ଜାତୀୟ

ପ୍ରାକୃତିକ ବାଷ୍ପ ୪୦% ମହଙ୍ଗା

ନୂଆଦିଲ୍ଲୀ,୧।୧୦: ବିଦ୍ୟୁତ୍‌ ଉତ୍ପାଦନ, ସାର ପ୍ରସ୍ତୁତି ପାଇଁ ବ୍ୟବହୃତ ତଥା ଅଟୋମୋବାଇଲ୍ସକୁ ଗତି ଦେବା ପାଇଁ ସିଏନ୍‌ଜିରେ ପରିବର୍ତ୍ତିତ ହେଉଥିବା ପ୍ରାକୃତିକ ବାଷ୍ପ (ନାଚୁରାଲ ଗ୍ୟାସ୍‌) ଦର ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଅନ୍ତର୍ଜାତୀୟ ବଜାରରେ ନାଚୁରାଲ ଗ୍ୟାସ୍‌ ମୂଲ୍ୟ ବୃଦ୍ଧି ହେତୁ…

ଜିହାଦରେ ସାମିଲ ଲାଗି ସିରିଆ ଯାଉଥିଲେ ପିଏଫ୍‌ଆଇ ସଦସ୍ୟ

ନୂଆଦିଲ୍ଲୀ,୧।୧୦: ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଂଗଠନ ଆଇଏସ୍‌ରେ ସାମିଲ ହୋଇଥିବା ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ସଦସ୍ୟମାନେ ଜିହାଦରେ ସାମିଲ ହେବା ଲାଗି ସିରିଆ ଏବଂ ସେମାନଙ୍କ ଆଡ୍ଡାସ୍ଥଳ ଥିବା ଅନ୍ୟ ଦେଶକୁ ଯାଉଥିଲେ। ସୁରକ୍ଷା ବଳ ନଜରରୁ ବର୍ତ୍ତିବା ଲାଗି…

ବିଳମ୍ବରେ ପହଞ୍ଚିବାରୁ ଆଣ୍ଠୁମାଡି ପ୍ରଣାମ କରିବା ସହ କ୍ଷମା ମାଗିଲେ ମୋଦି, ବିନା ଲାଉଡ ସ୍ପିକରରେ ଜନସଭାକୁ କଲେ ସମ୍ବୋଧିତ

ଜୟପୁର,୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାଜସ୍ଥାନର ଆବୁ ରୋଡରେ ଆୟୋଜିତ କାର୍ଯ୍ୟକ୍ରମରେ ସାମାନ୍ୟ ବିଳମ୍ବରେ ପହଞ୍ଚିଥିଲେ । ଏହି ସମୟରେ ସେଠାରେ ମୋଦିଙ୍କୁ ଦେଖିବାକୁ ଓ ଶୁଣିବାକୁ ବହୁ ସଂଖ୍ୟାରେ ଜନତା ଉପସ୍ଥିତ ଥିଲେ । ସେଠାରେ ମୋଦି…

ଋଣଗ୍ରହୀତାଙ୍କୁ ଆର୍‌ବିଆଇ ଝଟକା

ମୁମ୍ବାଇ,୧ା୧୦: ଦେଶରେ ହୁ ହୁ ହୋଇ ବଢ଼ିଚାଲିଥିବା ଦରଦାମ ଉପରେ ଅଙ୍କୁଶ ଲଗାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଶୁକ୍ରବାର ପୁଣିଥରେ .୫୦% ରେପୋ ରେଟ୍‌ ବଢ଼ାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଗର୍ଭନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ୩ ଦିନ ଧରି…

ବୋମା ଗୁଜବରୁ ବିମାନ ଉଡ଼ାଣରେ ବିଳମ୍ବ

ନୂଆଦିଲ୍ଲୀ,୩୦।୯: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ଦୁଇଜଣ ଯାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ବିମାନରେ ବୋମା ଥିବା ଖବର ପ୍ରଚାରିତ ହୋଇଥିଲା। ଫଳରେ ମାଲେସିଆ ଯିବାକୁ ଥିବା ବିମାନ ଉଡ଼ାଣରେ ବିଳମ୍ବ ହୋଇଛି। ମାଲେସିଆ ଯିବାକୁ ଥିବା ଏମ୍‌ଏଚ୍‌୧୭୩…

