ଏଏପି ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣୁଛି ଭାଜପା…
ନୂଆଦିଲ୍ଲୀ, ୨୧।୬ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଙ୍ଗଳବାର ରାଜଧାନୀରେ ଶାସକ ଆମ ଆଦମୀ ପାର୍ଟି (ଏଏପି) ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ବନ୍ଦ କରିବା ପାଇଁ ଭାରତୀୟ ଜନତା ପାର୍ଟି ମିଥ୍ୟା ଅଭିଯୋଗ କରିଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି।…
ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ନିକଟରେ ଭୂକମ୍ପ…
ଅହମଦାବାଦ, ୨୧।୬ : ଗୁଜରାଟର ନର୍ମଦା ଜିଲାର କଓ୍ବେଡ଼ିଆ ଗାଁ ନିକଟରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୩.୧ ଥିଲା ବୋଲି ଜାତୀୟ ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଷ୍ଟାଚ୍ୟୁ ଅଫ୍ ୟୁନିଟ୍…
କ୍ଷମତା ପାଇଁ ହିନ୍ଦୁତ୍ୱ ସହିତ ପ୍ରତାରଣା କରାଯିବ ନାହିଁ…
ମୁମ୍ବାଇ, ୨୧।୬ : ଶିବସେନାର ବହୁ ବିଧାୟକଙ୍କ ସହ ସୁରଟରେ ପହଞ୍ଚିଥିବା ଏକନାଥ ସିନ୍ଦେଙ୍କ ବିରୋଧରେ ଉଦ୍ଧବ ଠାକୁର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କୁ ଶିବସେନାର ବିଧାନସଭା ଦଳର ନେତା ପଦରୁ ହଟାଇ ଦିଆଯାଇଛି। ଏହି କାର୍ଯ୍ୟର କିଛି ସମୟ…
ଉଦ୍ଧବଙ୍କ ବୈଠକରେ ମାତ୍ର ୨୦ ବିଧାୟକ, ୩୫ ଜଣଙ୍କ ଅନୁପସ୍ଥିତି ଯୋଗୁ ବଢ଼ିଲା ଚିନ୍ତା…
ମୁମ୍ବାଇ, ୨୧।୬ : ଏକନାଥ ସିନ୍ଦେଙ୍କ ବିଦ୍ରୋହ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବୈଠକରେ ବହୁ ବିଧାୟକଙ୍କ ଅନୁପସ୍ଥିତି ଯୋଗୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଉଦ୍ଧବ ଠାକ୍ରେ ମଙ୍ଗଳବାର ଅପରାହ୍ନରେ ଡକାଇଥିବା ବୈଠକରେ ମାତ୍ର ୨୦ ଜଣ ବିଧାୟକ ଯୋଗ…
ଯଶବନ୍ତ ସିହ୍ନା ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ
ନୂଆଦିଲ୍ଲୀ, ୨୧।୬: ଟିଏମ୍ସି ନେତା ଯଶବନ୍ତ ସିହ୍ନା ହେଲେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ। ଏ ନେଇ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ଘୋଷଣା କରିଛନ୍ତି। ମିଳିତ ବିରୋଧୀ ଦଳ ବୈଠକରେ ସିହ୍ନାଙ୍କ ନାଁ ଚୂଡାନ୍ତ କରାଯାଇଛି। ଏନ୍ସିପି…
ଭବିଷ୍ୟତ ପାଇଁ ପରିବର୍ତ୍ତନ ଆବଶ୍ୟକ: ଡୋଭାଲ
