ଅଗ୍ନିପଥ ଭାରତୀୟ ଯୁବବର୍ଗଙ୍କ ପାଇଁ ଏକ ସୁଅବସର, ରବିଶଙ୍କର…
ନୂଆଦିଲ୍ଲୀ, ୨୦।୬ : ଦେଶରେ ଅଗ୍ନିପଥ ଯୋଜନା ନେଇ ଯୁବବର୍ଗଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ଏପରିସ୍ଥଳେ ଆର୍ଟ ଅଫ ଲିଭିଂ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି…
‘ବିଜୟଭର୍ଗୀୟ ହେଉଛନ୍ତି ‘ଅଗ୍ନିପଥ’ର ଖଳନାୟକ’
ନୂଆଦିଲ୍ଲୀ,୨୦।୬: ଭାଜପା ରାଷ୍ଟ୍ରୀୟ ସମ୍ପାଦକ କୈଳାଶ ବିଜୟଭର୍ଗୀୟ ସରକାରଙ୍କ ନୂଆ ଅଗ୍ନିପଥ ଯୋଜନାକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଅଗ୍ନିବୀରମାନେ ୪ ବର୍ଷ ପରେ ଅବସର ନେଲେ ସେମାନଙ୍କୁ ଭାଜପା ଦଳୀୟ କାର୍ଯ୍ୟାଳୟରେ ସିକ୍ୟୁରିଟି ଗାର୍ଡ ଚାକିରି…
ଅଗ୍ନିପଥ ନିଆଁ, ୫୩୯ ଟ୍ରେନ୍ ଚଳାଚଳ ବ୍ୟାହତ, ୧୮୧ ଏକ୍ସପ୍ରେସ୍ ବାତିଲ…
ନୂଆଦିଲ୍ଲୀ, ୨୦।୬ : ଅଗ୍ନିପଥ ଯୋଜନା ବିରୋଧରେ ଦେଶ ବ୍ୟାପି ଭାରତ ବନ୍ଦ ଡାକରାରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଚକାଜାମ୍ ଯୋଗୁ ଭାରତୀୟ ରେଲଓ୍ବେ ପକ୍ଷରୁ ୧୮୧ ଏକ୍ସପ୍ରେସକୁ ବାତିଲ କରାଯାଇଛି। ଏହା ସହିତ ୩୪୮ ଯାତ୍ରୀବାହୀ ଟ୍ରେନ ମଧ୍ୟ…
ପୁଣି ଇଡିରେ ହାଜର ହେଲେ ରାହୁଲ
ନୂଆଦିଲ୍ଲୀ,୨୦।୬: ନ୍ୟାଶନାଲ୍ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚତୁର୍ଥ ରାଉଣ୍ଡ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହୋଇଛନ୍ତି। ସେ ସିଧାସଳଖ କଂଗ୍ରେସ କାର୍ଯ୍ୟାଳୟରୁ ଇଡି କାର୍ଯ୍ୟାଳୟକୁ ଯାଇଥିଲେ। ଭଉଣୀ ପ୍ରିୟଙ୍କା…
ଭାରତ ବନ୍ଦର ପ୍ରଭାବ: ବିହାରର ୨୦ ଜିଲାରେ ଇଣ୍ଟରନେଟ ବନ୍ଦ, ଦିଲ୍ଲୀ-ଗୁରୁଗ୍ରାମ ବର୍ଡରରେ ଲମ୍ବା ଲାଇନ
ନୂଆଦିଲ୍ଲୀ,୨୦ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ସୋମବାର ସୋସିଆଲ ମିଡିଆ ମାଧ୍ୟମରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟରେ ସୁରକ୍ଷାକୁ କଡାକଡି କରାଯାଇଛି…
ରାମ ମନ୍ଦିର ଦାନ ମଧ୍ୟରୁ ୨୨ କୋଟି ଟଙ୍କାର ଚେକ୍ ବାଉନ୍ସ୍…
ଅଯୋଧ୍ୟା, ୨୦।୬ : ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ୱାରା ପରିଚାଳିତ ପାଣ୍ଠି ସଂଗ୍ରହ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ ୫୪୫୭.୯୪ କୋଟି ଟଙ୍କା ସଂଗ୍ରୃହୀତ ହୋଇଛି । ସମ୍ପ୍ରତି ଦାନ ପରିମାଣର ଏକ ହିସାବର ପରୀକ୍ଷାମୂଳକ ରିପୋର୍ଟ ବାହାରିଛି। ଏହା…