ଇସ୍ତାହାରରେ ଭାରତର ଭୁଲ ମାନଚିତ୍ର ପାଇଁ କ୍ଷମା ମାଗିଲେ ଥରୁର

ନୂଆଦିଲ୍ଲୀ,୩୦।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ବରିଷ୍ଠ ନେତା ଶଶୀ ଥରୁର ଆଣିଥିବା ଇସ୍ତାହାରରେ ଭାରତର ଭୁଲ୍‌ ମାନଚିତ୍ର ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଦେଖାଇଥିବା ଇସ୍ତାହାର ପୁସ୍ତିକାର ଭାରତ ମାନଚିତ୍ରରେ ଜମ୍ମୁ-କଶ୍ମୀର ଓ ଲଦାଖ ନ ଥିଲା।…

ଗିରଫ ହୋଇପାରନ୍ତି ରାଘବ ଚଡ୍ଡା: କେଜ୍‌ରିଓ୍ବାଲଙ୍କ ଦାବି

ନୂଆଦିଲ୍ଲୀ,୩୦।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ଟୁଇଟ କରି ଏକ ବଡ଼ ଦାବି କରିଛନ୍ତି। ଏଥିସହ ସେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାଘବ ଚଡ୍ଡାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯାଇପାରେ। ତାଙ୍କର ଏହି ଟୁଇଟକୁ ନେଇ ଚର୍ଚ୍ଚା ଜୋର…

ଭାଜପା ଗଡ଼ରେ ୫ଶହ କି.ମି. ପଦଯାତ୍ରା କରିବେ ରାହୁଲ

ବେଙ୍ଗାଲୁରୁ,୩୦।୯: ଗୋଟିଏ ପଟେ ଦିଲ୍ଲୀ କଂଗ୍ରେସରେ ରାଜନୈତିକ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ଅନ୍ୟପଟେ ‘ଭାରତ ଯୋଡୋ ଯାତ୍ରା’ ଶୁକ୍ରବାର କର୍ନାଟକରେ ପ୍ରବେଶ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାର ୨୧ତମ ଦିନରେ କେରଳ ସୀମାରେ ଥିବା…

ଖଡଗେଙ୍କୁ ସମର୍ଥନ କଲେ ମନିଷ ତିୱାରୀ, କହିଲେ ଥରୁରଙ୍କ ସହ ରହିବ ବନ୍ଧୁତ୍ୱର ସମ୍ପର୍କ

ନୂଆଦିଲ୍ଲୀ,୩୦ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିଲା ଶୁକ୍ରବାର ଅର୍ଥାତ୍ ସେପ୍ଟେମ୍ବର ୩୦ ତାରିଖ । ଏହି ରେସ୍‌ରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ବାହାରି ଯାଇଥିବା ବେଳେ ଏଥିରେ ଏଣ୍ଟ୍ରି…

ଶନିବାର ୫-ଜି ସେବା ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇଣ୍ଡିଆ ମୋବାଇଲ କଂଗ୍ରେସର ଷଷ୍ଠ ସଂସ୍କରଣ ଅବସରରେ ୫-ଜି ସେବା ଉନ୍ମୋଚନ କରିବେ। ପିଏମ୍‌ଓ ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ ଟାରେ ପ୍ରଗତି ମଇଦାନରେ ନିଜର ଅଭିଭାଷଣ ପ୍ରଦାନ କରିବେ। ୫-ଜି ସେବା ଶୁଭାରମ୍ଭ…

କାର୍‌କେଡକୁ ଅଟକାଇ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିଲେ ମୋଦି

ଅହମଦାବାଦ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଶୁକ୍ରବାର ଗାନ୍ଧୀନଗରରୁ ମୁମ୍ବାଇ ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ସେ ଉଦ୍‌ଘାଟନ କରିଛନ୍ତି। ଟ୍ରେନ୍‌ରେ ବସି ମୋଦି ଗାନ୍ଧିନଗରରୁ ଅହମଦାବାଦର କାଲୁପୁର ଷ୍ଟେସନ ପର୍ଯ୍ୟନ୍ତ…

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଶଶି ଥରୁର, ମଲିକାର୍ଜୁନ ଖଡଗେ, କେ.ଏନ୍ ତ୍ରିପାଠୀ

ନୂଆଦିଲ୍ଲୀ,;୩୦ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ଏହି ରେସ୍‌ରେ ହଠାତ୍ କେତେଜଣ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଥିବା ବେଳେ ଯେଉଁ ଦୁଇ ଜଣଙ୍କ ନାମକୁ ନେଇ ବେଶୀ ଚର୍ଚ୍ଚା ହେଉଥିଲା ସେମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?