ନୂଆଦିଲ୍ଲୀ,୨୧।୬: ଦେଶର ଅନେକ ରାଜ୍ୟରେ ‘ଅଗ୍ନିପଥ’ ଯୋଜନାକୁ ନେଇ ଏବେ ଜୋରଦାର ବିରୋଧ କରାଯାଉଛି। ଏହାକୁ ନେଇ ଜାତୀୟ ସୁରକ୍ଷା ପରିଷଦର ପରାମର୍ଶଦାତା ଅଜିତ ଡୋଭାଲ ମତ ରଖିଛନ୍ତି। ସେ କହିଛନ୍ତି, ଯୁଦ୍ଧ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଡକୁ ଆମେ ଅଗ୍ରସର…
ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍, ମହାରାଷ୍ଟ୍ରରେ ସର୍ବାଧିକ…
ନୂଆଦିଲ୍ଲୀ, ୨୧।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ଟିଏମ୍ସିରୁ ଇସ୍ତଫା ଦେଲେ ଯଶବନ୍ତ
ନୂଆଦିଲ୍ଲୀ,୨୧।୬: ରାଷ୍ଟ୍ରପତି ନିର୍ବାଚନକୁ ନେଇ ବର୍ତ୍ତମାନ ରାଜନୀତି ସରଗରମ ହେବାରେ ଲାଗିଛି। ଭାଜପା ଓ ବିରୋଧୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନାହିଁ। ବିରୋଧୀ ଦଳ ଲଗାତର ବୈଠକ କରୁଥିବା ବେଳେ ପ୍ରାର୍ଥୀକୁ ନେଇ ମନ୍ଥନ ଜାରି ରହିଛି।…
୨୪ଘଣ୍ଟାରେ ଗଲା ଆଉ ୧୧ ଜୀବନ: ବନ୍ୟା ସ୍ଥିତି ସମୀକ୍ଷା କରିବେ କେନ୍ଦ୍ରୀୟ ଟିମ୍
ଗୁଆହାଟି,୨୧।୬: ଆସାମରେ ବନ୍ୟା ପରିସ୍ଥତି ଜଟିଳ ହେବାରେ ଲାଗିଛି। ରାଜ୍ୟର ୩୫ଟି ଜିଲାରୁ ପ୍ରାୟ ୩୩ଟି ଜିଲାରେ ପରିସ୍ଥିତି ବହୁ ଭୟାବହ ହୋଇଥିବା ବେଳେ ପ୍ରାୟ ୪୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବନ୍ୟା ସ୍ଥିତି…
ଥରିଲା ଆଣ୍ଡାମାନ
ପୋର୍ଟ ବ୍ଲେୟାର,୨୧।୬: ଆଣ୍ଡାମାନ ନିକୋବର ଦ୍ୱୀପରେ ମଙ୍ଗଳବାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଛି। ଏହାର କେନ୍ଦ୍ରସ୍ଥଳ ପୋର୍ଟ ବ୍ଲୋୟାରର ଦକ୍ଷିଣ-ପଶ୍ଚିମରୁ ୧୮୩ କିଲୋମିଟରରେ ଦୂରରେ ରହିଥିଲା ବୋଲି ଜାତୀୟ ଭୂ-କମ୍ପ ଗବେଷଣା କେନ୍ଦ୍ର…
‘କୌଣସି ଝଡ଼ ଆସିବ ନାହିଁ’
ମୁମ୍ବାଇ,୨୧।୬: ମହାରାଷ୍ଟ୍ରର ଉଦ୍ଧବ ସରକାରରେ ଏକ ବଡ ବିଦ୍ରୋହ ସୃଷ୍ଟି ହେବାର ସମ୍ଭାବନା ଦେଖାଯାଉଛି। ଏମ୍ଏଲସି ନିର୍ବାଚନ ଫଳାଫଳ ଆସିବା ପରଠାରୁ ଶିବସେନା ମନ୍ତ୍ରୀ ଏକନାଥ ସିନ୍ଦେ ଦଳ ସହ ଯୋଗାଯୋଗରେ ନାହାଁନ୍ତି। ଶିବସେନାର ବହୁ ସଂଖ୍ୟକ ବିଧାୟକ ଏହି ନିର୍ବାଚନରେ…
୧୦ ମିନିଟରେ ଦିଲ୍ଲୀ ବିମାନବନ୍ଦରରେ ହେବ ଜରୁରୀ ଅବତରଣ
ନୂଆଦିଲ୍ଲୀ,୨୧।୬: ବିମାନ ଯାତ୍ରା ବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଗଲେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥାଏ। ନିକଟରେ ଏକ ସ୍ପାଇସ୍ ଜେଟ୍ ବିମାନରେ ନିଆଁ ଲାଗିବାରୁ ବିହାରର ପାଟନା ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର…
Archives


