆଇନ ନିର୍ମାଣ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସିଲ୍ କରି ଲେଭାନା ହୋଟେଲକୁ ଭାଙ୍ଗିବାକୁ ନିର୍ଦ୍ଦେଶ
ଲକ୍ଷ୍ନୌ,୫।୯: ଉତ୍ତରପ୍ରଦେଶର ଲକ୍ଷ୍ନୌ ସ୍ଥିତ ଲେଭାନା ହୋଟେଲକୁ ନେଇ ପୋଲିସ ଏକ ବଡ଼ ସୂଚନା ଦେଇଛି। ନକ୍ସା ପାସ୍ ନ କରି ଏହି ହୋଟେଲ ନିର୍ମାଣ କରାଯାଇଛି ବୋଲି ସୋମବାର ପୋଲିସ କହିଛି। ଏହି ପରିପ୍ରେକ୍ଷୀରେ ହୋଟେଲକୁ ସିଲ୍ କରିବା ସହ…
Archives


