Advertisement
Posted inଜାତୀୟ

ସିସିୟୁକୁ ସ୍ଥାନାନ୍ତର ହେଲେ ମୁଲାୟମ ସିଂ ଯାଦବ

ଲକ୍ଷ୍ନୌ,୩।୧୦: ବରିଷ୍ଠ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କୁ କ୍ରିଟିକାଲ କେୟାର ୟୁନିଟ (ସିସିୟୁ)କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି । ବିଶେଷଜ୍ଞ ଦଳ ସେମାନଙ୍କୁ ଚିକିତ୍ସା କରୁଛନ୍ତି। ଅକ୍ଟୋବର ୨ରେ ୮୨ ବର୍ଷିୟ ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଥିଲା। ଏହା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା।
ସମାଜବାଦୀ ପାର୍ଟି ପକ୍ଷରୁ ଟୁଇଟ୍‌ କରାଯାଇ କୁହାଯାଇଛି ଯେ, ଗୁରୁଗ୍ରାମର ମେଦାଣ୍ଟା ହସ୍ପିଟାଲର ‘କ୍ରିଟିକାଲ କେୟାର ୟୁନିଟ’ରେ ନେତାଜୀଙ୍କୁ ଭର୍ତ୍ତି କରାଯାଇଛି, ତାଙ୍କ ଅବସ୍ଥା ସ୍ଥିର ରହିଛି। ନେଟାଜୀଙ୍କୁ ଭେଟିବକୁ ଡାକ୍ତରଖାନା ଭିତରକୁ ଯିବା ସମ୍ଭବ ନୁହେଁ, ଆପଣ ଦୟାକରି ଡାକ୍ତରଖାନାକୁ ଯାଆନ୍ତୁ ନାହିଁ। ଏହା ସମସ୍ତଙ୍କ ପାଇଁ ନମ୍ର ଅନୁରୋଧ। ନେଟାଜୀଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ସମୟ ସମୟରେ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ବିରୋଧରେ ଲଢ଼େଇ :୧୫୦ ସ୍ଥାନରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୩୧ା୮: ଦୁର୍ନୀତି ବିରୋଧରେ ସରକାର ଲଢ଼େଇ ଘୋଷଣା କରିଛନ୍ତି। ଦେଶର ବିଭିନ୍ନ ସରକାରୀ ବିଭାଗରେ ସିବିଆଇ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ୧୦୦ ଥର ଉଠ୍‌ବସ୍‌ ହେବି: ଜାଣନ୍ତୁ ଏପରି କାହିଁକି କହିଲେ ମମତା

କୋଲକାତା,୯।୯: ପଶ୍ଚିମବଙ୍ଗରେ ବେଶ୍‌ ଧୁମ୍‌ଧାମରେ ଦୂର୍ଗାପୂଜା ପାଳିତ ହୋଇଥାଏ। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁର୍ଗାପୂଜା ପାଇଁ ଅନୁମତି...

ବନ୍ୟା ଯୋଗୁ ବଢ଼ିଲା ରାଜନୈତିକ ଦଳର ଚିନ୍ତା, ନିର୍ବାଚନ ପାଇଁ ଅସୁବିଧା…

ବେଙ୍ଗାଲୁରୁ, ୧୧।୯ : ଲଗାତାର ବର୍ଷା ଯୋଗୁ କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ସଙ୍କଟ ସୃଷ୍ଟି ହୋଇଛି। ବନ୍ୟାକୁ ନେଇ ଲୋକେ ହନ୍ତସ୍ତ ହେଉଥିବାବେଳେ ରାଜନୈତିକ ଦଳମାନଙ୍କର...

୨ ଦିନରେ ଟିକା ପାଇଁ ୨.୪୫ କୋଟି ରେଜିଷ୍ଟ୍ରେସନ୍‌

ନୂଆଦିଲ୍ଲୀ,୩୦।୪:ସାରା ଦେଶରେ ୧୮ରୁ ୪୪ ବୟସ୍କ ପର୍ଯ୍ୟନ୍ତ ଲୋକଙ୍କୁ ଟିକା ଦେବା ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଗତ ଏପ୍ରିଲ ୨୮ରୁ ଟିକା ରେଜିଷ୍ଟ୍ରେସନ...

ଓମିକ୍ରନ୍‌ ବିରୋଧରେ ଟିକା କାମ ଦେବନି, ନୂଆ ଟିକା ଆବଶ୍ୟକ…

ନୂଆଦିଲ୍ଲୀ, ୧୫।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଅପରପକ୍ଷରେ ନୂଆ ଭାରିଆଣ୍ଟର ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ସର୍ବାଧିକ ଟିକାକରଣ ଉପରେ ଧ୍ୟାନ...

ଦିନେ କୁତବ ମିନାରରୁ ଡେଇଁବାକୁ କହୁଥିବା ମାରାଣ୍ଡି ଏବେ ଭାଜପାରେ ଝାଡୁ ଲଗାଇବାକୁ ପ୍ରସ୍ତୁତ

ରାଞ୍ଚି,୧୭।୨: ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା(ଜେଭିଏମ୍‌) ମୁଖ୍ୟ ବାବୁଲାଲ୍‌ ମାରାଣ୍ଡି ଭାଜପାକୁ ପୁଣି ଫେରି ଆସିଛନ୍ତି। ୨୦୦୬ରେ ଭାଜପା ଛାଡ଼ିଥିବାବେଳେ ସେ ଦେଇଥିବା ମନ୍ତବ୍ୟ ନେଇ ଏବେ...

ହେଲ୍‌ମେଟ ନ ପିନ୍ଧି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୨୧।୧୦: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀ ଓ ଲେପ୍ଟନାଣ୍ଟ ଗଭର୍ନର କିରଣ ବେଦୀଙ୍କ ମଧ୍ୟରେ ପୁଣିଥରେ ତୁତୁ ମେମେ ଆରମ୍ଭ ହୋଇଯାଇଛି। କିରଣ ବେଦୀ ନୂଆ ମୋଟର...

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ: ୯ ମୃତ

କୁଡ୍ଡାଲୋରେ,୪।୯: ତାମିଲନାଡୁ କୁଡ୍ଡାଲୋରେ ଜିଲାର କଟ୍ଟୁମାନାରକୋଲିଠାରେ ଥିବା ଏକ ବାଣ ତିଆରି କାରଖାନାରେ ଶୁକ୍ରବାର ସକାଳେ ଏକ ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣ ମହିଳାଙ୍କ...

Advertisement
Archives

Model This Week