ଭାଙ୍ଗିଲେ ବଙ୍କର, ଖାଲି କଲେ ପୋଷ୍ଟ, ଶେଷରେ ଗୋଗରା ହଟସ୍ପ୍ରିଙ୍ଗରେ ଷ୍ଟାଣ୍ଡଅଫ ପଏଣ୍ଟରୁ ପଛକୁ ହଟିରେ ଭାରତ-ଚାଇନା ସେନା
ନୂଆଦିଲ୍ଲୀ,୧୩ ।୯: ଶେଷରେ ଭାରତ-ଚାଇନା ସେନାଙ୍କ ମଧ୍ୟରେ ଦୀର୍ଘ ୨ ବର୍ଷ ହେବ ଲାଗି ରହିଥିବା ଗତିରୋଧ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ସମ୍ପୂର୍ଣ୍ଣ ଲଦ୍ଦାଖରେ ଗୋଗରା-ହଟସ୍ପ୍ରିଙ୍ଗସ ଅଞ୍ଚଳରେ ପାଟ୍ରୋଲିଂ ପଏଣ୍ଟ ୧୫(ପିପି-୧୫)କୁ ଧ୍ୱଂସ କରି ଦିଆଯାଇଛି । ଦୁଇ…
ନୀତୀଶଙ୍କୁ ଝଟ୍କା: ଦାମନ-ଡିୟୁର ସମସ୍ତ ଜେଡିୟୁ ସଦସ୍ୟ ଭାଜପାରେ ସାମିଲ, ୧୫ ପଞ୍ଚାୟତ ସଦସ୍ୟ ଭାଜପାରେ ସାମିଲ
ନୂଆଦିଲ୍ଲୀ,୧୩ ।୯: ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଅଲଗା ହେବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦୟ ୟୁନାଇଟେଡ(ଜେଡିୟୁ)କୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗୁଛି । ନୀତୀଶ ଭାଜପା ବିରୋଧୀଙ୍କୁ ଏକାଠି କରିବା ମଧ୍ୟରେ ତାଙ୍କୁ ଆଉ ଏକ…
ମନ୍ତ୍ରୀଙ୍କୁ ଚପଲ ମାଡ
ଜୟପୁର,୧୩।୯: ରାଜସ୍ଥାନର ମନ୍ଦିର ସହର ପୁଷ୍କରରେ ଗୁର୍ଜର ସଂରକ୍ଷଣ କମିଟିର ସୁପ୍ରିମୋ ସ୍ବର୍ଗତ କର୍ଣ୍ଣେଲ କିରୋରି ସିଂ ବଂଶଲାଙ୍କ ଅସ୍ଥି ବିସର୍ଜନ ପୂର୍ବରୁ ଆୟୋଜିତ ଗୁର୍ଜର ମହାସମ୍ମିଳନୀରେ ବହୁ ଅସନ୍ତୋଷ ଦେଖାଦେଇଥିଲା। ମଞ୍ଚରେ ଉପସ୍ଥିତ ନେତାମାନଙ୍କୁ ତୀବ୍ର ବିରୋଧ କରାଯାଇଥିଲା। ବିକ୍ଷୋଭକାରୀମାନେ…
ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୭%
ନୂଆଦିଲ୍ଲୀ,୧୩ା୯:ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ବୃଦ୍ଧି ପାଇ ୭%ରେ ପହଞ୍ଚତ୍ଛି, ଯାହାକି ଜୁଲାଇରେ ୬.୭୧% ଥିଲା। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ଦ୍ୱାରା ସୋମବାର ଏହି ତଥ୍ୟ ପ୍ରକାଶ ପାଇଛି। ୨୦୨୧ ଅଗଷ୍ଟରେ ଦେଶରେ ଖୁଚୁରା…
ଇଲେକ୍ଟ୍ରିକ୍ ହାଇଓ୍ବେ ବିକାଶ ଲାଗି ସରକାର କାର୍ଯ୍ୟ କରୁଛନ୍ତି: ଗଡ଼କରୀ
ନୂଆଦିଲ୍ଲୀ,୧୨।୯: କେନ୍ଦ୍ର ସରକାର ସୌରଶକ୍ତି ଚାଳିତ ଇଲେକ୍ଟ୍ରିକ୍ ରାଜପଥ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି। ଏହି ରାଜପଥରେ ଯାତାୟାତ କରୁଥିବା ବସ୍, ଟ୍ରକ୍ ଚାର୍ଜ କରିବା ସୁବିଧା ସେଠାରେ ରହିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରଜାପଥ ମନ୍ତ୍ରୀ…
ଜାକ୍ଲିନ୍ଙ୍କୁ ତୃତୀୟ ସମନ
ନୂଆଦିଲ୍ଲୀ,୧୨।୯: କନ୍ମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦କୋଟି ଟଙ୍କା ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ବଲିଉଡ୍ ଅଭିନେତ୍ରୀ ଜାକ୍ଲିନ୍ ଫର୍ନାଣ୍ଡିଜ୍ଙ୍କୁ ଦିଲ୍ଲୀ ପୋଲିସର ଆର୍ଥତ୍କ ଅପରାଧ ଶାଖା (ଇଓଡବ୍ଲ୍ୟୁ) ସୋମବାର ତୃତୀୟ ଥର ପାଇଁ ସମନ ଜାରି କରିଛି। ତାଙ୍କୁ ୧୪…