୮୦ ହଜାର ମୁହାଁ ସକ୍ରିୟ ମାମଲା…
ନୂଆଦିଲ୍ଲୀ, ୨୦।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
କୁପଓ୍ବାରାରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିହତ, ୨୦ ଦିନରେ ୨୩ ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଛି…
ଶ୍ରୀନଗର, ୨୦।୬ : ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନ ଅପରେଶନ୍ ଅଲଆଉଟ୍ ଜାରି ରହିଛି। କୁପୱାରା ଏବଂ କୁଲଗାମ ଜିଲାରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିବା ଦୁଇଟି ଆତଙ୍କବାଦୀ ବିରୋଧୀ ଅପରେଶନରେ ଏପର୍ଯ୍ୟନ୍ତ ଚାରିଜଣ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର କରାଯାଇଛି। ଗତ ୧୮…
ପେଗାସସ୍ ପରେ ଏବେ ହର୍ମିଟ୍ ଟାର୍ଗେଟରେ ରାଜନେତା…
ନୂଆଦିଲ୍ଲୀ, ୨୦।୬ : ଇସ୍ରାଏଲର ଗୁପ୍ତଚର ସଫ୍ଟୱେର୍ ପେଗାସସ ନେଇ ଉତ୍ତେଜନା ପରେ ସରକାର ପ୍ରଭାବଶାଳୀ ଲୋକମାନଙ୍କର ଅନୁସନ୍ଧାନ ବନ୍ଦ କରିନାହାଁନ୍ତି। କିନ୍ତୁ ଏହି କାର୍ଯ୍ୟ ପାଇଁ ଏବେ ନୂତନ ସଫ୍ଟୱେର୍ ବ୍ୟବହାର କରାଯାଉଛି। ଅନ୍ୟ ଏକ ସଫ୍ଟୱେର୍ ଲୋକଙ୍କ ଗୁପ୍ତଚରୀ…
ଅଗ୍ନିବୀରଙ୍କ ପାଇଁ ଆନନ୍ଦ ମହିନ୍ଦ୍ରାଙ୍କ ବଡ ଘୋଷଣା
ନୂଆଦିଲ୍ଲୀ,୨୦ ।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଇତିମଧ୍ୟରେ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଅଗ୍ନିବୀରମାନେ ୪ ବର୍ଷ…
୯୦ ପ୍ରତିଶତ କରୋନା ଆକ୍ରାନ୍ତ ନିଜକୁ ଅସୁରକ୍ଷିତ ମଣୁ ନାହାନ୍ତି, ଅଧିକ ମୃତ୍ୟୁ ଆଶଙ୍କା ଘନଉଛି…
ନୂଆଦିଲ୍ଲୀ, ୨୦।୬ : ଦୁଇ ବର୍ଷ ପରେ କରୋନା ସଂକ୍ରମଣ ବଢୁଥିବାରୁ ବିଶେଷଜ୍ଞମାନେ ଲୋକଙ୍କ ଅସାବଧାନତା ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି। ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକାକରଣ ନେଇଗଠିତ ଜାତୀୟ ବୈଷୟିକ ପରାମର୍ଶଦାତା…
ଅର୍ଥନୀତିରେ ବିପର୍ଯ୍ୟୟ ଆଣିପାରେ ଦୁର୍ବଳ ମୌସୁମୀ
ନୂଆଦିଲ୍ଲୀ,୨୦।୬(ପି.ଟି.): ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମଲହର ପରେ ମୌସୁମୀ ଆସିଥିଲେ ହେଁ ଏହା ଅତ୍ୟନ୍ତ ଧିମା ଗତିରେ ଅଗ୍ରସର ହେଉଛି। ମୌସୁମୀ ଦୁର୍ବଳ ରହିଲେ ଭାରତର କୃଷିଭିତ୍ତିକ ଅର୍ଥନୀତିରେ ବିପର୍ଯ୍ୟୟ ଆସିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା…
Archives