ଦଙ୍ଗା ଉସୁକାଇବା ଘଟଣାରେ ଏଏପିର ୨ବିଧାୟକ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ,୧୨।୯: ଦଙ୍ଗା ଉସୁକାଇବା ଏବଂ ପୋଲିସକର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ସମ୍ପର୍କିତ ୭ବର୍ଷ ପୁରୁଣା ମାମଲାରେ ଦିଲ୍ଲୀ ରୌଜ ଏଭେନ୍ୟୁ କୋର୍ଟ ଆମ ଆଦମୀ ପାର୍ଟି(ଏଏପି)ର ୨ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଏପି ବିଧାୟକ ଅଖିଳେଶ ତ୍ରିପାଠୀ, ସଞ୍ଜୀବ ଝା…
‘କଂଗ୍ରେସ ଏବେ ବି ବୃହତ୍ ବିରୋଧୀ ଦଳ’
ପାଟନା,୧୨।୯: ୨୦୨୪ସାଧାରଣ ନିର୍ବାଚନରେ ଭାଜପାକୁ ପରାସ୍ତ କରିବା ନିମନ୍ତେ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ଲାଗି ଜୋର୍ଦାର ଉଦ୍ୟମ ଜାରି ରହିଛି। ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦିଲ୍ଲୀ ଯାଇ ବିଭିନ୍ନ ଦଳର ନେତାଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ।…
ୟୁପିରେ ହାଇଆଲର୍ଟ
ଲକ୍ଷ୍ନୌ,୧୨।୯: ଜ୍ଞାନବାପି ମସ୍ଜିଦ ମାମଲାରେ ବାରାଣସୀ ଜିଲା କୋର୍ଟ ସୋମବାର ଅଞ୍ଜୁମନ ଇଣ୍ଟେଜେମିଆ ମସ୍ଜିଦ କମିଟିର ଆବେଦନକୁ ଖାରଜ କରିଦେବା ପରେ ଉତ୍ତରପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି। ଜିଲା ଜଜ୍ ଅଜୟ କ୍ରିଷ୍ଣ ବିଶ୍ୱେଷ ମହିଳା ଆବେଦନକାରୀଙ୍କ ସପକ୍ଷରେ ରାୟ ଦେଇଛନ୍ତି।…
ସୋନାଲିଙ୍କ ମୃତ୍ୟୁ ମାମଲାର ହେବ ସିବିଆଇ ଯାଞ୍ଚ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସୁପାରିଶ
ନୂଆଦିଲ୍ଲୀ,୧୨।୯: ଟିକ୍ଟକ୍ ଷ୍ଟାର ତଥା ଭାଜପା ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ପରେ ସିବିଆଇ ତଦନ୍ତ ପାଇଁ ଦାବି ଜୋର ଧରିଛି। ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋନାଲିଙ୍କ ମୃତ୍ୟୁ…
ଗୁଜରାଟ ନିର୍ବାଚନ ପୂର୍ବରୁ ଏଏପିକୁ ବଡ଼ ଝଟ୍କା
ଅହମ୍ମଦାବାଦ,୧୨।୯: ଗୁଜରାଟ ନିର୍ବାଚନ ପାଇଁ ନିଜର ପୁରା ଦମ୍ ଲଗାଇଥିବା ଆମ ଆଦମୀ ପାର୍ଟି(ଏଏପି)କୁ ଏକ ବଡ଼ ଝଟ୍କା ଲାଗିଛି। ଭାରତୀୟ ଟ୍ରାଇବଲ ପାର୍ଟି (ବିଟିପି) ଏଏପି ସହ ନିଜର ୫ମାସର ମେଣ୍ଟକୁ ଭାଙ୍ଗିିଛି। ଏନେଇ ସୋମବାର ବିଟିପି ଔପଚାରିକ ଭାବେ…
ଟ୍ରାଫିକ୍ ଜାମ୍ରେ ଫସିଯାଇଥିଲେ ଡାକ୍ତର, ରୋଗୀଙ୍କ ଜୀବନ ବଞ୍ଚାଇବାକୁ ୩ କିମି ଦୌଡିଲେ
ବେଙ୍ଗାଲୁରୁ,୧୨।୯: ବେଙ୍ଗାଲୁରୁର ଜଣେ ଡାକ୍ତର ସେବାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ଟ୍ରାଫିକ ଜାମ୍ରେ ଅଟକି ଯାଇଥିବା ଏହି ଡାକ୍ତର ଜଣଙ୍କ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ତିନି କିଲୋମିଟର ଦୌଡ଼ିଥିଲେ ଏବଂ ଡାକ୍ତରଖାନାରେ ଠିକ ସମୟରେ ପହଞ୍ଚି ରୋଗୀର…
Archives


